ଆଞ୍ଚଳିକ ଖବର

ଷ୍ଟେସନ ରୋଡ ସ୍ଥିତ ଗ୍ୟାରେଜରେ ମେକାନିକ୍ ଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଷ୍ଟେସନ ରୋଡ ସ୍ଥିତ ଗ୍ୟାରେଜରେ ମେକାନିକ୍ ଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ ସ୍ଥିତ ଏକ ଗ୍ୟାରେଜ ରେ ଉକ୍ତ ଗ୍ୟାରେଜ ମାଲିକ ତଥା ମେକାନିକ୍ ମହମ୍ମଦ ସାଗିର ଆତ୍ମହତ୍ୟା କରିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ଆଜି ତାଙ୍କ ଜଣେ କର୍ମଚାରୀ ଗ୍ୟାରେଜ୍...

Read more

ଦୁର୍ବଳ ହୋଇଛି ବାତ୍ୟା ମନ୍ଥା, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା

୬ ଓ ୭ ତାରିଖରେ ପ୍ରବଳ ବର୍ଷା!

ଭୁବନେଶ୍ବର: ଦୁର୍ବଳ ହୋଇଛି ବାତ୍ୟା ମନ୍ଥା । ଗଭୀର ଅବପାତରୁ ଏବେ ପରିଣତ ହୋଇଛି । ଯାହାଫଳରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ...

Read more

ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ, ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ସବୁ ସ୍ବାଭାବିକ

ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ, ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ସବୁ ସ୍ବାଭାବିକ

ଭୁବନେଶ୍ବର: ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ । ଗୋଟେ ଦିନର ଉପବାସ ପରେ ଆଜି ଲିଙ୍ଗରାଜଙ୍କ ପାଖରେ ଲାଗୁ ହେବ ମହାପ୍ରସାଦ । ହବିଶିଆଳି ପାଇପାରିବେ ଲିଙ୍ଗରାଜଙ୍କ ଅଭଡ଼ା ।ଲିଙ୍ଗରାଜ ମନ୍ଦିର ରେ ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ଦେଉଳରେ ସବୁ ସ୍ବଭାବିକ ହୋଇଛି । ମନ୍ଦିରକୁ ଆସି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ଟ୍ରଷ୍ଟି ସୁର ରାଉତରାୟ ।ଏଥିପାଇଁ ପ୍ରଶାସନ ସଜାଗ ରହିବା ଦରକାର ବୋଲି ସେ କହିଛନ୍ତି ।  ସେଭଳି ଆଜି ସମୟ ଅନୁଯାୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଚାଲିଛି । ସକାଳୁ ଦ୍ଵାରା ଫିଟା ନୀତି, ଦ୍ଵାରପାଳ ପୂଜା ସହ ମଙ୍ଗଳ ଆଳତୀ, ଅବକାଶ ନୀତି, ମାଘ ସ୍ନାନ ଆଦି ସରିଛି । ବର୍ତମାନ ମନ୍ଦିର ବେଢାରେ ଆରମ୍ଭ ହୋଇଛି କୋଠ ଭୋଗ ପ୍ରକ୍ରିୟା । ଆଜି ସମର୍ଥା ସେବାୟତ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

Read more

ଓଡ଼ିଶା କୃଷକ ସଭାର ୨୫ ତମ ରାଜ୍ୟ ସମ୍ମିଳନୀ; କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ

ଓଡ଼ିଶା କୃଷକ ସଭାର ୨୫ ତମ ରାଜ୍ୟ ସମ୍ମିଳନୀ; କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ

ରଣପୁର 28/10 : ଶହୀଦ୍ ରଘୁ ଦିବାକର ଙ୍କ ଜନ୍ମ ସ୍ଥାନ ଐତିହାସିକ ରଣପୁର ମାଟିର ମଣିନାଗ ପୀଠରେ ଗତ ଅକ୍ଟୋବର ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା କୃଷକ ସଭା ର ୨୫ ତମ ରାଜ୍ୟ ସମ୍ମିଳନୀ...

