• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ପୂଜା ପାଉଛନ୍ତି ତିନି ମହଲା ଉଚ୍ଚତାର ଗଣେଶ ମୂର୍ତ୍ତି

by Voice of Victims
September 7, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପୂଜା ପାଉଛନ୍ତି ତିନି ମହଲା ଉଚ୍ଚତାର ଗଣେଶ ମୂର୍ତ୍ତି

ଭୁବନେଶ୍ବର: ପୁରୀରେ ନିର୍ମାଣ ହୋଇଛି ତିନି ମହଲା ବିଶିଷ୍ଟ ଗଣେଶ ମୂର୍ତ୍ତି ଯାହା ପୁରୀ ପେଣ୍ଠକଟା ଜଗନ୍ନାଥ ଷ୍ଟାଡିୟମ ନିକଟରେ ହୋଇଛି। ଏହି ମୂର୍ତ୍ତିକୁ ନିର୍ମାଣ କରିବାକୁ ପ୍ରାୟ ୨ ମାସ ଲାଗିଥିଲା। ମଙ୍ଗଳମୁଖୀ ଯୁବ ମହାସଂଘ ତରଫରୁ ପ୍ରାୟତଃ ୮୦ଜଣରୁ ଊର୍ଦ୍ଧ୍ୱ ଏହି ପୂଜାରେ ସାମିଲ ହୋଇ କାର୍ଯ୍ୟକୁ ଆଗକୁ ବଢ଼ାଇଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ଦୀର୍ଘ ୩୪ରୁ ୩୫ ଫୁଟ ହେବ ଯାହାକି ତିନି ମହଲା କୋଠାର ଉଚ୍ଚତା ଭଳି ଏବଂ ଓସାର ୨୦ ରୁ ୨୨ ଫୁଟ। ଏଥିସହ ମହାପ୍ରଭୁଙ୍କ ହାତରେ ଥିବା ଲଡୁର ସାମଗ୍ରୀ ପ୍ରାୟତଃ ୩୫ କେଜି ରୁ ଅଧିକା ଲାଗିଥିବାରୁ ସବୁ ମିଶାଇ ତାକୁ ପ୍ରସ୍ତୁତ କରିବା ପରେ ଏହାର ଓଜନ ପ୍ରାୟତଃ ଅନୁମାନିକ ୪୦ ରୁ ୪୫ କେଜି ହୋଇଥିବାର ଆଶା କରାଯାଉଛି। ସୂଚନା ଥାଉ କି ଗତ ବର୍ଷ ସେମାନେ ୨୫ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବାରୁ ଭକ୍ତଙ୍କ ଆଗ୍ରହ ଏବଂ ଉଲ୍ଲାସ ବଢ଼ିଥିଲା।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In