ମୁଖ୍ୟ ଖବର

ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ଏୟାରଲାଇନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଏୟାରସ୍ପେସ କଲା ବନ୍ଦ

ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ଏୟାରଲାଇନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଏୟାରସ୍ପେସ କଲା ବନ୍ଦ

ନୂଆଦିଲ୍ଲୀ : ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କଲେ ତାରିକ ରହମାନ୍ । ବକେୟା ଦେୟ ନଥିବାରୁ ବାଂଲାଦେଶ ଭାରତୀୟ ବଜେଟ୍ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ ବାରଣ କରିଛନ୍ତି । ଏବେ...

Read more

ହଳଦିଆପଦର ବ୍ରିଜ ତିଆରି ବେଳରୁ ଭୁଲ ଅଛି ଡିଜାଇନ: ମନ୍ତ୍ରୀ ବିଭୂତି ଭୂଷଣ ଜେନା

ହଳଦିଆପଦର ବ୍ରିଜ ତିଆରି ବେଳରୁ ଭୁଲ ଅଛି ଡିଜାଇନ: ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ୱର : ହଳିଦିଆପଦର ବ୍ରିଜ ଡିଜାଇନ ହେବ । ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଏ ଘଟଣା ଏବେର ନୁହେଁ । ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେଠାରୁ ଡିଜାଇନ ଭୁଲ...

Read more

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ ।  ଏବେ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ...

Read more

ଭିଜିଲାନ୍ସ ଜାଲରେ ତହସିଲଦାର, ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା

ଭିଜିଲାନ୍ସ ଜାଲରେ ତହସିଲଦାର, ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା

ସୋରୋ  : ଲାଞ୍ଚ ନେବା ବେଳେ ଧରାପଡିଲେ ସୋରୋ ତହସିଲଦାର । ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା ଭିଜିଲାନ୍ସ ।  ପଥର ଟ୍ରକ ରିଲିଜ୍ ପାଇଁ ଲାଂଚ ନେବେ ଧରିଲା ଭିଜିଲାନ୍ସ ଟିମ ।  ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କ...

Read more

ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍, ୧୦ ବର୍ଷରେ କଲେଣି ୩ ବିବାହ

ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍, ୧୦ ବର୍ଷରେ କଲେଣି ୩ ବିବାହ

ମଧ୍ୟ ପ୍ରଦେଶ : ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍ ଅଫିସର । ୧୦ ବର୍ଷରେ କଲେଣି ୩ ବିବାହ । ଆଉ ୩ ଜଣ ଯାକ ପତ୍ନୀ ଆଇଏଏସ୍ ଅଧିକାରୀ । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବର ପାଲଟିଥିବା ଏହି ପ୍ରଶାସନିକ...

Read more

ଇରାନ ଉପରେ ଶନିବାର ଆକ୍ରମଣ କରିପାରେ ଆମେରିକା ! ଟ୍ରମ୍ପ କଲେ ଉଚ୍ଚସ୍ତରୀୟ ବୈଠକ

ଇରାନ ଉପରେ ଶନିବାର ଆକ୍ରମଣ କରିପାରେ ଆମେରିକା ! ଟ୍ରମ୍ପ କଲେ ଉଚ୍ଚସ୍ତରୀୟ ବୈଠକ

ଆମେରିକା : ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାରେ ନାଁ ଧରୁନାହିଁ । ଏହା ଦିନକୁ ଦିନ ବଢିଚାଲିଛି । ଏହାରି ଭିତରେ ଇରାନ-ଆମେରିକା ଯୁଦ୍ଧ ଆଶଙ୍କା ଘନେଇଛି । ଇରାନ ଉପରେ ବଡ଼ ଆକ୍ରମଣ ପ୍ରସ୍ତୁତିରେ ଆମେରିକା ! ଯେକୌଣସି...

Read more

ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, କେମିକାଲ ଟ୍ୟାଙ୍କର ଏବଂ ଟ୍ରକ ଧକ୍କା

ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, କେମିକାଲ ଟ୍ୟାଙ୍କର ଏବଂ ଟ୍ରକ ଧକ୍କା

ଜୟପୁର : ଜୟପୁର ଦିଲ୍ଲୀ ଆଜମେର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଡ୍ରୋଜେନ ପରାକ୍ସାଇଡ ଭର୍ତ୍ତି ଥିବା ଏକ କେମିକାଲ ଟ୍ୟାଙ୍କର ସାମ୍ନାରେ ଟ୍ରକ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, ଗାଡିର ସାମ୍ନା ଭାଗ...

Read more

ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଟ୍ରାଫିକ୍ ଜାମ୍ କମାଇବାକୁ NHAIର ବଡ଼ ପଦକ୍ଷେପ

ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଟ୍ରାଫିକ୍ ଜାମ୍ କମାଇବାକୁ NHAIର ବଡ଼ ପଦକ୍ଷେପ

ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା । ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ କମାଇବାକୁ NHAIର ବଡ଼ ପଦକ୍ଷେପ । ୬ଲେନ୍ ରାସ୍ତା ହେଲେ ଭିଡ଼ କମିବା ସହ ଯାନବାହାନ ଚଳାଚଳ ସହଜ ହେବ । ଏଥିପାଇଁ...

Read more

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ କପଡ଼ା ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ କପଡ଼ା ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ

ଭୁବନେଶ୍ୱର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ କପଡ଼ା ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଏକାସଙ୍ଗେ ୩ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ...

Read more

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ

ନୂଆଦିଲ୍ଲୀ : ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରେ ୪ଟି ଆସନରେ ହେବ ନିର୍ବାଚନ । ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ । ଫେବ୍ରୁଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ତାରିଖ ନାମାଙ୍କନ...

Read more
Page 19 of 638 1 18 19 20 638

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.