ମୁଖ୍ୟ ଖବର

ସୁଧୁରୁନି ପାକିସ୍ତାନ : ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଆକ୍ରମଣ, ସେନାକୁ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ

ସୁଧୁରୁନି ପାକିସ୍ତାନ : ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଆକ୍ରମଣ, ସେନାକୁ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ

ନୂଆଦିଳ୍ଲୀ: ସୁଧୁରୁନି ପାକିସ୍ତାନ । ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଅସ୍ତ୍ର ବିରତିର ଉଲଂଘନ କରିଛି ପାକିସ୍ତାନ । ଜମ୍ମୁ କଶ୍ମୀର ର ଏକାଧିକ ସ୍ଥାନରେ କରିଛି ଗୁଳିଗୋଳା ବର୍ଷଣ । ଉଦ୍ଧାମପୁର ରେ ପାକର...

Read more

୧୪ ଯାଏଁ ଜାରି ରହିବ ତାତି-ଗୁଳୁଗୁଳି, ଆସନ୍ତାକାଲି ୫ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ ଜାରି

ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି

ଭୁବନେଶ୍ୱର : ୧୪ ଯାଏଁ ତାତି, ଗୁଳୁଗୁଳି । ରାଜ୍ୟରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି କାରଣରୁ ଲୋକେ ସନ୍ତୁଳି ହେଉଥିବାବେଳେ ଆସନ୍ତା ୧୪ ତାରିଖ ଯାଏଁ ଜାରି ରହିବ। ପାଣିପାଗି କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ...

Read more

ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ!: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ, ପାକିସ୍ତାନରୁ ଆମଦାନୀ ଉପରେ ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ନୂଆଦିଲ୍ଲୀ: ପାକିସ୍ତାନର ବିଫଳ ଆକ୍ରମଣ ପ୍ରୟାସ ମଧ୍ୟରେ ଭାରତ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇ କୁହାଯାଇଛି ଯେ, ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ...

Read more

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଘୋଷଣା

ତାଲିବାନକୁ କ୍ଷମା କରିଦେବ ଆମେରିକା !

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଭିତରେ ବଡ଼ ଖବର। ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତି ହୋଇଛନ୍ତି। ଏନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ରହିଛି। ଏନେଇ ସୋସିଆଲ ମିଡିଆରେ...

Read more

ଲୁପ୍ତପ୍ରାୟ ଲୋକସଂସ୍କୃତିର ବାର୍ତ୍ତାବହ, “ମିଶ୍ରଶାଳ” ଦ୍ୱାରା ଆୟୋଜିତ ଗ୍ରୀଷ୍ମାବକାଶ ପ୍ରଶିକ୍ଷଣ ଶିବିର

ଲୁପ୍ତପ୍ରାୟ ଲୋକସଂସ୍କୃତିର ବାର୍ତ୍ତାବହ, “ମିଶ୍ରଶାଳ” ଦ୍ୱାରା ଆୟୋଜିତ ଗ୍ରୀଷ୍ମାବକାଶ ପ୍ରଶିକ୍ଷଣ ଶିବିର

କଟକ, ତା-୦୯/୦୫/୨୦୨୫, ଲୁପ୍ତପ୍ରାୟ ଲୋକସଂସ୍କୃତିର ବାର୍ତ୍ତାବହ, "ମିଶ୍ରଶାଳ'' ଦ୍ୱାରା ଆୟୋଜିତ ଗ୍ରୀଷ୍ମାବକାଶ ପ୍ରଶିକ୍ଷଣ ଶିବିର "ଛୋଟ ହାତ : ବଡ଼ ସ୍ୱପ୍ନ''ରେ, ୭ବର୍ଷ ବୟସରୁ ଅଧିକ ଶିଶୁମାନଙ୍କୁ ପାରମ୍ପରିକ ଜିନିଷର ଗଢଣ ପ୍ରଶିକ୍ଷଣ ଦିଆଯାଉଛି। ଶିବିରକୁ ଉଦଘାଟନ କରିବା ଅବସରରେ ଓଡିଶାର...

