• About Us
  • Contact Us
Friday, April 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଖୁବ୍ ଶୀଘ୍ର ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ ଅନଲାଇନରେ କିପରି କରିବେ ରେଜିଷ୍ଟ୍ରେସନ୍

by Voice of Victims
April 17, 2026
in ଆଧ୍ୟାତ୍ମିକ, ଦେଶ ବିଦେଶ
ଅମରନାଥ ଯାତ୍ରା ସମୟରେ ବଡ଼ ଅଘଟଣ, ୩୬ ଯାତ୍ରୀ ଆହତ

ପ୍ରତିବର୍ଷ ଭଳି ଏଥର ମଧ୍ୟ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଅମରନାଥ ଯାତ୍ରାର ତାରିଖ ଘୋଷଣା କରାଯାଇଛି । ଜୁଲାଇ ୩ ତାରିଖରୁ ବାବା ବର୍ଫାନୀଙ୍କ ଦର୍ଶନ ଆରମ୍ଭ ହେବ । ଯଦି ଏହି ଯାତ୍ରାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଯାହା ୧୫ ଏପ୍ରିଲରୁ ଆରମ୍ଭ ହୋଇସାରିଛି । ଯଦି ଆପଣ ପ୍ରଥମ ଥର ପାଇଁ ଅମରନାଥ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଯାତ୍ରା ନିୟମ ବିଷୟରେ ଜାଣିନାହାଁନ୍ତି ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଅମରନାଥ ଯାତ୍ରାର ରେଜିଷ୍ଟ୍ରେସନ୍ ୨ଟି ମାଧ୍ୟମରେ କରାଯାଇପାରିବ । ଅନଲାଇନ୍ ଏବଂ ଅଫଲାଇନ୍ ଜରିଆରେ ରେଜିଷ୍ଟ୍ରେସନ୍ କରାଯାଇପାରିବ । ଯଦି ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଶ୍ରୀ ଅମରନାଥଜୀ ମନ୍ଦିର ବୋର୍ଡର ୱେବସାଇଟକୁ ଯାଇ ଏହା କରିପାରିବେ । ଅଫଲାଇନ୍ ରେଜିଷ୍ଟ୍ରେସନ୍ ପାଇଁ ସାରା ଭାରତରେ SBI, PNB, Yes ବ୍ୟାଙ୍କ, ICICI ବ୍ୟାଙ୍କ ଏବଂ Axis ବ୍ୟାଙ୍କ ସମେତ ପ୍ରାୟ ୫୫୦ ବ୍ୟାଙ୍କର ବ୍ରାଞ୍ଚ ରହିଛି । ଆପଣ ବ୍ୟାଙ୍କଗୁଡିକୁ ଯାଇ ଅଫଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ ।

ଅମରନାଥ ଯାତ୍ରାରେ ଯିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଯଦି ଆପଣଙ୍କର ବୟସ ୧୩ ରୁ ୭୦ ବର୍ଷ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କୁ ଏହି ଯାତ୍ରା ପାଇଁ ପଞ୍ଜୀକରଣ କରିବାକୁ ପଡିବ । କମ୍ ବୟସ କିମ୍ବା ଅଧିକ ବୟସର ବ୍ୟକ୍ତିମାନେ ଏହି ରେଜିଷ୍ଟ୍ରେସନ୍ କରିପାରିବେନି । ଯଦି ଅନ୍ୟ ଏକ ନିୟମ କଥା କୁହାଯାଏ ତେବେ ଜଣେ ଗର୍ଭବତୀ ମହିଳା ଏହି ଯାତ୍ରାରେ ସାମିଲ ହେବେ ନାହିଁ । ଯାତ୍ରା ପାଇଁ ଡାକ୍ତରୀ ସାର୍ଟିଫିକେଟର ଆବଶ୍ୟକତା ରହିଛି । ଏପ୍ରିଲ ୮ ତାରିଖ ପରେ ଡାକ୍ତରୀ ସାର୍ଟିଫିକେଟ୍ ବୈଧ ହେବ ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ସୀମା ପୁନଃ ନିର୍ଦ୍ଧାରଣ ବିଲ ପ୍ରସଙ୍ଗ; ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଧର୍ମେନ୍ଦ୍ର ପ୍ରଧାନ
  • ଖୁବ୍ ଶୀଘ୍ର ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ ଅନଲାଇନରେ କିପରି କରିବେ ରେଜିଷ୍ଟ୍ରେସନ୍
  • ଖରିଫ ୠତୁ ପାଇଁ ସାର ଉପଲବ୍ଧତା ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ମୁଖ୍ୟମନ୍ତ୍ରୀ ଦେଲେ ୬ ବଡ଼ ନିର୍ଦ୍ଦେଶ
  • ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା
  • ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ବିଜୁ ଲିଗାସୀରେ ସାମିଲ୍ ହେଲେ ବହୁ ନେତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In