ଭୁବନେଶ୍ୱର : ଆସନ୍ତାକାଲିଠୁ ବଢିବ ଶୀତ । ଥଣ୍ଡା ପ୍ରକୋପରେ ଅସ୍ତବ୍ୟସ୍ତ ହେବ ପୁରା ରାଜ୍ୟ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜିଠାରୁ ପାରଦ ୪ ଡ଼ିଗ୍ରୀ କମିବ । କନ୍ଧମାଳ କୋରାପୁଟ ଜିଲ୍ଲାର ପାହାଡିଆ ଓ...
Read morevov-issue-7-5th-to-11th-January-2026_compressedDownload
Read moreପୁରୀ: ଭୁବନେଶ୍ବର ପରେ ପୁରୀରେ ‘ଆମବସ’ର ଯାଞ୍ଚ । ପରିବହନ ବିଭାଗ ପକ୍ଷରୁ ଆଜି ମାଳତୀପାଟପୁର ଛକ ଠାରେ ‘ଆମବସ’ ଗୁଡିକର ଯାଞ୍ଚ କରାଯାଇଛି । ସମସ୍ତଗାଡ଼ିର କାଗଜ ପତ୍ର, ଫିଟନେସ ସମେତ ଚାଳକମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ହୋଇଥିଲା । ସେହିପରି...
Read moreରାଜନଗର : ରାଜନଗର ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ । ମାମଲା ରୁଜୁ କଲା ପୋଲିସ । ସେପଟେ ଘଟଣାକୁ ନିନ୍ଦା କରିଛି ଓଏଏସ ସଂଘ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି । ଏନେଇ...
Read moreରଣପୁର, ୪/୧ : ଆସନ୍ତା ଜାନୁଆରୀ ୫ ରୁ ୯ ପର୍ଯ୍ୟନ୍ତ ରଣପୁରରେ ଆୟୋଜିତ ହେଉଛି ରଣପୁର ମହୋତ୍ସବ। ଐତିହ୍ୟ, ସଂସ୍କୃତି, ଇତିହାସ ଓ ପରମ୍ପରାକୁ ଆଧାର କରି ଏହି ମହୋତ୍ସବ ଦୀର୍ଘବର୍ଷ ଧରି ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର...
Read moreଭୁବନେଶ୍ବର: ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍ । ଏଣିକି ସରକାରୀ ଅଫିସରେ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସରକାରୀ ଅଫିସ୍ ରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି । ସେହିପରି ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ରିଲ୍ସ କରିବା ଉପରେ କଟକଣା ଲାଗିଛି । ଭିଡିଓ, ଫଟୋ ସୋସିଆଲ ମିଡିଆରେ ଅପଲୋଡିଂ କରିପାରିବେ ନାହିଁ । ଏନେଇ ଗୃହ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଭଳି କାର୍ଯ୍ୟକଳାପ ଦ୍ୱାରା ଶାସନ ବ୍ୟବସ୍ଥାର ଗୁରୁତ୍ୱ ଏବଂ ଅଫିସ ଶୃଙ୍ଖଳା ପ୍ରଭାବିତ ହେବା ଆଶଙ୍କା ରହିଛି। ଭିତର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବା ସୁରକ୍ଷା ଦୃଷ୍ଟିକୋଣରୁ ବିପଜ୍ଜନକ ।
Read moreପୁରୀ: ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି । କିଛି ସମୟ ବନ୍ଦ ରହିଥିଲା ଦର୍ଶନ । ମନ୍ଦିର କମାଣ୍ଡରଙ୍କୁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କ ଧକ୍କା । ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଯାହାକୁ ନେଇ ସାତ ପାହାଚ ଧାଡ଼ି ଦର୍ଶନ ବନ୍ଦ...
Read moreଭୁବନେଶ୍ବର: ଆମ ବସ୍ ’ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୋହନ ମାଝୀ । ସିଏମ ରିଲିଫ ପାଣ୍ଠିରୁ ୪...
Read moreଭୁବନେଶ୍ବର : ଭୁବନେଶ୍ବରରେ ଆମ ବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ପରିବହନ ବିଭାଗ । ସ୍ବତନ୍ତ୍ର ଏନଫୋର୍ସଟିମ୍ ପକ୍ଷରୁ ଚାଲିଛି ଯାଞ୍ଚ କଡ଼ାକଡ଼ି । ଆମ ବସ୍ ର ଗାଡ଼ି ଫିଟନେସ୍, ଡ୍ରାଇଭରଙ୍କ ସ୍ଥିତି ଓ...
Read moreମାଲକାନଗିରି : ଟପ ମାଓବାଦୀ ସଚିନ ବାଙ୍ଗଡୁ ସମେତ 12 ମାଓବାଦୀ ନିହତ। ମୃତ ମାଓବାଦୀ ମଧ୍ୟରେ 5 ମହିଳା 7 ପୁରୁଷ ମାଓବାଦୀ ରହିଛନ୍ତି। ସେମାନଙ୍କ ଉପରେ ଥିଲା ୬୦ ଲକ୍ଷ୍ୟ ଟଙ୍କା ପୁରସ୍କାର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର...
Read moreCopyright © 2023.