ମୁଖ୍ୟ ଖବର

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ, ୩ ଜଣଙ୍କୁ ଅଟକ ରଖି ପଚରାଉଚରା

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ, ବାହାରର ସୁପାରୀ କିଲରକୁ ନିୟୋଜିତ କରିଥିବା ନେଇ ଚର୍ଚ୍ଚା

ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ । ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ । ହତ୍ୟାକାରୀକୁ ଧରିବା ପାଇଁ ଗଠିତ...

Read more

ଶାନ୍ତ ରହିଛି କଟକ ସହର, ବକ୍ସି ବଜାର ଛକରୁ ଦରଘା ବଜାର ଜେଲ୍ ରୋଡ ଯାଏ ପୋଲିସ ଛାଉଣୀ

ଶାନ୍ତ ରହିଛି କଟକ ସହର, ବକ୍ସି ବଜାର ଛକରୁ ଦରଘା ବଜାର ଜେଲ୍ ରୋଡ ଯାଏ ପୋଲିସ ଛାଉଣୀ

କଟକ : ୩୬ ଘଣ୍ଟାର କର୍ଫ୍ୟୁ କବଳରୁ କଟକ ସହର ବାହାରିବା ପରେ ଶାନ୍ତ ରହିଛି ସହର । କୌଣସି ସ୍ଥାନରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ପରି ଘଟଣା ସାମ୍ନାକୁ ଆସି ନାହିଁ । ଆଜି କମିଶନରେଟ ପୋଲିସ ଏବଂ...

Read more

ତୁର୍କୀରେ ପୁଣି ଥରେ ଭୂକମ୍ପ ଝଟକା, ଜାଣନ୍ତୁ ଏହାର ତୀବ୍ରତା…

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ତୁର୍କୀ: ଗୁରୁବାର ଦିନ ଅର୍ଥାତ୍ ଆଜି ତୁର୍କୀରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା । ଜର୍ମାନ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର (GFZ) ଅନୁଯାୟୀ, ତୁର୍କୀରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ଆସିଥିଲା । ତୁର୍କୀରେ ଭୂମିକମ୍ପର ତୀବ୍ରତା ପ୍ରାରମ୍ଭରେ ୫.୩୩ ମାପ କରାଯାଇଥିଲା,...

Read more

ଆଜି ବସିବ ବିଜେପି କୋର କମିଟି ବୈଠକ: କିଏ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ ? ହୋଇପାରେ ନିଷ୍ପତ୍ତି

ଓଡ଼ିଶା ବିଧାନସଭା ଫଳାଫଳ: ଜାଣନ୍ତୁ କିଏ କେଉଁ ଆସନରୁ ଜିତିଲେ

ଭୁବନେଶ୍ୱର : କିଏ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ ? ଆଜି ବସିବ ବିଜେପି କୋର କମିଟି ବୈଠକ। ପ୍ରାର୍ଥୀ ଉପରେ ହୋଇପାରେ ନିଷ୍ପତ୍ତି । ନୂଆପଡ଼ା ଉପନିର୍ବାଚନରେ ମନମୋହନ ସାମଲ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି...

Read more

ଆଜିଠୁ ବିଜେଡିର ପଦଯାତ୍ରା, ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ଦଳ

ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ ; ହଟିଲା ସଙ୍ଗଠନ ସମ୍ପାଦକ ପଦ, ଉପ-ସଭାପତି ହେଲେ ବବି ଦାସ

ଭୁବନେଶ୍ୱର : ଆଜିଠୁ ବିଜେଡିର ପଦଯାତ୍ରା । ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ । ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି । ନାରୀ ନିର୍ଯାତନା ସାଙ୍ଗକୁ...

