• About Us
  • Contact Us
Saturday, October 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାତ୍ୟା ଆଶଙ୍କାରେ ଦକ୍ଷିଣ ଓଡ଼ିଶା ହାଇ ଆଲର୍ଟ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ

by Voice of Victims
October 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାତ୍ୟା ଆଶଙ୍କାରେ ଦକ୍ଷିଣ ଓଡ଼ିଶା ହାଇ ଆଲର୍ଟ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ହାଇ ଆଲର୍ଟରେ ଦକ୍ଷିଣ ଓଡ଼ିଶା । ୨୮ ତାରିଖ ପାଇଁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ । ଯଦିଓ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନାହିଁ । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ଅଣ୍ଟା ଭିଡିଛି । ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ନେଇ ବୈଠକ କରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ସମୁଦ୍ର ଭିତରକୁ ନ ଯିବାପାଇଁ ଧୀବର ମାନଙ୍କୁ ପରାମର୍ଶ ଦିଆଯାଇଛି ।

ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀ ଓ କଣ୍ଟ୍ରୋଲ ରୁମ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଅନ୍ୟପଟେ ପୂର୍ବରୁ ଅଚଳ ଥିବା ଗୋପାଳପୁର ସ୍ଥିତ ଡପଲର ରାଡାର ଏଵେ ସଚଳ ହୋଇ କାର୍ଯ୍ୟ କରୁଛି । ଯାହା ଫଳରେ ଗୋପାଳପୁରର ୨୫୦ କିଲୋମିଟର ପରିଧି ମଧ୍ୟରେ ପାଣିପାଗ ଜନିତ ଆଗୁଆ ସୂଚନା ମିଳିପାରିବ।

Post Views: 13
Share196Tweet123Send
Voice of Victims

Voice of Victims

Recent Posts

  • ଗଙ୍ଗା ସ୍ନାନ ବେଳେ ଅଘଟଣ: ଗଙ୍ଗାରେ ବୁଡି ପ୍ରାଣ ହରାଇଲେ ପୁରୀର ଲୋକପ୍ରିୟ ସମାଜସେବୀ
  • ବାତ୍ୟା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର, ଅଧିକାରୀଙ୍କ ଛୁଟି ବାତିଲ୍
  • ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ, ସମୁଦ୍ରରୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ
  • ବାତ୍ୟା ଆଶଙ୍କାରେ ଦକ୍ଷିଣ ଓଡ଼ିଶା ହାଇ ଆଲର୍ଟ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ
  • ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଡ଼ ଆକଳନ, ୨୮ ତାରିଖରେ କେଉଁଠି କରିବ ଲ୍ୟାଣ୍ଡଫଲ୍?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In