• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆଇଏଏସ ସ୍ତରରେ ରାଜ୍ୟ ସରକାର କଲେ ଏକ ବଡ ଧରଣର ଅଦଳବଦଳ

by Voice of Victims
January 22, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆଇଏଏସ ସ୍ତରରେ ରାଜ୍ୟ ସରକାର କଲେ ଏକ ବଡ ଧରଣର ଅଦଳବଦଳ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ

1- ତେମଜେନୱାପଙ୍ଗ ଆଓ- ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ

2- ରଞ୍ଜନ ଦାସ- କେନ୍ଦ୍ରାଞ୍ଚଳ ଆରଡିସି

3- ଶ୍ରୀକାନ୍ତ ପୃଷ୍ଟି- ଉତ୍ତରାଞ୍ଚଳ ଆରଡିସି,

4- ସମର୍ଥ ବର୍ମା- ଶ୍ରୀ ଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ

5-ଆଶିଷ ଠାକରେ- ମୟୁରଭଞ୍ଜ ଜିଲ୍ଲାପାଳ

6- କେ ସୁଦର୍ଶନ ଚକ୍ରବର୍ତ୍ତୀ- ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ

7- ବିନୀତ ଭରଦ୍ୱାଜ- କଟକ ଜିଲ୍ଲାପାଳ

8- ନିଖିଳ ପବନ କଲ୍ୟାଣ- ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ

9- ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ

10- ମୋନିସା ବାନାର୍ଜୀ- ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା

11- ଚଞ୍ଚଳ ରଣା- ଖୋର୍ଦ୍ଧା ଜିଲ୍ଲାପାଳ

12- ସ୍ଵଧା ଦେବ ସିଂହ- ନୟାଗଡ ଜିଲ୍ଲାପାଳ

13- ସିଦ୍ଧାର୍ଥ ଶଙ୍କର ସ୍ୱାଇଁ- ସିଏମସି କମିଶନର

14- ଚକ୍ରବର୍ତ୍ତୀ ସିଂହ ରାଠୋର- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମସଚିବ

15- ଅବଦଲ ଏମ ଅଖତାର- ଅନୁଗୁଳ ଜିଲ୍ଲାପାଳ

16- ଅମୃତ ଋତୁରାଜ- ଶ୍ରମ କମିଶନର

17- ଅନନ୍ୟା ଦାସ- ହସ୍ତଶିଳ୍ପ ଯୁଗ୍ମ ସଚିବ

18- ବିଶାଳ ସିଂହ- କେଉଁଝର ଜିଲ୍ଲାପାଳ

19- ଡ଼.ଶୁଭଙ୍କର ମହାପାତ୍ର- ଯାଜପୁର ଜିଲ୍ଲାପାଳ

20- କୀର୍ତ୍ତି ଭାଶନ- କୋରାପୁଟ ଜିଲ୍ଲାପାଳ

21- ସୂର୍ଯ୍ୟବଂଶୀ ମୟୁର ବିକାଶ- କେନ୍ଦ୍ରାପଡା ଜିଲ୍ଲାପାଳ

22- ଜେ ସୋନାଲ- ବୌଦ୍ଧ ଜିଲ୍ଲାପାଳ,

23- ଅଗ୍ରୱାଲ ଅକ୍ଷୟ ସୁନୀଲ- ସମ୍ୱଲପୁର ଜିଲ୍ଲାପାଳ

24- ଆଦିତ୍ୟ ଗୋୟଲ- ବରଗଡ଼ ଜିଲ୍ଲାପାଳ

25- ଅନୟା ଦାସ- ସୋନପୁର ଜିଲ୍ଲାପାଳ

26- ମନୋଜ ମହାଜନ- ରାୟଗଡା ଜିଲ୍ଲାପାଳ

27- ପାୱାର ସଚିନ ପ୍ରକାଶ- ମାଲକାନଗିରି ଜିଲ୍ଲାପାଳ

28- ଗୌରବ ଶିବାଜୀ ଇସାଲୱାର- ବଲାଙ୍ଗୀର ଜିଲ୍ଲାପାଳ

29- କୁଲକମି ଆଶୁତୋଷ- ରାଉରକେଲା ମ୍ୟୁନିସିପାଲଟି କମିଶନର

30- ମଧୁମିତା- ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର

31- ବିଭୁତି ଭୂଷଣ ନାୟକ- ମୟୁରଭଞ୍ଜ ଏଡ଼ିଏମ

32- ଦୀନ ଦାସ୍ତାଗର- ବ୍ରହ୍ମପୁର ମୁନିସପାଲର ଡେପୁଟି କମିଶନର

33-ରୀନା ପ୍ରଧାନ- ଉପଜିଲ୍ଲାପାଳ ବାଲିଗୁଡା

34-ପ୍ରଥାମିଶ ଅରବିନ୍ଦ- ବାଲେଶ୍ବର ଉପଜିଲ୍ଲାପାଳ

35-କୀରଣଦୀପ ସୋହତା- ରାୟଗଡା ଉପଜିଲ୍ଲାପାଳ

36-ରେହେନ ଖାତ୍ରୀ- ଟିଟିଲାଗଡ ଉପଜିଲ୍ଲାପାଳ

37-ଧୀମନ ଚମକା- ଧର୍ମଗଡ ଉପଜିଲ୍ଲାପାଳ

38- ବିମଳେନ୍ଦୁ ରାୟ- ନିର୍ଦ୍ଦେଶକ ଇପିଏମ

39-ନୃସିଂହ ସ୍ବାଇଁ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ

40- ନରହରି ସେଠୀ- ଅତିରିକ୍ତ ସଚିବ ଜଳ ସଂପଦ ବିଭାଗ

Post Views: 48
Tags: At the IAS level
Share205Tweet128Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In