• About Us
  • Contact Us
Tuesday, November 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନା- ‘ଜଗନ୍ନାଥ କଥାମୃତ’

by Voice of Victims
November 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନା- ‘ଜଗନ୍ନାଥ କଥାମୃତ’

ଜଗତପୁର: ପବିତ୍ର କାର୍ତ୍ତିକ ମାସ ଅବସରରେ ଆଜି ଜଗତପୁରସ୍ଥିତ ଅପନା-ଘର ଆଶ୍ରମଠାରେ ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ‘ଜଗନ୍ନାଥ କଥାମୃତ’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟବକ୍ତା ଭାବେ ମାନସ ରଞ୍ଜନ ସିଂହ ଯୋଗଦେଇ ଜଗନ୍ନାଥ ସଂସ୍କୃତି, ଆଧ୍ୟାତ୍ମିକ ଚେତନା ଓ ମହାପ୍ରଭୁଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ। ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଏଠାରେ ସଂକୀର୍ତ୍ତନ ସହ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଆଶ୍ରମରେ ରହୁଥିବା ପ୍ରାୟ ୧୦୦ ଜଣ ମାନସିକ ରୋଗରେ ପୀଡ଼ିତ ଅନ୍ତେବାସୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

କ୍ଲବର ସଭାପତି ରୋଟାରିଆନ୍ ଜ୍ୟୋତି ରଞ୍ଜନ ଲେଙ୍କା, ରୋଟାରିଆନ୍ ବିଶ୍ୱଜିତ ସେନାପତି ଓ ଶୁଭ୍ରା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଅପନା-ଘର ଆଶ୍ରମର ପରିଚାଳନା କମିଟିର ସହଯୋଗରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା। କ୍ଲବର ଅନ୍ୟାନ୍ୟ ରୋଟାରିଆନ୍‌ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ପରିବେଶକୁ ଅଧିକ ଭକ୍ତିମୟ ଓ ଆଧ୍ୟାତ୍ମିକ କରି ଗଢ଼ି ତୋଳିଥିଲା। ଏହି ଆୟୋଜନ ମାଧ୍ୟମରେ ଆଧ୍ୟାତ୍ମିକ ଚେତନାର ପ୍ରସାର ସହ ଆଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ଆନନ୍ଦ ଓ ଆତ୍ମୀୟତାର ଭାବ ସୃଷ୍ଟି କରିବାକୁ କ୍ଲବ ପକ୍ଷରୁ ଏକ ସୁନ୍ଦର ପ୍ରୟାସ କରାଯାଇଥିଲା।

Post Views: 34
Share199Tweet124Send
Voice of Victims

Voice of Victims

Recent Posts

  • ଏଣିକି UPI ଜରିଆରେ ଉଠାଇପାରିବେ PF ଟଙ୍କା, ଭିମ୍ ଆପ୍‌ରେ ମିଳିବ ଟଙ୍କା ଉଠାଣ ସୁବିଧା
  • ‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ
  • ଡିସେମ୍ବର ୧୬ରେ ବାଂଲାଦେଶ ଫେରିବେ ଶେଖ୍ ହସିନା ! ସରକାରଙ୍କୁ ମାଗିଲେ ସ୍ୱତନ୍ତ୍ର ବିମାନ
  • ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ
  • ନଭେମ୍ବର ଶେଷ ସପ୍ତାହରେ ପୁଣି ମାଡ଼ି ଆସିବ କି ବାତ୍ୟା? ଦକ୍ଷିଣ ବଙ୍ଗୋପସାଗର ଉପରେ ନଜର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In