• About Us
  • Contact Us
Thursday, July 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀ ସମୁଦ୍ର ବେଳାଭୂମିରେ ଫସି ରହିଛି ଆନ୍ଧ୍ରପ୍ରଦେଶର ମାଛ ଧରା ଡଙ୍ଗା

by Voice of Victims
July 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୁରୀ ସମୁଦ୍ର ବେଳାଭୂମିରେ ଫସି ରହିଛି ଆନ୍ଧ୍ରପ୍ରଦେଶର ମାଛ ଧରା ଡଙ୍ଗା

ପୁରୀ (ଭିଓଭି): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଖରାପ ପାଗ ସାଙ୍ଗକୁ ମାଛଧରା ବୋଟ୍ ଟିର ଇଞ୍ଜିନ ଅଚଳ ହୋଇଯିବାରୁ 10 ଜଣ ମାଛ ଧରାଳୀଙ୍କୁ ନେଇ ଯାଇଥିବା ଆନ୍ଧ୍ରପ୍ରଦେଶ ର ଉକ୍ତ ଡଙ୍ଗାଟି ଗଭୀର ସମୁଦ୍ର ରେ ଭାସି ଭାସି ଆସି ପୁରୀ ସମୁଦ୍ର କୂଳରୁ ପ୍ରାୟ ତିନି କିଲୋମିଟର ଦୂରରେ ଦିଗହରା ହୋଇ ଭାସୁଥିଲା। ଖବର ପାଇ କୋଷ୍ଟଗାର୍ଡ ଏବଂ କିଛି ସ୍ଥାନୀୟ ମାଛ ଧରା ଡଙ୍ଗା ସହାୟତାରେ ପୁରୀ ମାରାଇନ୍ ପୋଲିସ ସମସ୍ତ ଦଶଜଣ ମାଛ ଧରାଳିଙ୍କ ସମେତ ଉକ୍ତ ଡଙ୍ଗା ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁରୀ ସମୁଦ୍ର କୂଳକୁ ଆଣି ସମସ୍ତ ମାଛ ଧରାଳିଙ୍କୁ ସେମାନଙ୍କ ଘରକୁ ଫେରି ଯିବାର ବ୍ୟବସ୍ଥା କରିଛନ୍ତି।

ସୂଚନା ମୁତାବକ ସମସ୍ତ ଦଶ ଜଣ ଯାକ ମାଛ ଧରାଳି ଆନ୍ଧ୍ରପ୍ରଦେଶ ର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା। ସେମାନେ IND-AP-V5-MM-872 ନମ୍ବର ଡଙ୍ଗା ରେ ମାଛ ଧରିବାକୁ ଯାଇଥିଲେ। ବର୍ତ୍ତମାନ ଉକ୍ତ ଡଙ୍ଗାଟି ପୁରୀ ସମୁଦ୍ର କୂଳରେ ପେଣ୍ଠକଟା ଠାରେ ରହିଛି। ଖୁବ୍ ଶୀଘ୍ର ତାହାର ଇଞ୍ଜିନ ମରାମତି କରାଯାଇ ଡଙ୍ଗାଟିକୁ ଫେରାଇ ନିଆଯିବ ବୋଲି ଡଙ୍ଗାଟିର ମାଲିକ ପ୍ରକାଶ କରିଛନ୍ତି।

Post Views: 20
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶାରେ ପ୍ରଥମ: ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍‌ ଓ ଜିନୋମିକ୍ସ ଲ୍ୟାବ୍‌
  • ଜୁଲାଇ ୧୧ ଓ ୧୨ରେ ସୋଆରେ ଅନୁଷ୍ଠିତ ହେବ ଆଇଏନଏଆଇର ଦୁଇ ଦିନିଆ ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’
  • ଭୁବନେଶ୍ବରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ
  • ଆଜି ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ
  • କଲକାତାରେ ଟିଏମସି ରାଲି ବେଳେ ମମତାଙ୍କ ରାଗ: ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In