• About Us
  • Contact Us
Sunday, October 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗାନ୍ଧିଜୀ ସମାଜିକ ଅନୁ ଷ୍ଠାନ ଟ୍ରଷ୍ଟ୍ର ତରଫରୁ ଗାନ୍ଧିଜୟନ୍ତୀ ପାଳିତ

by Voice of Victims
October 4, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗାନ୍ଧିଜୀ ସମାଜିକ ଅନୁ ଷ୍ଠାନ ଟ୍ରଷ୍ଟ୍ର ତରଫରୁ ଗାନ୍ଧିଜୟନ୍ତୀ ପାଳିତ

ପୁରୀ (ଭିଓଭି): ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ଶୁକ୍ରବାର ଦିନ ସ୍ଥାନୀୟ ଗାନ୍ଧିପାର୍କ ଠାରେ ଗାନ୍ଧି ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ କାହୁଚରଣ ପ୍ରଧାନ, ଆଇନଜିବୀ, ଜାତୀୟ କଂଗ୍ରେସ ସେବାଦଳ ମୁଖ୍ୟ ବିଶ୍ଵରଞ୍ଜନ ଦାସ, ଯୁବସଂଗ୍ରାମୀ ସମାଜସେବୀ ସ୍ଵାଧୀନ କୁମାରପଣ୍ଡା ଯୋଗ ଦେଇଥିବା ବେଳେ, ଅନୁଷ୍ଠାନର ଉପନିର୍ଦ୍ଦେଶିକା ମମତା ମିଶ୍ର, ଉପଦେଷ୍ଟା ନିସିତ ନନ୍ଦ, ଚକ୍ରଧର ମହାପାତ୍ର, ଆଇନଜିବି ଡଃ.ଧିରେନ୍ ରାଏ, ହରିହର ଓରଫ ମିଟୁ ପ୍ରଧାନ, ଅନୁଷ୍ଠାନ ର କର୍ମକର୍ତ୍ତା ମୁଖ୍ୟ ସଙ୍ଗଠକ ନିଳାଞ୍ଚଳ ଦାସ, ସମ୍ପାଦିକା ସସ୍ମିତା ଶତପଥୀ, ଉପସଭାପତି ମଧୁସ୍ମିତା ସାହୁ, ଆଲୋକଦାସ, ବେବିଲାଲ ମିଶ୍ର, ଦେବାଶିଷ ମହାପାତ୍ର, ସଭ୍ୟା ଝାନ୍‌ସୀମିଶ୍ର, ସୁପ୍ରିୟା ପ୍ରଧାନ, ବଜୟନ୍ତୀବଳବନ୍ତରାୟ, କଳ୍ପନା ମୁଦୁଲି, ଆଇନ୍ ଜିବି ପିଙ୍କି ମହାରଣା ସଂଯୁକ୍ତା ବେହେରା, ଆରାଧନାପଣ୍ଡା, ଐସ୍ଵର୍ଯ୍ୟଲକ୍ଷ୍ମୀ ତ୍ରିପାଠୀ, ବୁଦ୍ଧିମତୀ ବାରିକ, ମମତା ପ୍ରଧାନ, ସମାଜ ସେବୀ ମଧୁସ୍ମିତା ମହାନ୍ତି, ମମତାସାହୁ, ମଲ୍ହାର ମିଶ୍ର, ରମେଶ ସାହୁ, ଗରିମା ମହାପାତ୍ର, ଗେଣ୍ଡୁ ମାହାନ୍ତି ପ୍ରମୁଖ ୫୦ଜଣ ରୁ ଉର୍ଦ୍ଧ ଅନୁଷ୍ଠାନର ସମସ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ।

ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅନୁଷ୍ଠାନ ର ସ୍ଥାୟୀ ସଭାପତି ପ୍ରସନ୍ନକୁମାର ଲେଙ୍କା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚ଼ନା ଦେଇ କହିଥିଲେ ଗାନ୍ଧିଜୀ ଯେପରି ଇଂଗ୍ରେଜ ସାସନକୁ ହଠାଇବାକୁ ଅହିଂସା ଆନ୍ଦୋଳନ କରି ଦେଶକୁ ସ୍ୱାଧୀନ କରିବାକୁ ଯେପରି ଆନ୍ଦୋଳନ କରି ସ୍ୱାଧୀନ କରିଥିଲେ, ଆଜି ତାଙ୍କୁ ସରକାରୀ , ବେସରକାରୀ ଓ ବିଶ୍ଵଦରବାର ରେ ପୁଜା ପାଉଛନ୍ତି। ଆଜିକା ଦିନରେ ଗାନ୍ଧିଜୀ ରୀତିନୀତି ଅନୁସାରେ କେହି ନାହାନ୍ତି ଆସନ୍ତୁ ଆମେ ମିଳିମିଶି ଗାନ୍ଧି ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା। ଏହି ଅବସରରେ ଅନୁଷ୍ଠାନ ତରଫରୁ ବାଲିଗୁଆଳି ଆଦୃତା ବାଳାଶ୍ରମରେ ଅନାଥ ଶିଶୁ ମାନଙ୍କୁ ରୋଷେଇ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ସଙ୍ଗଠକ ନିଳାଞ୍ଚଳ ଦାସ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ପ୍ରସନ୍ନକୁମାର ଲେଙ୍କା ସାମ୍ବାଦିକଙ୍କ ଅଧକ୍ଷତା କରିଥିଲେ।

Post Views: 9
Share196Tweet123Send
Voice of Victims

Voice of Victims

Recent Posts

  • ୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
  • ଗାନ୍ଧିଜୀ ସମାଜିକ ଅନୁ ଷ୍ଠାନ ଟ୍ରଷ୍ଟ୍ର ତରଫରୁ ଗାନ୍ଧିଜୟନ୍ତୀ ପାଳିତ
  • ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲକୁ ନିମନ୍ତ୍ରଣ
  • ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
  • ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା ! ୧୩ରେ ଲଘୁଚାପ ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In