• About Us
  • Contact Us
Saturday, October 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାତ୍ୟା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର, ଅଧିକାରୀଙ୍କ ଛୁଟି ବାତିଲ୍

by Voice of Victims
October 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାତ୍ୟା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର, ଅଧିକାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ଆଇଏମଡି ଆକଳନ ଅନୁସାରେ ପ୍ରସ୍ତୁତ କରାଯାଇଛି ରୋଡ ମ୍ୟାପ୍ । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୨୭ ତାରିଖ ପାଇଁ ୩ ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାଲି ଛୁଟି ଥିଲେ ବି ସମସ୍ତେ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି କାଲି ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ରିଲିଫ୍ ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା ରାଜସ୍ବମନ୍ତ୍ରୀ ସୂଚନା ଦିଆଯାଇଛି । ଓଡ୍ରାଫ୍ ଓ NDRF ଟିମ୍ ସଜାଗ ଥିବା ସହ ଆଦୌ ବିଚଳିତ ନ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । କେଉଁଠି ଲ୍ୟାଣ୍ଡଫଲ ହେବ ତାହା ଏବେସୁଦ୍ଧା ଆଇଏମଡି ଆକଳନ କରିନାହିଁ । ତେବେ ଆନ୍ଧପ୍ରଦେଶର କାକିନାଡାରୁ ଗୋପାଳପୁର ମଧ୍ୟରେ କେଉଁଠି ଲ୍ୟାଣ୍ଡଫଲ ହୋଇପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି । ଆଜି ରାଜୀବ ଭବନରେ ୧୬ ଜିଲ୍ଲାପାଳ ଓ SRCଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକ କରିଛନ୍ତି ।

Post Views: 10
Share196Tweet123Send
Voice of Victims

Voice of Victims

Recent Posts

  • ଗଙ୍ଗା ସ୍ନାନ ବେଳେ ଅଘଟଣ: ଗଙ୍ଗାରେ ବୁଡି ପ୍ରାଣ ହରାଇଲେ ପୁରୀର ଲୋକପ୍ରିୟ ସମାଜସେବୀ
  • ବାତ୍ୟା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର, ଅଧିକାରୀଙ୍କ ଛୁଟି ବାତିଲ୍
  • ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ, ସମୁଦ୍ରରୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ
  • ବାତ୍ୟା ଆଶଙ୍କାରେ ଦକ୍ଷିଣ ଓଡ଼ିଶା ହାଇ ଆଲର୍ଟ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ
  • ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଡ଼ ଆକଳନ, ୨୮ ତାରିଖରେ କେଉଁଠି କରିବ ଲ୍ୟାଣ୍ଡଫଲ୍?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In