• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଷ୍ଣୁ ପ୍ରସାଦ ହେଲେ ରଣପୁର ଏନ୍ଏସି ଯୁବ ବିଜେଡି ସଭାପତି

by Voice of Victims
April 21, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଷ୍ଣୁ ପ୍ରସାଦ ହେଲେ ରଣପୁର ଏନ୍ଏସି ଯୁବ ବିଜେଡି ସଭାପତି

ରଣପୁର(ଭିଓଭି) : ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ଉତ୍ସାହୀ ଯୁବ ନେତା ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଯୁବ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛି। ବିଷ୍ଣୁ ପ୍ରସାଦ ଏକାଧାରରେ ଜଣେ ସମାଜସେବୀ ଏବଂ କ୍ରୀଡ଼ାବିତ୍‌। ରଣପୁର ଅଞ୍ଚଳରେ ହକିଠାରୁ ଆରମ୍ଭ କରି ଫୁଟବଲ, ଭଲିବଲ୍ ଓ କ୍ରିକେଟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଖେଳାଳୀମାନଙ୍କୁ ପ୍ରୋତ୍ସାହନ ସହିତ ପ୍ରଶାସନ ସହ ଯୋଡ଼ି ହୋଇ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ସେ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ଗ୍ରୀଷ୍ମ ଋତୁରେ ଜଳଛତ୍ରଠାରୁ ଆରମ୍ଭ କରି ଆବଶ୍ୟକ ସମୟରେ ଅନ୍ନଛତ୍ର କାର୍ଯ୍ୟକ୍ରମରେ ସେ ସର୍ବଦା ସହଯୋଗ କରିଥାନ୍ତି। ରକ୍ତଦାନ କାର୍ଯ୍ୟକ୍ରମ ସହିତ ଦୁଃଖୀରଙ୍କୀମାନଙ୍କୁ ଉପଯୁକ୍ତ ଚିକିତ୍ସା କିପରି ମିଳିପାରିବ ସେଥିପାଇଁ ସେ ସର୍ବଦା ଚେଷ୍ଟା କରିଥାନ୍ତି। ଯୁବ ସଭାପତି ଭାବେ ତାଙ୍କରି ନିଯୁକ୍ତି ଖବର ପାଇ ରଣପୁରରେ ଆନନ୍ଦର ଲହରୀ ଖେଳିଯାଇଛି।

Post Views: 39
Share199Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In