• About Us
  • Contact Us
Thursday, May 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ଦୋଳପୂର୍ଣ୍ଣିମାରେ ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ

by Voice of Victims
March 3, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି ଦୋଳପୂର୍ଣ୍ଣିମାରେ ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ

ଭୁବନେଶ୍ୱର : ଆଜି ଦୋଳପୂର୍ଣ୍ଣିମାରେ ବିରଳ ଅତି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଆକାଶରେ ନାଲି ରଙ୍ଗର ଜହ୍ନ ଦେଖାଯିବ । ଏହା ହେଉଛି ୨୦୨୬ର ପ୍ରଥମ ପୂର୍ଣ୍ଣଚନ୍ଦ୍ର ଗ୍ରହଣ । ଏଥିସହ ୨୦୨୯ ମସିହା ପୂର୍ବରୁ ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ଅପରାହ୍ ଣ ପ୍ରାୟ ୩ଟା୨୦ ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହେବ। ପୂର୍ଣ୍ଣ ଗ୍ରହଣ ସନ୍ଧ୍ୟା ୫ଟା ୪ ମିନିଟ୍ ରେ ହେବ। ଏହା ପ୍ରାୟ ୫୭ ମିନିଟ୍ ପର୍ଯ୍ୟନ୍ତ ରହିବ । ସନ୍ଧ୍ୟା ୬ଟା ୪୭ ମିନିଟ୍ ରେ ଗ୍ରହଣ ଶେଷ ହେବ। ଗ୍ରହଣର ସମୁଦାୟ ଅବଧି ରହିବ ପ୍ରାୟ ୩ ଘଣ୍ଟା ୨୭ ମିନିଟ୍ ।

ସକାଳ ୬ଟା ୨୦ ପରଠାରୁ ଦେବନୀତି ଓ ପାକ ନିଷେଧ କରାଯାଇଛି । ୧୩ ଘଣ୍ଟାରୁ ଅଧିକ ସମୟ ଧରି ହାଣ୍ଡି ଛାଡ଼ କରାଯିବ । ଓଡ଼ିଶାରେ ଆଂଶିକ ଭାବେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଏହା ସୂର୍ଯ୍ୟ କିମ୍ବା ଚନ୍ଦ୍ର ଉପରେ କୌଣସି କ୍ଷତିକାରକ ପ୍ରଭାବ ପକାଏ ନାହିଁ । ତେଣୁ ଏହା ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିପାରିବେ ।  ରାଶି ଅନୁଯାୟୀ କିଛି ରାଶି ପାଇଁ ଗ୍ରହଣ ଶୁଭ ଓ କିଛି ପାଇଁ ଅଶୁଭ ପ୍ରଭାବ ରହିପାରେ ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In