ମୁଖ୍ୟ ଖବର

ଜମ୍ମୁ କଶ୍ମୀର କୁଲଗାମରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ, ୩ ଯବାନ ଆହତ

ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ଆତଙ୍କୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡାର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ...

Read more

ବସ୍ କଣ୍ଡକ୍ଟରଙ୍କ ଉତ୍ପାତ, ମାତ୍ର ୫ ଟଙ୍କା ପାଇଁ ଦୁଇ ଦୁଇ ନାବାଳକଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍

ବସ୍ କଣ୍ଡକ୍ଟରଙ୍କ ଉତ୍ପାତ, ମାତ୍ର ୫ ଟଙ୍କା ପାଇଁ ଦୁଇ ଦୁଇ ନାବାଳକଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍

ମୟୂରଭଞ୍ଜ: ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୫ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ ।...

Read more

ଆରପାରିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ: ଚାରିଆଡ଼େ ଶୋକର ଛାୟା

ଆରପାରିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ: ଚାରିଆଡ଼େ ଶୋକର ଛାୟା

ଭୁବନେଶ୍ୱର: ପରଲୋକରେ ରାଜେନ୍ଦ୍ର ଢୋଲକିଆ । ୬୯ ବର୍ଷ ବୟସରେ ଆଖି ବୁଜିଲେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ । ଚେନ୍ନାଇର ଏମଜିଏମ ହସପିଟାଲରେ ଚିକିତ୍ସିତ ହେଉଥିଲେ, ତାଙ୍କର ହାର୍ଟ ଟ୍ରାନ୍ସପରେଣ୍ଟ ହୋଇଥିଲା, ଇନଫେକସନ ଯୋଗୁଁ ମୃତ୍ୟୁ ହୋଇଥିବା ତାଙ୍କ ପୁଅ...

Read more

ଆଇଆଇଟି ମୁମ୍ବାଇରୁ ଗଣିତ ଏବଂ ମାଇନର କମ୍ପ୍ୟୁଟର ସାଇନ୍ସ ରେ ଟପ୍ପର ହୋଇ ଲଣ୍ଡନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହେଲେ ସ୍ୱସ୍ତିକ ମିଶ୍ର

ଆଇଆଇଟି ମୁମ୍ବାଇରୁ ଗଣିତ ଏବଂ ମାଇନର କମ୍ପ୍ୟୁଟର ସାଇନ୍ସ ରେ ଟପ୍ପର ହୋଇ ଲଣ୍ଡନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହେଲେ ସ୍ୱସ୍ତିକ ମିଶ୍ର

ଭୁବନେଶ୍ୱର(ଭିଓଭି): ଭୁବନେଶ୍ୱର ନିବାସୀ ଓଁ ସ୍ୱସ୍ତିକ ମିଶ୍ର ଆଇଆଇଟି ମୁମ୍ବାଇ ରୁ ଗଣିତ ଏବଂ ମାଇନର କମ୍ପ୍ୟୁଟର ସାଇନ୍ସ ରେ ଟପ୍ପର ହୋଇ ଲଣ୍ଡନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଶ୍ରୀ ମିଶ୍ର ଛାତ୍ର...

Read more

ବଢୁଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା, ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ, ପ୍ରଥମ ଥର ପାଇଁ ହେବେ ଅଧ୍ୟକ୍ଷ

ପୁଣି ଦିଲ୍ଲୀ ଗଲେ ମନମୋହନ । ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ଦିଲ୍ଲୀ ଗସ୍ତରୁ ଫେରିଥିଲେ ମନମୋହନ। ପୂର୍ବ ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ । ପୁଣି...

Read more

ଆଜି ଚନ୍ଦ୍ରଗ୍ରହଣ, ୯ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ରାମଲାଲାଙ୍କ ଦର୍ଶନ

ଆଜି ଚନ୍ଦ୍ରଗ୍ରହଣ, ୯ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ରାମଲାଲାଙ୍କ ଦର୍ଶନ

ଅଯୋଧ୍ୟା : ଆଜି ହେଉଛି ଚନ୍ଦ୍ରଗ୍ରହଣ । ତେଣୁ ଅଯୋଧ୍ୟାରେ ୯ ଘଣ୍ଟା ପର୍ଯ୍ୟନ୍ତ ରାମଲାଲଙ୍କ ଦର୍ଶନ ବନ୍ଦ ରହିବ । କାହିଁକିନା ସୂତକ ସମୟକୁ ଅଶୁଭ ବୋଲି ମନାଯାଇଥାଏ । ଏହି ସମୟରେ ରାମମନ୍ଦିର ଟ୍ରଷ୍ଟ ଭକ୍ତଙ୍କୁ ରାମଲାଲଙ୍କ ଦର୍ଶନ ପାଇଁ...

Read more

ଆମେରିକାରେ ହେଲିକପ୍ଟର କ୍ରାସ୍, ସମସ୍ତ ଯାତ୍ରୀ ମୃତ

ଆମେରିକାରେ ହେଲିକପ୍ଟର କ୍ରାସ୍, ସମସ୍ତ ଯାତ୍ରୀ ମୃତ

ଆମେରିକା : ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଥିବା ଯୋଗୁଁ ସମସ୍ତ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର ୬୬ ଭାବରେ...

Read more

ଜରାୟୁ କର୍କଟ ଟୀକାକରଣ ଓ ଋତୁଶ୍ରାବ ପରିଛନ୍ନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ଜରାୟୁ କର୍କଟ ଟୀକାକରଣ ଓ ଋତୁଶ୍ରାବ ପରିଛନ୍ନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

(ଭିଓଭି) କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ପୁରାତନ ଛାତ୍ରୀମାନେ ସ୍କୁଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ବହୁତ ପୁରାତନ ଛାତ୍ରୀ ଓ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ "ଜରାୟୁ କର୍କଟ ଟୀକାକରଣ ଓ ଋତୁଶ୍ରାବ ପରିଛନ୍ନତା" ଉପରେ...

Read more

ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

ରଣପୁର 6/9: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଚସ୍ପତି ଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ହୋଇଛି l ରଣପୁର ବିକାଶ କାର୍ଯ୍ୟରଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ପୌରହିତ୍ୟରେ ଉନ୍ନତି ଯୋଜନାର ଅନେକ ଗୁଡିଏ ପ୍ରକଳ୍ପର ଶୁଭପ୍ରଦାନ କରାଯାଇଛି।ବିଜ୍ଞାପିତ ଅଞ୍ଚଳ ପରିଷଦ,...

Read more
Page 216 of 729 1 215 216 217 729

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.