• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପୁଣି ହଟିଲେ ୨ ଅଧିକାରୀ, ଅବସର ପରେ ବି ସରକାରୀ ପଦବୀରେ ଥିଲେ

by Voice of Victims
July 5, 2024
in ମୁଖ୍ୟ ଖବର, ରାଜ୍ୟ
ପୁଣି ହଟିଲେ ୨ ଅଧିକାରୀ, ଅବସର ପରେ ବି ସରକାରୀ ପଦବୀରେ ଥିଲେ

ଭୁବନେଶ୍ୱର: ଅବସର ପରେ ବି ସରକାରୀ ପଦବୀରେ ଥିଲେ । କିନ୍ତୁ ଏବର ମୋହନ ସରକାରରେ ହଟିଲେ । ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି । ସୁଡା ପ୍ରକଳ୍ପ ନିର୍ଦ୍ଦେଶକ  ଓ ପୌର ନିର୍ଦ୍ଦେଶକ ପଦରୁ ୨ ଅଧିକାରୀଙ୍କୁ ହଟାଯାଇଛି ।  ଅବସର ପରେ ସୁଡା ନିର୍ଦ୍ଦେଶକଭାବେ ସାରଦା ପ୍ରସାଦ ପଣ୍ଡା ନିଯୁକ୍ତ ପାଇଥିଲେ । ତେବେ ତାଙ୍କୁ ଏବେ ହଟାଯାଇ ତାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁଙ୍କୁ ସୁଡା ପ୍ରକଳ୍ପ ନିର୍ଦ୍ଦେଶକଭାବେ ନିଯୁକ୍ତ କରାଯାଇଛି । ସେହିପରି ଅବସରପରେ ପୌର ନିର୍ଦ୍ଦେଶକଭାବେ ସଂଗ୍ରାମଜିତ ନାୟକଙ୍କୁ ମଧ୍ୟ ହଟାଯାଇଛି ।  ତାଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକକାଭାବେ ନିଯୁକ୍ତ କରାଯାଇଛି ।  ପ୍ରକାଶ ଯେ ବିଜେଡି ସରକାର ଅମଳରେ ଅବସର ଗ୍ରହଣ ପରେ ବି ବହୁ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଥିଲା । ଯାହାକୁ ସେତେବେଳେ ବିରୋଧୀ ଆସନରେ ବସିଥିବା ବିଜେପି ବିରୋଧ କରିଆସୁଥିଲା । ଏବେ ରାଜ୍ୟରେ ବିଜେପି ସରକାର ଶାସନଭାର ସମ୍ଭାଳିବା ପରେ ଅବସର ପରେ ନିଯୁକ୍ତି ପାଇଥିବା ବାବୁମାନଙ୍କୁ ବିଦା କରିବାରେ ଲାଗିଛନ୍ତି । 

Post Views: 38
Tags: Also removed 2 officers
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In