ମୁଖ୍ୟ ଖବର

ରାଜଧାନୀରେ ବୁଲିଲା ବୁଲଡୋଜର, ଖାରବେଳନଗର ବସ୍ତି ଅଞ୍ଚଳରୁ ହଟିଲା ରାସ୍ତାକୁ ମାଡି ବସିଥିବା ଦୋକାନ

ରାଜଧାନୀରେ ବୁଲିଲା ବୁଲଡୋଜର, ଖାରବେଳନଗର ବସ୍ତି ଅଞ୍ଚଳରୁ ହଟିଲା ରାସ୍ତାକୁ ମାଡି ବସିଥିବା ଦୋକାନ

ଭୁବନେଶ୍ୱର : ରାଜଧାନୀରେ ବୁଲିଲା ବୁଲଡୋଜର । ଭୁବନେଶ୍ବର ଖାରବେଳନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର । ୟୁନିଟ ୩ ଶ୍ରୀୟା ଛକରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଛେଦ ଚାଲିଛି । ଖାରବେଲ ନଗର ଥାନା...

Read more

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ, ବାହାରର ସୁପାରୀ କିଲରକୁ ନିୟୋଜିତ କରିଥିବା ନେଇ ଚର୍ଚ୍ଚା

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ, ବାହାରର ସୁପାରୀ କିଲରକୁ ନିୟୋଜିତ କରିଥିବା ନେଇ ଚର୍ଚ୍ଚା

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ । ବାହାରର ସୁପାରୀ କିଲରକୁ ବାଲି ମାଫିଆ ନିୟୋଜିତ କରିଥିବା ନେଇ ଚର୍ଚ୍ଚା ହେଉଛି । ହତ୍ୟା ପଛରେ ଗଞ୍ଜାମ ଜିଲ୍ଲାର ବାଲି ମାଫିଆଙ୍କ ସମ୍ପୃକ୍ତି ନେଇ...

Read more

ଯୁଦ୍ଧ ବନ୍ଦ ଦାବି ଦୋହରାଇଲେ ଆମେରିକା ରାଷ୍ଟ୍ରପତି, ଏହି ଦାବିକୁ ଭିତ୍ତିହୀନ ବୋଲି ଆରମ୍ଭରୁ କହି ଆସିଛି ଭାରତ

ତାଲିବାନକୁ କ୍ଷମା କରିଦେବ ଆମେରିକା !

ନୂଆଦିଲ୍ଲୀ: ପୁଣି ଭାରତ- ପାକ୍ ଯୁଦ୍ଧ ବନ୍ଦ ଶ୍ରେୟ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ।  ଯୁଦ୍ଧ ବନ୍ଦ କରିଥିବା ଦାବି ଦୋହରାଇବା ସହ  କହିଛନ୍ତି ଟାରିଫର ଶକ୍ତି ଯୋଗୁଁ  ଏହା ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ଟ୍ରମ୍ପ । ଯଦି...

Read more

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳିମାଡ଼ କରି ହତ୍ୟା; ପୂରା ଅଞ୍ଚଳରେ କୋକୁଆ ଭୟ

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳିମାଡ଼ କରି ହତ୍ୟା; ପୂରା ଅଞ୍ଚଳରେ କୋକୁଆ ଭୟ

ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପି ନେତା  ତଥା ବରିଷ୍ଠ ଆଇନୀଜୀବୀ  ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ । ବାଇକ୍ ରେ ଆସି ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ର୍ଦୁବୃତ୍ତ ।  ରାତି ପ୍ରାୟ ୧୦ ଟା ସମୟରେ ଦୁର୍ବୃତ୍ତମାନେ ଗୁଳିମାରିଥିଲେ ।  ବ୍ରହ୍ମlନଗରରେ ଦୁଇ...

Read more

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟବସ୍ଥା

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟବସ୍ଥା

ପୁରୀ : ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ । ଏନେଇ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ । ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ...

