• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

by Voice of Victims
March 28, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ସମସ୍ୟା
ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

କଟକ, ରାମନବମୀ ତିଥିରେ ଯୋଗଗୁରୁ ସ୍ବାମୀ ରାମଦେବ ସନ୍ୟାସ ଦିକ୍ଷା ଗ୍ରହଣ କରିଥିବା ଯୋଗୁ ପତଞ୍ଜଳି ଯୋଗପୀଠ ପକ୍ଷରୁ ସାରା ଦେଶରେ ଏହି ଦିନଟିକୁ ସନ୍ୟାସ ଦିକ୍ଷା ଦିବସ ଭାବରେ ପାଳନ କରାଯାଇଥାଏ। କଟକ ରାଜେନ୍ଦ୍ର ନଗର ଠାରେ ରାଜ୍ୟ ପ୍ରଭାରୀ ସ୍ବୟଂ ପ୍ରକାଶ ମହାପାତ୍ର ଓ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ନିମାଇଁ ଜେନା, ଶିଶିର ଜେନା, ବିଚିତ୍ର ସାହୁ, ସ୍ବରୂପ ସାହୁ, ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ପ୍ରମୋଦ ଦାଶ, ପ୍ରିୟବ୍ରତ ରାଉତରାୟ, ପ୍ରସନ୍ନ ଭୂୟାଁ, ଅମୂଲ୍ୟ ମହାନ୍ତି, ପ୍ରମୋଦ ସାହୁ, ଗଜେନ୍ଦ୍ର ସ୍ବାଇଁ, ପ୍ରଦୀପ୍ତ ଆଚାର୍ଯ୍ୟ, କୁରେଶ ପାତ୍ର, ସାଗର ନାୟକ, ଭରତ ଶର୍ମା, ପ୍ରକାଶ ଦାସ, କୃତ୍ତିବାସ ପଣ୍ଡା, ଅରବିନ୍ଦ ପଣ୍ଡା, ଶରତଚନ୍ଦ୍ର ପଣ୍ଡା, ହୃଷିକେଶ ସାହୁ, ସନ୍ତୋଷ ରାୟ, ବନ୍ଦିତା ମହାପାତ୍ର, ଅନୁପମା ରାଉଳ, ଅମିତା ପୃଷ୍ଟି, ରୀତା ପୁହାଣ, ଦେବଲକ୍ଷ୍ମୀ ପଟ୍ଟନାୟକ, ପାର୍ବତୀ ବିଶ୍ଵାଳ, ଅଞ୍ଜଳି ନାୟକ, ଦେବଯାନୀ ପ୍ରଧାନ, ସବିତା ବେହେରା, ଜୟଲକ୍ଷ୍ମୀ ରାଉତରାୟ, ବିଜୟଲକ୍ଷ୍ମୀ ନାୟକ, ଜ୍ୟୋତ୍ସ୍ନା ମହାନ୍ତି, ଉଷାରାଣୀ ଜେନା ଓ ଅସୀମା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ରାମଚନ୍ଦ୍ରଙ୍କ ଆଦର୍ଶ ଜୀବନ ଉପରେ ଆଲୋଚନା, ରାମଚରିତ ମାନସ ଓ ହନୁମାନ ଚାଳିଶା ପାଠ ହେବା ସହ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସବିତା ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ।

Post Views: 46
Share199Tweet125Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In