ମୁଖ୍ୟ ଖବର

ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ, ପାକିସ୍ତାନରୁ ଆମଦାନୀ ଉପରେ ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ, ପାକିସ୍ତାନରୁ ଆମଦାନୀ ଉପରେ ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ରଣନୀତିକୁ ଧ୍ୟାନରେ ରଖି, ମୋଦି ସରକାର ପାକିସ୍ତାନରୁ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି। ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ...

Read more

‘ପହଲଗାମ ଆତଙ୍କବାଦୀ ଆକ୍ରମଣର ମୃତକଙ୍କ ପାଇଁ ଆମେ ଗର୍ବିତ’: ଏମିତି କାହିଁକି କହିଲେ ଶଙ୍କରାଚାର୍ଯ୍ୟ?

‘ପହଲଗାମ ଆତଙ୍କବାଦୀ ଆକ୍ରମଣର ମୃତକଙ୍କ ପାଇଁ ଆମେ ଗର୍ବିତ’: ଏମିତି କାହିଁକି କହିଲେ ଶଙ୍କରାଚାର୍ଯ୍ୟ?

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଗର୍ବ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆମେ ଗର୍ବିତ ଯେ ମୃତ୍ୟୁର ମୁହଁରେ ମଧ୍ୟ ଆମ ଲୋକମାନେ କହିଲେ ଯେ ଆମେ ହିନ୍ଦୁ।...

Read more

‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ରେ ‘ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ – ୨୦୨୫ ଉଦଘାଟିତ’; ବିଭିନ୍ନ ଜିଲ୍ଲାରୁ ୩୦ରୁ ଅଧିକ ଫଟୋ ସାମ୍ବାଦିକଙ୍କ ଅଂଶଗ୍ରହଣ

‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ରେ ‘ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ – ୨୦୨୫ ଉଦଘାଟିତ’; ବିଭିନ୍ନ ଜିଲ୍ଲାରୁ ୩୦ରୁ ଅଧିକ ଫଟୋ ସାମ୍ବାଦିକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର, ୦୨.୦୫.୨୦୨୫ : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଶୁକ୍ରବାର ସ୍ଥାନୀୟ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି...

Read more

ଓୟୁଏଟିରେ ନିର୍ମାଣଧୀନ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଓୟୁଏଟିରେ ନିର୍ମାଣଧୀନ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର- ୦୨/୦୫/୨୦୨୫: କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଇନ...

Read more

ଫେଲ୍‌ ମାରିଲା ଧୋନୀଙ୍କ କ୍ୟାପ୍ଟେନସିପ୍‌; ପ୍ଲେ ଅଫ୍‌ରୁ ବିଦା ହେଲା ସିଏସକେ

ପୁଣି ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ଵ ନେବେ ଧୋନି: ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଆଇପିଏଲ୍‌ର ସବୁଠୁ ସଫଳ ଟିମ୍‌ ଆଜି ପ୍ଲେ ଅଫ୍‌ରୁ ବିଦା । ଫେଲ୍‌ ମାରିଲା କ୍ୟାପ୍ଟେନସିପ୍‌, ଫେଲ୍‌ ମାରିଲା ଟିମ୍‌ । ନା ଚାଲିଲା ବ୍ୟାଟିଂର ଦମ୍‌ ନା ଚାଲିଲା ବୋଲିଂର ଯାଦୁ । ସବୁ ଡିପାର୍ଟମେଣ୍ଟରେ ଫେଲ୍‌ ମାରିଲା...

Read more

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥଙ୍କ କପାଟ; ୧୦୮ କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥଙ୍କ କପାଟ; ୧୦୮ କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର

ନୂଆଦିଲ୍ଲୀ: ଆଜିଠୁ ଦର୍ଶନ ଦେବେ କେଦାରନାଥ । ଖୋଲିଲା ବାବାଙ୍କ କପାଟ । ଆଜି ସକାଳ ପ୍ରାୟ ୭ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ ଦ୍ବାର । ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ...

Read more

କଶ୍ମୀରରେ ସୁରକ୍ଷାବଳର ଅପରେସନ ଜାରି, ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ

କଶ୍ମୀରରେ ସୁରକ୍ଷାବଳର ଅପରେସନ ଜାରି, ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମ ଆକ୍ରମଣ ପରେ କଶ୍ମୀରରେ ପୋଲିସ ଏବଂ ସେନାର ଅପରେସନ ଜାରି ରହିଛି । ଜମ୍ମୁ କଶ୍ମୀର ପୋଲିସ ଏବଂ ଏନଆଇଏ ଟିମ୍ ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖିଛି । ଏମାନଙ୍କୁ ପଚରାଉଚରା କରୁଛି...

Read more

ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ: ମୁହଁ ଖୋଲିଲେ ପୁରୀ ଦଇତାପତି କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ

ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ: ମୁହଁ ଖୋଲିଲେ ପୁରୀ ଦଇତାପତି କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ

ପୁରୀ : ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ନେଇ ମୁହଁ ଖୋଲିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ ।...

Read more

ପହଲଗାମ୍‌ର ୩ଟି ସ୍ଥାନକୁ ପଶିଥିଲେ ଆତଙ୍କବାଦୀ, କଡ଼ା ସୁରକ୍ଷା‌ ହେତୁ ପଣ୍ଡ ହୋଇଥିଲା ଆକ୍ରମଣ ଉଦ୍ୟମ

ପହଲଗାମ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି, ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

ପହଲଗାମ୍‌: ପହଲଗାମ୍‌ ଆକ୍ରମଣ ପରେ କମୁନାହିଁ ଭ‌ାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ। ଏହି ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏବେ ଶୁଣିବାକୁ ମିଳୁଛି ଯେ  ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ...

Read more

ଭୟରେ ପାକିସ୍ତାନ, ହାଫିଜ୍ ସଇଦର ବଢ଼ିଲା ସୁରକ୍ଷା

ଭୟରେ ପାକିସ୍ତାନ, ହାଫିଜ୍ ସଇଦର ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଛି ଉତ୍ତେଜନା ।  ଆତଙ୍କବାଦୀ ହାଫିଜ୍ ସଇଦର ସୁରକ୍ଷା ବୃଦ୍ଧି କରାଯାଇଛି ।  ଲାହୋରର ମୋହଲ୍ଲା ଜୋହରରେ ଥିବା ତାଙ୍କ ଘରକୁ ଏକ ଦୁର୍ଗରେ ପରିଣତ କରାଯାଇଛି ।  ତାଙ୍କ ବାସଭବନରେ ସୁରକ୍ଷା ସୁନିଶ୍ଚିତ...

Read more
Page 298 of 727 1 297 298 299 727

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.