ମୁଖ୍ୟ ଖବର

ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୫ ମୃତ

ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୫ ମୃତ

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ଏକ୍ସପ୍ରେସଓ୍ବେରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଯେଉଁଥିରେ ୩ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି। ନୋଏଡାଠାରୁ ପରୀଚୌକ୍‌...

Read more

ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲାେକ

ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲାେକ

ନୂଆଦିଲ୍ଲୀ: ପରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍‌...

Read more

ଗଡିଲା ବାରିପଦାରୁ ଭୁବନେଶ୍ବର ଜଗନ୍ନାଥ ଏକ୍ସପ୍ରେସ ବସ

ଗଡିଲା ବାରିପଦାରୁ ଭୁବନେଶ୍ବର ଜଗନ୍ନାଥ ଏକ୍ସପ୍ରେସ ବସ

ଭୁବନେଶ୍ବର: ବିଭିନ୍ନ ସ୍ଥାନରୁ ହାଇଟେକ ବସ ସେବା ଯୋଗାଉଥିବା ଓଡିଶା ରାଜ୍ୟ ପରିବହନ ନିଗମ ନୂଆ ନୂଆ ରୁଟ ଯୋଡିବାରେ ଲାଗିଛି। ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରୀମାନଙ୍କୁ ସୁଲଭ ଦରରେ ହାଇଟେକ ସୁବିଧା ଯାତ୍ରାର ବ୍ୟବସ୍ଥା କରିବାରେ ଲାଗିଛି। ସେହି...

Read more

ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ: ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ। ଯ’ଦ୍ଵାରା କି ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ...

Read more

ଡିସେମ୍ବର ୪ରେ ଅନୁଷ୍ଠିତ ହେବ ଭାରତୀୟ ନୌସେନାର ସମରାଭ୍ୟାସ

ଡିସେମ୍ବର ୪ରେ ଅନୁଷ୍ଠିତ ହେବ ଭାରତୀୟ ନୌସେନାର ସମରାଭ୍ୟାସ

ଭୁବନେଶ୍ଵର: ଚଳିତ ବର୍ଷ ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ । ଏହି ‘ଅପରେସନ ଡେମୋନଷ୍ଟ୍ରେସନ୍‌’ ବା ପରିଚାଳନାଗତ ପ୍ରଦର୍ଶନରେ ନୌସେନା ନିଜର ଅଜେୟ ସାମୁଦ୍ରିକ...

Read more
Page 446 of 723 1 445 446 447 723

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.