• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଧାୟକଙ୍କ ପେନସନ୍ ଓ ଭତ୍ତା ବୃଦ୍ଧି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ

by Voice of Victims
September 4, 2024
in ମୁଖ୍ୟ ଖବର, ରାଜ୍ୟ
ବିଧାୟକଙ୍କ ପେନସନ୍ ଓ ଭତ୍ତା ବୃଦ୍ଧି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର : ବିଧାନସଭାରେ ଉଠିଲା ବିଧାୟକଙ୍କ ଭତ୍ତା ଓ ପେନସନ୍ ବୃଦ୍ଧି ପ୍ରସଙ୍ଗ। ପ୍ରଶ୍ନକାଳରେ ଶାସକ ଦଳର ବିଧାୟକଙ୍କ ସହ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକମାନେ ମଧ୍ୟ ସମାନ ଦାବି କରିଛନ୍ତି। ଯାହାକୁ ନେଇ ବାଚସ୍ପତି ସୁରମା ପାଢୀ ମଧ୍ୟ ଗୃହରେ ରୁଲିଂ ଦେବା ସହ ସରକାରଙ୍କୁ ବିଧାୟକ ଦାବି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପେନସନ୍ ଓ ଭତ୍ତା ବୃଦ୍ଧି ପ୍ରସଙ୍ଗ। କଂଗ୍ରେସ ବିଧାୟକ ତାରା ବାହିନିପତି ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ବିଜେପି ବିଧାୟକ ସନାତନ ବିଜୁଳି ଓ ବିଜେଡ଼ି ବିଧାୟକ ବି ସମାନ ପ୍ରସଙ୍ଗ ଉଠାଇଲେ। ବିଜେପି ବିଧାୟକ ପୂର୍ଣ୍ଣ ସେଠି କହିଥିଲେ ବର୍ତ୍ତମାନ୍ ଯୁଗରେ ସମସ୍ତଙ୍କୁ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ। ଏଥିପାଇଁ ଖର୍ଚ୍ଚ ବଢୁଚି। ନିର୍ବାଚନୀ ମଣ୍ଡଳୀ ଯିବା ଆସିବାରେ ତେଲ ପୋଡୁଛି। ତେଣୁ ବର୍ତ୍ତମାନ ବିଧାୟକଙ୍କ ଭତ୍ତା ସହ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରାଯାଉ। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗୋ ବି ସମାନ ପ୍ରସଙ୍ଗ ଉଠାଇଲେ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In