Read more

ପୋଖରୀରୁ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଉଦ୍ଧାର

ପୋଖରୀରୁ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଉଦ୍ଧାର

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମ ରେ ପୋଖରୀ ରେ ଭାସୁଥିବା ଅବସ୍ଥାରେ ଜଣେ ମହିଳା ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ରଜିଆ ଗ୍ରାମ ର ଲକ୍ଷ୍ମଣ ମୁଣ୍ଡା ଙ୍କ ସ୍ତ୍ରୀ କମଲି...

Read more

ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ‘ମୋନ୍ଥା’

ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ‘ମୋନ୍ଥା’

ଭୁବନେଶ୍ଵର: ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍‌ । ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଆନ୍ଧ୍ର ଉପକୁଳକୁ ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ...

Read more

ଲୋକସେବା ଭବନରେ ଅଗ୍ନିକାଣ୍ଡ

ହାଇ ଆଲର୍ଟରେ ଲୋକସେବା ଭବନ, ସମସ୍ତ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ଆଜି ଲୋକସେବା ଭବନରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା । ଏକ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିବାବେଳେ ନିଆଁକୁ ଆୟତ୍ତ କରାଯାଇଛି । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ତେବେ...

Read more

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପର୍ଯ୍ୟଟକଙ୍କ ଛଟ୍ ପୂଜା; ବିଶ୍ୱପ୍ରସିଦ୍ଧ ଅନ୍ତର୍ଜାତୀୟ ପର୍ଯ୍ୟଟନ

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପର୍ଯ୍ୟଟକଙ୍କ ଛଟ୍ ପୂଜା; ବିଶ୍ୱପ୍ରସିଦ୍ଧ ଅନ୍ତର୍ଜାତୀୟ ପର୍ଯ୍ୟଟନ

୨୮ ଅକ୍ଟୋବର ୨୦୨୫: କ୍ଷେତ୍ର କୋଣର୍କ ଚନ୍ଦ୍ରଭାଗା ତ୍ରୀର୍ଥପୁଷ୍କରିଣୀ ଠାରେ ସୋମବାର ସୂର୍ଯ୍ୟ ଅସ୍ତ ଓ ସୂର୍ଯ୍ୟ ଉଦୟ ସମୟରେ ଛତିଶଗଡ଼, ବିହାର ଓ ଉତ୍ତର ପ୍ରଦେଶରୁ ଅସିଥ‌ିବା ଅନେକ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା ତଥା ‘ଛଟପୂଜା’ ରୀତିନୀତି...

Read more

ବାତ୍ୟା ମୋନ୍ଥାର ପ୍ରଭାବ, ବିଶାଖାପାଟଣା ବିମାନବନ୍ଦରରୁ ୩୨ ଉଡ଼ାଣ ବାତିଲ

ବାତ୍ୟା ମୋନ୍ଥାର ପ୍ରଭାବ, ବିଶାଖାପାଟଣା ବିମାନବନ୍ଦରରୁ ୩୨ ଉଡ଼ାଣ ବାତିଲ

ବିଶାଖାପାଟଣା : ବାତ୍ୟା ମୋନ୍ଥା ଯୋଗୁଁ ପ୍ରଭାବିତ ବିମାନ ସେବା । ବିଶାଖାପାଟନମ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଶାଖାପାଟନମ ବିମାନବନ୍ଦରର ନିର୍ଦ୍ଦେଶକ ଏନ. ପୁରୁଷୋତ୍ତମ କହିଛନ୍ତି, ୨୭ ଅକ୍ଟୋବରରୁ ଏୟାର ଇଣ୍ଡିଆ...

Read more

ଆନ୍ଧ୍ରରେ ତାଣ୍ଡବ କରିବ ବାତ୍ୟା ମୋନ୍ଥା, ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ ବାତିଲ

ଆନ୍ଧ୍ରରେ ତାଣ୍ଡବ କରିବ ବାତ୍ୟା ମୋନ୍ଥା, ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ ବାତିଲ

ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଛି ବାତ୍ୟା ମୋନ୍ଥା । ଆନ୍ଧ୍ରରେ ତାଣ୍ଡବ କରିବ। ବ୍ୟାପକ କ୍ଷୟକ୍ଷତି କରିବା ଆଶଂକା ରହିଛି ।  ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଉପକୂଳ ଆନ୍ଧ୍ର ପ୍ରଦେଶ ରୁଟ୍ ରେ ୬୫ଟି...

Read more
Page 75 of 196 1 74 75 76 196

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.