କଟକ: କଟକ ଜିଲ୍ଲା କୋର୍ଟରେ ପୁଣି ବୋମା ଥିବା ଚର୍ଚ୍ଚା । ଜିଲ୍ଲା ଜଜ କୋର୍ଟକୁ ଆସିଛି ଏକ ମେଲ । ଜିଲ୍ଲା ଜଜ କୋର୍ଟ ପରିସରରେ ବୋମା ଥିବା ମେଲରେ ସୂଚନା । ଏହାପରେ କଟକ ଜିଲ୍ଲା କୋର୍ଟ ପରିସର କଡା...
Read moreମୟୁରଭଞ୍ଜ: ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲିବେ ମହାମହିମ । ଗତକାଲି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ଶିମିଳିପାଳରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଶିମିଳିପାଳ ବୁଲିବା କାର୍ଯ୍ୟକ୍ରମ ରହିଛି । ଶିମିଳିପାଳ ଗୁଡ଼ଗୁଡ଼ିଆଠାରେ ସ୍ଥାନୀୟ ବାସିନ୍ଦାଙ୍କୁ ଉଦବୋଧନ...
Read moreକଟକ : ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର ହେଉଥିବା ଅଭିଯୋଗ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଷ୍ଟ୍ରୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଅପବ୍ୟବହାର ରୋକିବା ପାଇଁ...
Read moreଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଅଦଳବଦଳ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି...
Read moreକଟକ : ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ଅମ୍ଳାନ ସ୍ମୃତି ଉଦ୍ୟେଶରେ ଏକ ସ୍ମୃତିଚାରଣ ସଭା ଆଜି କଟକି ଖଟି ତରଫରୁ ଆୟୋଜିତ ହେଇଥିଲା। ସ୍ଥାନୀୟ ଭଞ୍ଜ କୁଟୀରରେ ଶୋକସଭାର ଆରମ୍ଭରେ ଅମର ଆତ୍ମାର ସଦଗତି...
Read moreଭୁବନେଶ୍ୱର : ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ । ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ । ଏନେଇ ରାଜସ୍ବ...
Read moreଯାଜପୁର: ନ୍ୟୁ ଜଲପାଇଗୁଡ଼ି ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଯାଜପୁର ଜିଲ୍ଲା ଯଖପୁରା ରେଳଷ୍ଟେସନରେ ଲାଇନଚ୍ୟୁତ ହୋଇଛି । ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ଖସିଥିଲା ୩ଟି ବଗି । ଗୋଟିଏ ଏସି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଛି। ଅଘଟଣ...
Read moreକୋରାପୁଟ: ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ । ପ୍ରେସମିଟରେ ସୂଚନା ଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ । ଏସିଏମ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି । ରାଇଫଲ ଓ ବିଭିନ୍ନ ଗୋଳାବାରୁଦ ସହ ମମତା...
Read moreଭୁବନେଶ୍ୱର : ହ୍ବାଟସଆପରେ ମିଳିବ ରାଜସ୍ବ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ...
Read moreରାଇରଙ୍ଗପୁର: ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି । ମୟୂରଭଞ୍ଜ ଗସ୍ତରେ ଯାଇ ରାଇରଙ୍ଗପୁର ଠାରେ ପୁର୍ନେଶ୍ବର ମନ୍ଦିରରେ ଝାଡୁ ମାରିଛନ୍ତି । ରାଇରଙ୍ଗପୁରରେ ପହଞ୍ଚିବା ପରେ ସେଠାରୁ ମନ୍ଦିର ଯାଇ ବାବା ପୁର୍ନେଶ୍ୱରଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।...
Read moreCopyright © 2023.