ମୁଖ୍ୟ ଖବର

ପଳାତକ ଲଳିତ ମୋଦିଙ୍କୁ ମିଳିଲା ଭାନୁଆଟୁର ନାଗରିକତା

ପଳାତକ ଲଳିତ ମୋଦିଙ୍କୁ ମିଳିଲା ଭାନୁଆଟୁର ନାଗରିକତା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ତାଙ୍କର ଭାରତୀୟ ନାଗରିକତା ପରିତ୍ୟାଗ କରି ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଭାନୁଆଟୁ ଏକ ଛୋଟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଯାହା ଏହାର ଟିକସ-ଅନୁକୂଳ ନୀତି ଏବଂ...

Read more

ମାର୍ଚ୍ଚ ୧୦ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ମାର୍ଚ୍ଚ ୧୦ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବାରୁ ଆସନ୍ତା ସୋମବାର ମାର୍ଚ୍ଚ ୧୦ ତାରିଖ ଦିନ ଭୁବନେଶ୍ବର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ...

Read more

ଛତିଶା ନିଯୋଗର ବଡ଼ ନିଷ୍ପତ୍ତି: ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର

ଛତିଶା ନିଯୋଗର ବଡ଼ ନିଷ୍ପତ୍ତି: ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର

ପୁରୀ: ସୁରୁଖୁରୁରେ ହେବ ଶ୍ରୀଜିଉଙ୍କ ଦୋଳପୂର୍ଣ୍ଣିମା ନୀତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ବୈଠକରେ ଆସନ୍ତା ୧୩ ଓ ୧୪ ତାରିଖରେ ହେବାକୁ ଥିବା ମେଣ୍ଢା ପୋଡି...

Read more

ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର

ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ଏହାର ଦୁଇ ଦିନ ପରେ,...

Read more

୨୪ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ତାପମାତ୍ରା: ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା

୨୪ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ତାପମାତ୍ରା: ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଧବାର ପୂର୍ବାନୁମାନ କରିଛି ଯେ ଆଗାମୀ ୨୪ ଘଣ୍ଟା ପରେ ଓଡ଼ିଶାର ଅନେକ ଜିଲାରେ ଦିନର ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିବ। ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ୯ ତାରିଖରୁ ପଶ୍ଚିମା...

Read more

ଜୁଲାଇ ୩ ରୁ ଅମରନାଥ ଯାତ୍ରା ଆରମ୍ଭ, ଏମାନଙ୍କୁ ମିଳିବନି ଅନୁମତି…

ଜୁଲାଇ ୩ ରୁ ଅମରନାଥ ଯାତ୍ରା ଆରମ୍ଭ, ଏମାନଙ୍କୁ ମିଳିବନି ଅନୁମତି…

ନୂଆଦିଲ୍ଲୀ: ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ...

Read more

ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା: ଖୁସି ହେଲେ ମହିଳା

ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା: ଖୁସି ହେଲେ ମହିଳା

ଭୁବନେଶ୍ୱର: ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆକାଉଣ୍ଟକୁ ଆସିଲା ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପାଖାପାଖି ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିବା ନେଇ ପ୍ରାଥମିକ ଭାବରେ ସୂଚନା ମିଳିଛି ।...

Read more

ଦିନିକିଆ ଫର୍ମାଟରୁ ଅବସର ନେଲେ ବାଂଲାଦେଶ କ୍ରିକେଟର ମୁଶଫିକୁର ରହିମ

ଦିନିକିଆ ଫର୍ମାଟରୁ ଅବସର ନେଲେ ବାଂଲାଦେଶ କ୍ରିକେଟର ମୁଶଫିକୁର ରହିମ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ ବାଂଲାଦେଶ କ୍ରିକେଟ ଟିମର ୱିକେଟ କିପର ମୁଶଫିକୁର ରହିମ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ଅଷ୍ଟ୍ରେଲିଆ ଟିମର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟକୁ ଅଲବିଦା କହିଥିବା ବେଳେ ଆଜି ବାଂଲାଦେଶୀ କ୍ରିକେଟର ଦିନିକିଆ କ୍ରିକେଟକୁ...

Read more

ଆଜି ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା, କୋଟିଏ ଛୁଇଁବ ହିତାଧିକାରୀଙ୍କ ସଂଖ୍ୟା

ସୁଭଦ୍ରାକୁ ନେଇ ବଡ଼ ଖବର; ଏକାଥରେ ମିଳିବ ସୁଭଦ୍ରାର ୩ କିସ୍ତି ଟଙ୍କା

ଭୁବନେଶ୍ୱର: ଆଜି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ । ପଞ୍ଚମ ପର୍ଯ୍ୟାରେ ୨ ଲକ୍ଷ ୩୦ ହଜାରରରୁ ଅଧିକ ନୂଆ ହିତାଧିକାରୀଙ୍କୁ ସହାୟତା ରାଶି ମିଳିବ । ଏଥିସହ ଆଜି ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ...

Read more

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ?

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ?

ଭୁବନେଶ୍ବର: ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଶାସନକଳ ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗର ବିଷୟ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ...

Read more
Page 332 of 726 1 331 332 333 726

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.