• About Us
  • Contact Us
Saturday, June 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

by Voice of Victims
June 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ତାଣ୍ଡବ ସୃଷ୍ଟି କରିଛି କାଳବୈଶାଖୀ। ତୁହାକୁ ତୁହା ପବନ ସାଙ୍ଗକୁ ବିଜୁଳି ଘଡଘଡି ପୁରା ରାଜଧାନୀର ଛାତି ଥରାଇଦେଲା। ଚାରିଆଡି ପ୍ରବଳ ଗୁଳୁଗୁଳି ଚାଲିଥିବା ବେଳେ ହଠାତ ଭୁବନେଶ୍ବର ଆକାଶରେ ଘୋଟିଗଲା ଅନ୍ଧାର। ଚାହୁଚାହୁଁ ପବନ ସହିତ ମାଡିଆସିଲା ବର୍ଷା। ମାତ୍ର ଅଳ୍ପ ସମୟ ମଧ୍ୟରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବଡବଡ ଗଛ ଉପୁଡି ପଡିଛି। ଏପରିକି କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଛି।

ବିଶେଷ କରି ଜୟଦେବ ବିହାର ଛକ, ଶାସ୍ତ୍ରୀ ନଗର, ସହୀଦନଗର, ଖାରବେଳ ନଗର, ଏୟାରପୋର୍ଟ ଅଞ୍ଚଳ ପ୍ରମୁଖ ସ୍ଥାନରେ ଗଛ ଉପୁଡି ପଡିଛି। କେତେକ ସ୍ଥାନରେ କାର ଏବଂ ଅଟୋ ଉପରେ ଗଛ ଉପୁଡି ପଡିଥିବାର ଦେଖାଯାଇଛି। ଖବର ପାଇ ଅଗ୍ନଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ଗଛ କାଟି ରାସ୍ତା ସଫା କରୁଛନ୍ତି। ଶାସ୍ତ୍ରୀ ନଗରରେ ଦୁଇଟି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବାର ଜଣାପଡିଛି।

ଦୀର୍ଘଦିନ ଧରି ପ୍ରବଳ ଗୁଳୁଗୁଳି ସହିତ ଖର ଅସହ୍ୟ ହୋଇପଡିଥିବା ବେଳେ ଆଜି ସେଥିରୁ ନିସ୍ତାର ମିଳିଥିବା ବେଳେ କାଳବୈଶାଖୀ କାଳ ସାଜିଥିଲା।

Post Views: 10
Share196Tweet123Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ
  • ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା
  • ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ
  • ‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ
  • ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢିବେ ଅନ୍ନାମଲାଇ, ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ଦେବ ପ୍ରାର୍ଥୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In