• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଇଲେକ୍ଟ୍ରୋହୋମିଓପାଥିକର ଜନକ ଡାକ୍ତର କାଉଣ୍ଟ କିଜର ମେଟ୍ଟୀଙ୍କ ୧୨୮ତମ ଶ୍ରାଦ୍ଧବାର୍ଷିକୀ

by Voice of Victims
April 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଇଲେକ୍ଟ୍ରୋହୋମିଓପାଥିକର ଜନକ ଡାକ୍ତର କାଉଣ୍ଟ କିଜର ମେଟ୍ଟୀଙ୍କ ୧୨୮ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ବର (ଭିଓଭି): ଇଲେକ୍ଟ୍ରୋହୋମିଓପାଥିକର ଜନକ ଡାକ୍ତର କାଉଣ୍ଟ କିଜର ମେଟ୍ଟୀଙ୍କ ୧୨୮ତମ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱର ଆଚାର୍ଯ୍ୟବିହାର ସ୍ଥିତ ବରିଷ୍ଠ ଡାକ୍ତର ତଥା ‘ସେପା’ର ସାଧାରଣ ସମ୍ପାଦକ ଡା. ପର୍ଶୁରାମ ଖଟୁଆଙ୍କ ର କ୍ଲିନିକରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଚିକିତ୍ସକମାନେ ଚିକିତ୍ସା ବିଜ୍ଞାନ ଉପରେ ଥିବା ନିଜ ନିଜର ଅଭିଜ୍ଞତା ଉପରେ ବିଶେଷ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଏହି ଚିକିତ୍ସା ପଦ୍ଧତି କିଭଳି ଭାବରେ ରାଜ୍ୟର ସବୁ ସ୍ଥାନରେ ଉପଲବ୍ଧ ହୋଇପାରିବ ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଡା. ସରୋଜ କୁମାର ସାହୁ, ଉପସଭାପତି ଡା. ମନୋଜ କୁମାର ମହଲା, ସାଧାରଣ ସମ୍ପାଦକ ଡା. ପର୍ଶୁରାମ ଖଟୁଆ, ଉପଦେଷ୍ଟା ଡା. କମଳାକାନ୍ତ ନାୟକ, ଡା. ରଣଜିତ୍ ପଟ୍ଟନାୟକ, ଡା. ଅଜିତ କୁମାର ବାରିକ, ଡା. ସୂର୍ଯ୍ୟକାନ୍ତ ମହାନ୍ତି, ଡା. ଶୁଭ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡା. ସୁନିତା ମହାନ୍ତ ଏବଂ ଡା. ଗୀତାଞ୍ଜଳି ସାହୁ ପରିଚାଳନା କରିଥିଲେ।

Post Views: 35
Tags: 120th Anniversary of Count Keyser Metti
Share208Tweet130Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In