Read more

କଟକରେ କର୍ଫ୍ୟୁ ବଳବତ୍ତର, ସ୍ଥିତି ସ୍ବାଭାବିକ; ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

କଟକରେ କର୍ଫ୍ୟୁ ବଳବତ୍ତର, ସ୍ଥିତି ସ୍ବାଭାବିକ; ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

କଟକ : କଟକରେ କର୍ଫ୍ୟୁ ବଳବତ୍ତର, ସ୍ଥିତି ସ୍ବାଭାବିକ । ୩୬ ଘଣ୍ଟିଆ କର୍ଫ୍ୟୁ ଆଜି ଦିନ ୧୦ଟାରେ ସମାପ୍ତ ହେବ । ଆଜି  ସଂଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର କଡ଼ା ପହରା...

Read more

କଟକରେ ଧୀରେ ଧୀରେ ଫେରୁଛି ଶାନ୍ତି, ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ

କଟକରେ ଧୀରେ ଧୀରେ ଫେରୁଛି ଶାନ୍ତି, ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କଟକରେ ଧିରେ ଧିରେ ଶାନ୍ତି ଫେରୁଛି । ବିଶୃଙ୍ଖଳାକାରୀଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଟକରେ ଶାନ୍ତି ଓ ସଦଭାବନା...

Read more

SI ପରୀକ୍ଷା ମହାଘୋଟଲା, ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା

SI ପରୀକ୍ଷା ମହାଘୋଟଲା, ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା

ଭୁବନେଶ୍ବର: ପୋଲିସ SI ନିଯୁକ୍ତି କେଳେଙ୍କାରୀ ବିରୋଧରେ ଯୁବ ଓ ଛାତ୍ର ବିଜେଡ଼ିର ହାଲ୍ଲା ବୋଲ। ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତତା ବିରୋଧରେ ବିଜୁ ଜନତା ଦଳର ପ୍ରତିବାଦ । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା । ସିବିଆଇ...

Read more

ନଭେମ୍ବର ୧୫ରୁ ନୂଆ ଟୋଲ୍‌ ନିୟମ, UPIରୁ ପେମେଣ୍ଟ କରିଲେ ପଡ଼ିବନି ଦୁଇଗୁଣା ଟ୍ୟାକ୍ସ

ନଭେମ୍ବର ୧୫ରୁ ନୂଆ ଟୋଲ୍‌ ନିୟମ, UPIରୁ ପେମେଣ୍ଟ କରିଲେ ପଡ଼ିବନି ଦୁଇଗୁଣା ଟ୍ୟାକ୍ସ

ନୂଆଦିଲ୍ଲୀ: ଗାଡି ଚାଳକଙ୍କ ପାଇଁ କଡା ନିୟମ କଲେ ସରକାର । ଟୋଲ୍ ପେମେଣ୍ଟକୁ ନେଇ ଲାଗୁ ହେଲା ନୂଆ ନିୟମ । ଲୋକଙ୍କ ଦେୟ ପଦ୍ଧତିକୁ ଆଧାର କରି ଲାଗୁ ହେବ ଭିନ୍ନ ଶୁଳ୍କ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ...

Read more

କିମ୍ ଜଙ୍ଗ ଉନଙ୍କ କଠୋର ଆଦେଶ, ସ୍ତନ ପ୍ରତିରୋପଣ କରୁଥିବା ମହିଳାଙ୍କୁ ମିଳିବ କଠୋର ଦଣ୍ଡ

କିମ୍ ଜଙ୍ଗ ଉନଙ୍କ କଠୋର ଆଦେଶ, ସ୍ତନ ପ୍ରତିରୋପଣ କରୁଥିବା ମହିଳାଙ୍କୁ ମିଳିବ କଠୋର ଦଣ୍ଡ

ଉତ୍ତର କୋରିଆ : ଉତ୍ତର କୋରିଆରେ ସ୍ତନ ପ୍ରତିରୋପଣ ଅପରେସନକୁ ନିଷିଦ୍ଧ କରାଯାଇଛି । ଏହାକୁ ଏକ ଅସାମାଜିକ ଏବଂ ପୁଞ୍ଜିବାଦୀ ଅଭ୍ୟାସ ବୋଲି ଘୋଷଣା କରାଯାଇଛି । ଏହା ଛଡା ଯଦି କୌଣସି ମହିଳା କିମ୍ବା ଡାକ୍ତର ଏହି ନିୟମକୁ ନ...

Read more
Page 202 of 730 1 201 202 203 730

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.