Read more

କେଉଁଠି ଅଛି ଦାଉଦ୍ ଇବ୍ରାହିମ୍ ? ‘ଅପରେସନ ସିନ୍ଦୁର’ ପରେ ଭୟଭୀତ ହୋଇଯାଇଥିବା ସୂଚନା

କେଉଁଠି ଅଛି ଦାଉଦ୍ ଇବ୍ରାହିମ୍ ? ‘ଅପରେସନ ସିନ୍ଦୁର’ ପରେ ଭୟଭୀତ ହୋଇଯାଇଥିବା ସୂଚନା

ମୁମ୍ବାଇ: ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ମଧ୍ୟରେ ଚର୍ଚ୍ଚାକୁ ଆସିଛି କୁଖ୍ୟାତ ଅଣ୍ଡରଓ୍ବାଲଡ୍ ଡନ୍ ଦାଉଦ ଇବ୍ରାହିମ । କରାଚୀ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ସେ ଏବେ କେଉଁଠି ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।  କେତେକ ଗଣମାଧ୍ୟମ...

Read more

ସବୁ ରାଜ୍ୟକୁ ଗୃହ ମନ୍ତ୍ରାଳୟର ଚିଠି; ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ସବୁ ରାଜ୍ୟକୁ ଗୃହ ମନ୍ତ୍ରାଳୟର ଚିଠି; ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ,ଆବଶ୍ୟକସ୍ଥଳେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରୁହ । ଯୁଦ୍ଧ ସ୍ଥିତିକୁ ନଜଜରେ ରଖି ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମଧ୍ୟ...

Read more

ଭାରତ ସହ ଅଛି ସାରା ଦୁନିଆ : ପାକିସ୍ତାନର ଗୁହାରି ଶୁଣିଲାନି ଆମେରିକା , ଜେଡି ଭେନ୍ସ କହିଲେ,  ଏ ବିବାଦରେ ଆମର କିଛି ଲେନାଦେନା ନାହିଁ ।

ଭାରତ ସହ ଅଛି ସାରା ଦୁନିଆ : ପାକିସ୍ତାନର ଗୁହାରି ଶୁଣିଲାନି ଆମେରିକା , ଜେଡି ଭେନ୍ସ କହିଲେ,  ଏ ବିବାଦରେ ଆମର କିଛି ଲେନାଦେନା ନାହିଁ ।

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ଉଗ୍ର ହେବାରେ ଲାଗିଛି । ପାକିସ୍ତାନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିସାରିଲାଣି ଭାରତ । ଏଭଳି ସ୍ଥିତିରେ ଆମେରିକା ଉପରାଷ୍ଟ୍ରପତିଙ୍କ ବୟାନ ପାକିସ୍ତାନକୁ ବଡ ଝଟକା ଦେଇଛି । ଆମେରିକା ଉପରାଷ୍ଟ୍ରପତି ଜେଡି...

Read more

କାଙ୍ଗାଳ ପାକିସ୍ତାନର ଖୋଲିଲା ପୋଲ୍: ସହଯୋଗୀ ଦେଶଙ୍କୁ ମାଗିଲା ଭିକ

କାଙ୍ଗାଳ ପାକିସ୍ତାନର ଖୋଲିଲା ପୋଲ୍: ସହଯୋଗୀ ଦେଶଙ୍କୁ ମାଗିଲା ଭିକ

ନୂଆଦିଳ୍ଲୀ: ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଆକ୍ତାମାକ୍ତା ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ଏବେ ପାକ୍‌ ଆତଙ୍କିତ । ଅପରେସନ୍‌...

Read more

ହୀରାକୁଦ ଓ କେନ୍ଦ୍ରାପଡାରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ମନା

ହୀରାକୁଦ ଓ କେନ୍ଦ୍ରାପଡାରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ମନା

ସମ୍ବଲପୁର/ କେନ୍ଦ୍ରାପଡା : ସମ୍ବଲପୁର ହୀରାକୁଦରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ ଅଞ୍ଚଳ ବୁଲିବା ଉପରେ ରୋକ ଲଗାଯାଇଛି । ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‍ ବୁଲିବା ମନା ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର...

Read more
Page 293 of 727 1 292 293 294 727

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.