• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଜେଡି ନେତା ଦେବାଶିଷ ପଟ୍ଟନାୟକଙ୍କର ବରିଷ୍ଠଙ୍କୁ ଅସମ୍ମାନ

by Voice of Victims
April 12, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ

ରଣପୁର(ଭିଓଭି): ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା-ନେତା, ଦଳ-ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳୁଛି। ରଣପୁରରେ ଏହାର ବ୍ୟତିକ୍ରମ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ନେତା ବିଷ ଓଗାଳିଛନ୍ତି ଅନ୍ୟ ଦଳ ଭୋଟର ବା ବିରୋଧୀ ଦଳକୁ ସମର୍ଥନ କରୁଥିବା ଜନତାଙ୍କ ଉପରେ। ଗତ ୪ ତାରିଖ ଦିନ ନୟାଗଡ ଜିଲ୍ଲା ରଣପୁରଠାରେ ପୁରୀ ଏମପି ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ ଏବଂ ରଣପୁର ବିଧାୟକ ପ୍ରାର୍ଥୀ ଦ୍ୱୟ ଅରୁଣ ସାହୁ ଓ ସତ୍ୟନାରାୟଣ ପ୍ରଧାନଙ୍କ ଉପସ୍ଥିତିରେ ଏକ କର୍ମୀ ସମ୍ମିଳନୀ ନିର୍ବାଚନ ପ୍ରସ୍ତୁତି ସଭାରେ ବିରୋଧୀଙ୍କ ଉଦ୍ଦେଶ୍ୟରେ ଵୋପା ବୁନିଆଦି ଭଳି ଅପମାନ ସୂଚକ ଶବ୍ଦ ବ୍ୟବହାର କରି ଉତ୍ତେଜନା ମୂଳକ ଭାଷଣ ପ୍ରଦାନ କରିଛନ୍ତି ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓରଫ କାଳୁ।

ସେହି ଭିଡିଓକୁ ରଣପୁର ବ୍ଲକ ବିଜେଡି ସଭାପତି ନିଜର ଫେସବୁକ୍ ଆକାଉଣ୍ଟରେ ବି ପୋଷ୍ଟ କରିଛନ୍ତି। ଏଭଳି ଉତ୍ତେଜନାମୂଳକ ଭାଷଣ ଓ ବରିଷ୍ଠଙ୍କୁ ଅପମାନଜନକ ଶବ୍ଦ ବ୍ୟବହାର ସମ୍ପର୍କରେ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ଦଳ ପ୍ରକାଶ କରିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ଚେଷ୍ଠା କରି ମଧ୍ୟ ଦେବାଶିଷ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Post Views: 111
Share217Tweet136Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In