• About Us
  • Contact Us
Saturday, September 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗୁରୁ ଦିବସରେ ଗୁରୁ ଗର୍ଜନ, ୪ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ

by Voice of Victims
September 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗୁରୁ ଦିବସରେ ଗୁରୁ ଗର୍ଜନ, ୪ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍କୁଲ କମିଟି ସଦସ୍ୟ । ଦାବି ପୂରଣ ପାଇଁ ଦୀର୍ଘ ୨୦ ଦିନ ଧରି ହଜାର ହଜାର ଶିକ୍ଷକ , ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଦିନ ରାତି ଧାରଣାରେ ବସିଥିଲେ ମଧ୍ୟ ସରକାର ନିରବ । ଏହାର ପ୍ରତିବାଦରେ ଗୁରଦିବସ ଅବସରରେ ଗାନ୍ଧୀ ମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ମହାସମାବେଶ । ୪ ଦଫା ଦାବି ନେଇ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବିଶେଷକରି ନୂଆ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରି ସର୍ଭିସ୍ ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ, ଅନୁଦାନ ବ୍ୟବସ୍ଥାର ସମାଧାନ ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଭଳି ଦାବି ରହିଛି । ସେହିପରି, ଦୀର୍ଘ ୨୫ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିବା ଅନୁଦାନଯୋଗ୍ୟ ଶିକ୍ଷାନୁଷ୍ଠାନର ଅନେକ ଶିକ୍ଷକ ଓ କର୍ମଚାରୀ ଆର୍ଥିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅବସର ନେଉଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ ନିଯୁକ୍ତି ନହେବାରୁ ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ଦେଖାଦେଇଥିବା ମଧ୍ୟ ସମିତି ପକ୍ଷରୁ କୁହାଯାଇଛି ।

Post Views: 2
Share196Tweet123Send
Voice of Victims

Voice of Victims

Recent Posts

  • ଗୁରୁ ଦିବସରେ ଗୁରୁ ଗର୍ଜନ, ୪ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ
  • ଇରାନ ଉପରେ ପୁଣି ଆକ୍ରମଣ ଧମକ, ଟ୍ରମ୍ପଙ୍କ ବଡ଼ ଚେତାବନୀ
  • ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ
  • ଭି. ଏସ. ଏସ ନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ
  • “ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In