• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଲାଣି ଠାରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତି ସମାରୋହ ପାଳିତ

by Voice of Victims
November 16, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବଲାଣି ଠାରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତି ସମାରୋହ ପାଳିତ

ବଲାଣି : ଆଜି ଆଦିବାସୀ ଙ୍କ ଭଗବାନ ତଥା ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ, ଏହି ଜନ୍ମ ଜୟନ୍ତୀ କୁ ସାରା ଦେଶ ରେ ଆଦିବାସୀ ଭାଇ ଭଉଣୀ ଙ୍କ ସହ ଅନ୍ୟାନ୍ୟ ସମ୍ପ୍ରଦାୟ ର ଲୋକେ ମହା ଆଡମ୍ବର ସହକାରେ ପାଳିତ କରିଥାନ୍ତି ତେବେ ଏହି ଅବସରରେ କେନ୍ଦୁଝର ଜିଲ୍ଲା ବଲାଣି ରେ ମଧ୍ୟ ପାଳିତ କରାଯାଇଛି। ଏହି କର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବରେ ସେଲ ଲୌହ ଖଣି ର ମହାପ୍ରବନ୍ଧକ ଶ୍ରୀନିବାସ ମଲ୍ଲ ଯୋଗ ଦେଇଥିବା ବେଳେ, ତାଙ୍କୁ ପ୍ରଥମେ ବିବେକାନନ୍ଦ ଛକ ନିକଟରେ ଆଦିବାସୀ ରିତି ନୀତି ଅନୁଯାୟୀ ସମ୍ବର୍ଦ୍ଧିତ କରାଯାଇ ଆଦିବାସୀ ଲୋକ ନୃତ୍ୟ କରି ଗୁରୁଦ୍ୱାର ନିକଟରେ ଥିବା ମହାନ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ପ୍ରତି ମୂର୍ତ୍ତି କୁ ଅଣାଯାଇଥିଲା।

ସେଠାରେ ପ୍ରତିମୂର୍ତ୍ତି କୁ ପୁଷ୍ପ ମାଲ୍ୟ ଅର୍ପଣ କରି ଜଗନ୍ନାଥ ମନ୍ଦିର ନିକଟରେ ରେ ଥିବା ବିର୍ସା ମୁଣ୍ଡା କ୍ଳବ୍ ରେ ଅନ୍ୟ ଏକ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ, ଏଥି ସହ ବିର୍ସା କ୍ଲବ୍ ର ସଦସ୍ୟ ମାନେ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟଜନ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସେଲ ଲୌହ ଖଣି ର ଜେନେରାଲ ମ୍ୟାନେଜର ବିଜୟ କେବିନ୍ ଘୋଷ, ସେଲ୍ ଲୌହ ଖଣି ର ଏଜିଏମ ଏ ଲାକ୍ରା, ଲୌହ ଖଣି ର ଏସ ପି ଲୁଗୁନ, ସିଭିଲ ବିଭାଗ ର ଏଜିଏମ ସଞ୍ଜୀବ କୁମାର, ମେଡ଼ିକାଲ ର ଡିଜିଏମ ଟି ସୋରେନ୍ ଓ ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଗଣ, ତଥା ବିର୍ସା କ୍ଲବ୍ ର କର୍ମ କର୍ତ୍ତା ଗଣ ମାନ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏଥି ସହ ନିକଟରେ ଥିବା ଶିଶୁ ବିଦ୍ୟାମନ୍ଦିର ର ଛଟ ଛଟ ପିଲା ମାନକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ନିକଟକୁ ଆଣି ତାଙ୍କ ଜୀବନୀ ଉପରେ କିଛି ପିଲା ମାନକୁ ଆଲୋକପାତ କରାଇଥିଲେ।

Post Views: 71
Share199Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In