Read more

ଆଇନଜୀବୀ ପୀତବାସ ପଣ୍ଡାଙ୍କ ମର୍ଡର ଘଟଣାରେ ନୂଆ ସୁରାକ, ହତ୍ୟାକାରୀଙ୍କ ମୋଟର ସାଇକେଲକୁ ଫଲୋ କରୁଥିଲା କାର୍

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳିମାଡ଼ କରି ହତ୍ୟା; ପୂରା ଅଞ୍ଚଳରେ କୋକୁଆ ଭୟ

ବ୍ରହ୍ମପୁର :  ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ଘଟଣାକୁ ବିତିଲା ୩ ଦିନ। କିନ୍ତୁ ଏଯାଏଁ ପୋଲିସର ହାତ ଖାଲି । ସିସିଟିଭି ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଲା ନୂଆ ସୁରାକ । ହତ୍ୟାକାରୀଙ୍କ ମୋଟର ସାଇକେଲକୁ...

Read more

ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କୁ ହାଇକୋର୍ଟରୁ ଝଟକା, ୬୦ କୋଟି ଜମା ନ କରିବା ଯାଏଁ ବିଦେଶ ଯାତ୍ରା ମନା

ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କୁ ହାଇକୋର୍ଟରୁ ଝଟକା, ୬୦ କୋଟି ଜମା ନ କରିବା ଯାଏଁ ବିଦେଶ ଯାତ୍ରା ମନା

ମୁମ୍ବାଇ : ଦିନକୁ ଦିନ ବଢୁଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମୁସ୍କିଲ । ବମ୍ବେ ହାଇକୋର୍ଟ ଆଜି ଶିଳ୍ପା ସେଟ୍ଟୀ ଏବଂ ରାଜକୁନ୍ଦ୍ରାଙ୍କ ୬୦ କୋଟି ଟଙ୍କା ଠକେଇ ମାମଲାରେ ଶୁଣାଣି କରିଛନ୍ତି । ବମ୍ବେ ହାଇକୋର୍ଟ ସେମାନଙ୍କୁ କହିଛନ୍ତି, ଯଦି ସେମାନେ...

Read more

ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍’,ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ କଟକଣା

ଏଥର ବାଲିଯାତ୍ରାର ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’, ନଭେମ୍ବର ୫ରୁ ହେବ ଆରମ୍ଭ

କଟକ : ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍।  ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ବାଲିଯାତ୍ରା...

Read more

ଅଁଳା ନବମୀ ରାଧାପାଦ ଦର୍ଶନ ପ୍ରଥମ ପ୍ରସ୍ତୁତି ବୈଠକ

ଅଁଳା ନବମୀ ରାଧାପାଦ ଦର୍ଶନ ପ୍ରଥମ ପ୍ରସ୍ତୁତି ବୈଠକ

ସତ୍ୟବାଦୀ (ଭିଓଭି) ୦୮-୧୦-୨୦୨୫ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା ଅକ୍ଟୋବର ୩୧ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାକ୍ଷୀଗୋପାଳର ଅଧିଷ୍ଠାତା ଦେବତା ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ପବିତ୍ର ଅଁଳା ନବମୀ ଓ ମା ରାଧାରାଣୀ ଙ୍କର ପବିତ୍ର...

Read more

କର୍ଫ୍ୟୁ ହଟିବା ପରେ କଟକକୁ ଫେରୁଛି ଶାନ୍ତି, ଛକ ଛକରେ ପଇଁତରା ମାରୁଛି ପୋଲିସ

କର୍ଫ୍ୟୁ ହଟିବା ପରେ କଟକକୁ ଫେରୁଛି ଶାନ୍ତି, ଛକ ଛକରେ ପଇଁତରା ମାରୁଛି ପୋଲିସ

କଟକ : ଭାଇଚାରାର ସହର କଟକକୁ ଫେରୁଛି ଶାନ୍ତି । କର୍ଫ୍ୟୁ ହଟିବା ପରେ ଏବେ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ୪୮ ଘଣ୍ଟା ପରେ କଟକ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସ୍ବାଭାବିକ ହୋଇଛି । ସୋସିଆଲ...

Read more
Page 201 of 730 1 200 201 202 730

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.