ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ଭଳି ବିକଶିତ ଦେଶ ପରେ ଏବେ ଭାରତରେ ମଧ୍ୟ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିବା ଉପରେ ନିୟମ ଆରମ୍ଭ ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ଦିନ ଏକ ପ୍ରେସ୍ ମିଟିଂରେ...
Read moreବ୍ରହ୍ମପୁର: ପୁଣିଥରେ MKCG ମେଡିକାଲରେ ବିକ୍ରମ ପଣ୍ଡା । ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ସୋମବାର ମେଡିକାଲରୁ ଡିସଚାର୍ଜ ହୋଇ ଜେଲ୍ ଫେରିଥିଲେ ବିକ୍ରମ । ଗତକାଲି ତାଙ୍କ ଓକିଲ କୋର୍ଟଙ୍କ ଦ୍ବାରସ୍ଥ ହୋଇ...
Read moreଭୁବନେଶ୍ୱର : ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ । ବଣ୍ଟି ଓ ବରୁନ ଗ୍ୟାଙ୍ଗର ୪ ସଦସ୍ୟ ଗିରଫ । ଖସିଗଲେ ମୁଖ୍ୟ ଅଭିଯୁକ୍ତ ବଣ୍ଟି ଓ ବରୁନ । ସାନି,ଶୁଭମ ,କାଳିଆ ସହ ମୋଟ ୪ଜଣଙ୍କୁ ଗିରଫ କଲା...
Read moreଯାଜପୁର ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲ ପଡ଼ିଆରେ ପ୍ଲାଟିନିୟମ ଜୁବୁଲି ଉତ୍ସବ ପାଳିତ ହୋଇଅଛି । ଏହି ଉତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ଲାଟିନିୟମ ଜୁବୁଲି ଉତ୍ସବ ଟିକୁ ଉଦ୍ଘାଟିତ କରିଥିଲେ । ରାଜ୍ୟ ଶିକ୍ଷା ମନ୍ତ୍ରୀ...
Read moreଆନନ୍ଦପୁର (ଭିଓଭି): ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ପାଠଚକ୍ର ତଥା ଦ୍ୱିତୀୟ ବୈତରଣୀ ସାହିତ୍ୟ ଉତ୍ସବ 2026, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଫକୀରପୁର ସରକାରୀ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି...
Read moreଢାକା : ବିଏନପି ମୁଖ୍ୟ ତାରିକ୍ ରେହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାରିକଙ୍କ ଶପଥ ଉତ୍ସବରେ ୧୩ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । ଭାରତ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ...
Read moreଭୁବନେଶ୍ୱର : ଓଡ଼ିଶା ହେବ ଗ୍ରୋଥ ଇଞ୍ଜିନ । ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ରେ ଓଡ଼ିଶା ଗଠନକୁ ପୂରିବ ଶହେ ବର୍ଷ। ୨୦୩୬ ସୁଦ୍ଧା ୫ ଶହ ବିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମୁଣ୍ଡପିଛା...
Read moreମାଲକାନଗିରି : ଭୁଶୁଡ଼ୁଛି ଲାଲଗଡ଼ । ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ସରେଣ୍ଡର କରିଛନ୍ତି । ଶିର୍ଷ ନେତାଙ୍କ ଏନକାଉଣ୍ଟର ସହ ସରକାରଙ୍କ ମାଓ ଦମନ ନୀତିରେ ଅନୁପ୍ରାଣିତ ହୋଇ ସମାଜରେ ମୁଖ୍ୟସ୍ରୋତରେ...
Read more୧୧ ମାସରେ ଆସିଲା ହାମ୍ପି ହରର ରାୟ । ଓଡ଼ିଆ ଯୁବକଙ୍କ ହତ୍ୟାକାରୀଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ । ୨ ଜଣ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଓ ଜଣଙ୍କୁ ହତ୍ୟା ମାମଲାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି । କର୍ଣ୍ଣାଟକର ସେସନ୍ସ...
Read moreନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମ୍ କୋର୍ଟ ପ୍ରେମ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସମ୍ବନ୍ଧୀୟ ଏକ ମାମଲାରେ ଜାମିନ୍ ଆବେଦନ ଶୁଣାଣି କରି କଠୋର ମତାମତ ଦେଇଛନ୍ତି। ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୁୟାଁଙ୍କୁ ନେଇ ଗଠିତ ବେଞ୍ଚ ଜଣେ ଅଭିଯୁକ୍ତଙ୍କ...
Read moreCopyright © 2023.