ମୁଖ୍ୟ ଖବର

ଆଜି ସାତଟି ସ୍ଥାନରେ ହେବ ପ୍ରବଳ ବର୍ଷା ସହିତ କାଳ ବୈଶାଖୀ, ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ ରୁ ୩ ଘଣ୍ଟାରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ବିଭାଗ ୭ଟି ସହରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହି ସହରଗୁଡିକ ହେଲା କୋରାପୁଟ,...

Read more

ବଢ଼ିବ ଭାରତର ପ୍ରତିରକ୍ଷା ବଳ, ପ୍ରତିରକ୍ଷା ବଜେଟ୍ ପରିମାଣ ବଢ଼ାଇବା ଲାଗି ଯୋଜନା

ପ୍ରକାଶ ପାଇଲା ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ବଢ଼ିବ ଭାରତର ପ୍ରତିରକ୍ଷା ବଳ। ଅପରେସନ ସିନ୍ଦୂର ପରେ ଭାରତର ପ୍ରତିରକ୍ଷା ଶକ୍ତିକୁ ଅଧିକ ବଢାଇବା ଲାଗି ସରକାର ନେଇପାରନ୍ତି ବଡ଼ ପଦକ୍ଷେପ। ପ୍ରତିରକ୍ଷା ବଜେଟ ପରିମାଣ ବଢାଇବା ଲାଗି ଯୋଜନା ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ବଜେଟର ଅସ୍ତ୍ରଶସ୍ତ୍ର କ୍ରୟ...

Read more

ସକାଳୁ ସକାଳୁ ଚୀନରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୪.୫

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ଆସିପାରେ ସୁନାମି

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଚୀନ । ସକାଳୁ ସକାଳୁ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ସକାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା ମିଳିଛି । ପଶ୍ଚିମ...

Read more

ବଢିଲା ପାକିସ୍ତାନର ଟେନସନ୍, ଭାରତକୁ ସମର୍ଥନ କଲା ଆଫଗାନିସ୍ତାନ

ବଢିଲା ପାକିସ୍ତାନର ଟେନସନ୍, ଭାରତକୁ ସମର୍ଥନ କଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ସପକ୍ଷରେ ବଢୁଛି ମୁସଲିମ୍ ରାଷ୍ଟ୍ରର ସମର୍ଥନ । ଗୋଟେ ପଟେ ପାକିସ୍ତାନ ପାଇଁ କରଜ ଓ ପାଣି ସମସ୍ୟା ବଢିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବନ୍ଧୁତା ପାକିସ୍ତାନ...

Read more

ତତଲା କଡେଇରେ ଭାଜି ହେଉଛି ରାଜ୍ୟ, ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ

୩ ଦିନରେ ପୁଣି ବଢ଼ିବ ତାତି

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳି ଯାଉଛି ଗୁଳଗୁଳି । ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି ରାଜ୍ୟ । ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେବ୍...

Read more

ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ ଜୟଶଙ୍କର

ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି । ପାକିସ୍ତାନ ସହିତ କେବଳ ଆତଙ୍କବାଦ ଏବଂ ପିଓକେକୁ ନେଇ କଥାବାର୍ତ୍ତା ହେବ, ଏହାଛଡା ଆଉ କିଛି ନୁହେଁ । ଅସ୍ତ୍ରବିରତି ଘୋଷଣା...

Read more

ଏଥର ଅଭିଯୋଗ ପ୍ରକୋଷ୍ଠରେ ନୁହେଁ, ଭୁବନେଶ୍ବରର ଆଉ ଏକ ସ୍ଥାନରେ ମୁଖ୍ୟମନ୍ତ୍ରୀ କରିବେ ଜନ ଶୁଣାଣି

ଏଥର ଅଭିଯୋଗ ପ୍ରକୋଷ୍ଠରେ ନୁହେଁ, ଭୁବନେଶ୍ବରର ଆଉ ଏକ ସ୍ଥାନରେ ମୁଖ୍ୟମନ୍ତ୍ରୀ କରିବେ ଜନ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ଅଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଗତ କିଛି ସପ୍ତାହ ଭୁବନେଶ୍ବର ବାହାରେ ଏହି ଶୁଣାଣି ହୋଇଆସୁଛି। ହେଲେ ଏଥର ଭୁବନେଶ୍ବରରେ ଜନ ଶୁଣାଣୀ ହେବ ହେଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନୁହେଁ। ଏଥର ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Read more

ପାକିସ୍ଥାନ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ, ତାହା ଆଇଏଇଏ ନେଇଯିବା ଉଚିତ- ରାଜନାଥ ସିଂହ

ପାକିସ୍ଥାନ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ, ତାହା ଆଇଏଇଏ ନେଇଯିବା ଉଚିତ- ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି ଯେ ଅପରେସନ ସିନ୍ଦୂର ହେଉଛି ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରୁ ପଠାଯାଉଥିବା ଆତଙ୍କବାଦ ପ୍ରତି ଭାରତର ଏକ ଅଦ୍ଭୁତ ଏବଂ ଦୃଢ଼ ଜବାବ। ସେନାର...

Read more

ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଲା ବେଳେ ବିଡିଓମାନେ ଟିଭି ବନ୍ଦ କରିଦେଉଛନ୍ତି କି ? ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ?

ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଲା ବେଳେ ବିଡିଓମାନେ ଟିଭି ବନ୍ଦ କରିଦେଉଛନ୍ତି କି ? ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ବର: ବର୍ତ୍ତମାନ ଭିଡିଓ କନଫ୍ରେସିଂ ମାଧ୍ୟମରେ ବିଭିନ୍ନ ବୈଠକ କରାଯାଉଛି। ସେହିପରି ରାଜ୍ୟ ସରକାର ବିଭିନ୍ନ ବିକାଶ କାର୍ଯ୍ୟ କ୍ଷେତ୍ରରେ ଥିବା ଅଧିକାରୀଙ୍କ ସହିତ ଭିସି ବା ଭିଡିଓ କନଫ୍ରେସିଂ ମାଧ୍ୟମରେ ଆଲୋଚନା କରୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Read more

ତୁର୍କୀ ବିଶ୍ବବିଦ୍ୟାଳୟ ସହ ହୋଇଥିବା ବୁଝାମଣାକୁ ପ୍ରତ୍ୟାହାର କଲା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

ତୁର୍କୀ ବିଶ୍ବବିଦ୍ୟାଳୟ ସହ ହୋଇଥିବା ବୁଝାମଣାକୁ ପ୍ରତ୍ୟାହାର କଲା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ପାକିସ୍ତାନକୁ ତୁର୍କୀର ସମର୍ଥନ ଉପରେ କ୍ରୋଧର ପୃଷ୍ଠଭୂମିରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମାକୁ “ଜାତୀୟ ସୁରକ୍ଷା” ବୋଲି ଦର୍ଶାଇ ବାତିଲ କରିଛି। X ଉପରେ ଏକ ପୋଷ୍ଟରେ, ପ୍ରମୁଖ...

Read more
Page 289 of 727 1 288 289 290 727

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.