ବାଲେଶ୍ୱର, (ଭିଓଭି)୧୪/୨ : - ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବାହାଳ ଗାଁର ସରସ୍ଵତୀ ଜେନା ରେମୁଣା ବ୍ଲକର ସଫଳ ମହିଳା ଉଦ୍ୟୋଗୀ ଭାବେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି । ବିୟୁଟି ପାର୍ଲର ପ୍ରଶିକ୍ଷଣ ନେଇ...
Read moreବାଲେଶ୍ୱର (ଭିଓଭି)୧୩/୨:- ଗତ ୨୦୨୪ ମସିହାରେ ବାଲେଶ୍ଵର ସହରରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ ଶାଖାରୁ ୮୭.୩ ଗ୍ରାମ ଓଜନର ନକଲି ସୁନା ଅଳଙ୍କାର ବଦଳରେ ୪ ଲକ୍ଷ ୪୮ ହଜାର ଟଙ୍କା ଋଣ ନେଇ ବିଶ୍ୱଜିତ ଦାସ ଫେରାର ଥିଲା...
Read moreରଣପୁର, ୧୩/୦୨: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୟାଗଡ, ରାଜସୁନାଖଳା ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାଠଚକ୍ର ଗୁରୁବାର ଉଦଘାଟିତ ହୋଇ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏହି ପାଠଚକ୍ର ୧୨ ଓ ୧୩ ଫେବୃଆରୀ ଦୁଇ ଦିନ...
Read moreକଟକ, ମହାନଦୀ ବିହାର ରାଧା ଗୋପିନାଥ ଜିୟୁ ମନ୍ଦିର ପ୍ରାଙ୍ଗଣରେ ଥିବା ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ...
Read moreବାଲେଶ୍ବର (ଭିଓଭି) ୧୩/୨ : - ଜିଲ୍ଲାର ଟାଉନଥାନା ଅଧିନ ମାନସିଂ ବଜାର ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ଜଣେ ଚୋର। ସ୍ଥାନୀୟ ଲୋକେ ଚୋରକୁ ଅଟକ ରଖି ଉତ୍ତମ...
Read moreବାଲେଶ୍ୱର (ଭିଓଭି)୧୩/୨ :- କୋଲକାତାରୁ ପୁରୀ ଯାଉଥିବା ଏକ ତୀର୍ଥ ଯାତ୍ରୀ ବସ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ଆନ୍ଧ୍ରପ୍ରଦେଶର ୪୦ ଜଣ ଶ୍ରଦ୍ଧାଳୁ ଜଗନ୍ନାଥ ଦର୍ଶନରେ ଯାଉଥିଲେ ।...
Read moreରାଜନଗର: ଗହୀରମଥା ଓ ଭିତରକନିକାରେ କମିଲା ଡଲଫିନ ସଂଖ୍ୟା । ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କମିଛି ଡଲଫିନ ସଂଖ୍ୟା । ଗତବର୍ଷ ତୁଳନରେ ଚଳିତବର୍ଷ ୧୧ଟି ଡଲଫିନ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ...
Read moreକଟକ : ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍...
Read moreଭୁବନେଶ୍ବର: ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ କାହ୍ନୁଚରଣ ଲେଙ୍କା । କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ ।...
Read moreବାଲେଶ୍ଵର (ଭିଓଭି)୧୩/୨ :- ବାଲେଶ୍ଵର ସହର ମଧ୍ୟରେ ରାତି ପ୍ରାୟ ଗୋଟାଏ ସମୟରେ ଏକ ଗୋଦାମ ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଫକୀରମୋହନ ଗୋଲେଇ ନିକଟସ୍ଥ ଏକ ବ୍ୟାଙ୍କର ପଛପଟେ ଥିବା ଏକ ଗୋଦାମ ଘରେ...
Read moreCopyright © 2023.