• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ- ୨୦୨୪

by Voice of Victims
December 19, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ- ୨୦୨୪

ରଣପୁର (ଭିଓଭି) : ରାଜ୍ୟରେ ଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିହ୍ନଟ କରି ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ହେଉଛି ଏହି ଶିବିର ର ଲକ୍ଷ୍ୟ। ଗୁରୁବାର ପୂର୍ବାହ୍ନରେ ରଣପୁର ବ୍ଲକ୍ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ଅନ୍ୟତମ ଅତିଥି ଭାବେ ବିଡିଓ ସୁଧୀର କୁମାର ନାୟକ ଙ୍କ ସହ ଅଧିକାଂଶ ସରପଂଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଏହି ଶିବିର ରେ ମୋଟ୍ ୪୩୫ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗ ରେ ସର୍ବାଧିକ ୧୯୪ ଜଣ, ଦୃଷ୍ଟି ବାଧିତ ବିଭାଗରେ ୫୯ଜଣ, ଶ୍ରବଣ ବାଧିତ ରେ ୧୨୪ ଜଣ, ମାନସିକ ଅନଗ୍ରସର ରେ ୫୭ ଜଣ ଓ ଭେଷଜ ବର୍ଗରେ ୧ ଜଣ ସାମିଲ୍ ହୋଇଥିଲେ। ଅସ୍ଥିଶଲ୍ୟ ବିଭାଗର ଡଃ ବିଏସ ରାଓ, ଚକ୍ଷୁ ରୋଗ ବିଶେଷଜ୍ଞ ପ୍ରସନ୍ନ ପ୍ରସାଦ ସାହୁ, ସର୍ଜରୀ ବିଶେଷଜ୍ଞ ଡଃ ବୈଦ୍ୟନାଥ ନନ୍ଦ, ମାନସିକ ରୋଗ ବିଶେଷଜ୍ଞ, ମେଡିସିନ ଓ ଅନ୍ୟାନ୍ୟ ବିଭାଗ ପାଇଁ ଡଃ ଶତୃଘ୍ନ ନାୟକ, ଶ୍ରବଣ ବାଧିତ ଙ୍କ ପାଇଁ ଡଃ ପୀତବାସ ନାୟକ, ଓ ଅଡିଓଲୋଜିଷ୍ଟ ଡଃ ନିଷ୍ଠାରଞ୍ଜନ ଦାଶ ଯୋଗ ଦେଇ ଆବେଦନକାରୀଙ୍କୁ ପରୀକ୍ଷା କରିଥିଲେ। ଏହାର ପରିଚାଳନା ଦାୟିତ୍ୱରେ ଶ୍ରୀମତି ନିବେଦିତା ଜାନି ଙ୍କ ସହ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ସହଯୋଗ କରିଥିଲେ।

Post Views: 98
Share201Tweet126Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In