• About Us
  • Contact Us
Sunday, July 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କଟକରେ ବିଜେଡି ନେତାଙ୍କ ମେଳି, ଏକାଠି ହେଲେ ବରିଷ୍ଠ ନେତା

by Voice of Victims
July 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
କଟକରେ ବିଜେଡି ନେତାଙ୍କ ମେଳି, ଏକାଠି ହେଲେ ବରିଷ୍ଠ ନେତା

କଟକରେ ଆଜି ବିଜେଡିର ବରିଷ୍ଠ ନେତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମେଳି ଅନୁଷ୍ଠିତ ହୋଇଛି । କଟକ ମହାନଗର ନିଗମର ଜଣେ ବିଜେଡି କର୍ପୋରେଟରଙ୍କ ଘରେ ଏହି ବୈଠକ ବସିଥିଲା । ବୈଠକରେ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଉପସ୍ଥିତ ଥିଲେ। ଏଥିସହ କଟକ ମେୟର ଓ ଡେପୁଟି ମେୟରଙ୍କ ସମେତ ଚୌଦ୍ୱାର ଓ ଜିଲ୍ଲାର ଅନେକ ବରିଷ୍ଠ ବିଜେଡି ନେତା ମଧ୍ୟ ସାମିଲ ହୋଇଥିଲେ ।

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ବିଜେପି ଅଫିସ୍ ଯିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ବୈଠକ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଛି । ବୈଠକରେ ସାଂଗଠନିକ ପରିସ୍ଥିତି ଓ ଆଗାମୀ ରାଜନୈତିକ ରଣନୀତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ସୌଭିକ ବିଶ୍ୱାଳଙ୍କ ପ୍ରସଙ୍ଗକୁ ନେଇ କି ଆଲୋଚନା ହୋଇଛି ସେ ନେଇ ବିଜେଡି ନେତାମାନେ କିଛି ସ୍ପଷ୍ଟ କରିନାହାନ୍ତି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ୩୯ ନୂଆ ଔଷଧର ଖୁଚୁରା ମୂଲ୍ୟଧାର୍ଯ୍ୟ, ରୋଗୀଙ୍କ ଲାଗି ଶସ୍ତା ହେଲା
  • କଟକରେ ବିଜେଡି ନେତାଙ୍କ ମେଳି, ଏକାଠି ହେଲେ ବରିଷ୍ଠ ନେତା
  • ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ
  • ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା
  • ବାଲେଶ୍ୱର ଟ୍ରାଜେଡିକୁ ପୂରିଲା ବର୍ଷେ, ନ୍ୟାୟ ଅପେକ୍ଷାରେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In