ମୁଖ୍ୟ ଖବର

ମହଙ୍ଗା ହେଲା ଏଲପିଜି ସିଲିଣ୍ଡରର ମୂଲ୍ୟ

ମହଙ୍ଗା ହେଲା ଏଲପିଜି ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ଯେତେବେଳେ ସମଗ୍ର ଦେଶ ଦୀପାବଳି ଉତ୍ସବରେ ବୁଡି ରହିଛନ୍ତି। ଏହି ସମୟରେ ସରକାରୀ ତୈଳ କମ୍ପାନୀଗୁଡିକ ମୁଦ୍ରାସ୍ଫୀତି ଉପରେ ଏକ ବଡ଼ ଝଟକା ଦେଇଛନ୍ତି। ଏହି କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। ଆଜିଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ...

Read more

‘ତିରୁପତି ମନ୍ଦିରରେ କେବଳ ହିନ୍ଦୁମାନେ କାମ କରିବେ’: ଟିଟିଡି ବୋର୍ଡର ନୂଆ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

‘ତିରୁପତି ମନ୍ଦିରରେ କେବଳ ହିନ୍ଦୁମାନେ କାମ କରିବେ’: ଟିଟିଡି ବୋର୍ଡର ନୂଆ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତିରୁମାଲା ଆୟର୍ଲାଣ୍ଡ ଦେବସ୍ଥାନମ (ଟିଟିଇ) ବୋର୍ଡର ଚେୟାରମ୍ୟାନ୍ ଭାବେ ବି.ଆର ନାଇଡୁଙ୍କୁ ନିଯୁକ୍ତି ଦିଆଯାଇଛି। ବୋର୍ଡର ନୂତନ ଚେୟାରମ୍ୟାନ୍ ହେବା ପରେ ସେ ଏକ ବଡ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ମନ୍ଦିର ପରିସରରେ ସମସ୍ତ ହିନ୍ଦୁ ଲୋକ...

Read more

ସୁଭଦ୍ରା ଟଙ୍କା: ଆଜି ଅପରାହ୍ନରେ ବୈଠକ

ସୁଭଦ୍ରା ଟଙ୍କା: ଆଜି ଅପରାହ୍ନରେ ବୈଠକ

ଭୁବନେଶ୍ୱର: ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ଦଫା ଟଙ୍କା ମିଳିବ ବୋଲି ସେ କହିଛନ୍ତି । ଯେଉଁମାନେ ବାଦ ପଡ଼ିଛନ୍ତି ସେମାନଙ୍କ ପାଇଁ ଗାଇଡଲାଇନ...

Read more

୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ

୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବହୁ ସମୟର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ...

Read more

ବାଘୁଣୀ ‘ଯମୁନା’ ଶିକାର କଲା ବାରହା

ବାଘୁଣୀ ‘ଯମୁନା’ ଶିକାର କଲା ବାରହା

ଭୁବନେଶ୍ବର: ଶିକାର କରି ଖାଇଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ଯମୁନା। ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ବାଘୁଣୀ ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ...

Read more

ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି, କହିଲେ- ଭାରତ ସହ ଲାଗିଲେ ଛାଡ଼ିବୁନି

ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି, କହିଲେ- ଭାରତ ସହ ଲାଗିଲେ ଛାଡ଼ିବୁନି

ନୂଆଦିଲ୍ଲୀ: ଗୁଜରାଟ କେୱାଡିଆରୁ ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି। ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି। ଆତଙ୍କୀଙ୍କୁ ଏଭଳି ଢଙ୍ଗରେ ଖୋଲା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଅର୍ବାନ ନକ୍ସଲକୁ ଟାର୍ଗେଟ କରିଛନ୍ତି। ଭାରତ ୱାନ ନେସନ ୱାନ...

Read more

ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଗସ୍ତରେ ଯିବେ। ଏଠାରେ ସେ ଓଡିଶା ପର୍ଯ୍ୟଟନ: ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି...

Read more

ଦୀପାବଳିରେ ଅଘଟଣ, ଜଳିଗଲା ୬୬ ଦୋକାନ

ଦୀପାବଳିରେ ଅଘଟଣ, ଜଳିଗଲା ୬୬ ଦୋକାନ

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୬୬ଟି...

Read more

ଏକ ନମ୍ବର ହାଟ ଫୁଟପାଥରୁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

ଏକ ନମ୍ବର ହାଟ ଫୁଟପାଥରୁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ରାଜ ରାସ୍ତାର ଫୁଟ ପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ବହୁ ପରିମାଣରେ ପୂଜା ସାମଗ୍ରୀ ମଧ୍ୟ ବିକ୍ରି ହୁଏ। କିନ୍ତୁ, ଆଜି ସେହି ଦୋକାନୀ ମାନଙ୍କ ପାଇଁ...

Read more

ତୃତୀୟ ଟେଷ୍ଟରେ ଖେଳିବେ ନାହିଁ ଜସପ୍ରୀତ ବୁମ୍ରା

ତୃତୀୟ ଟେଷ୍ଟରେ ଖେଳିବେ ନାହିଁ ଜସପ୍ରୀତ ବୁମ୍ରା

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ ଏହାପୂର୍ବରୁ ଭାରତୀୟ ଖେଳାଳି ଏକାଦଶ ସହ ଜଡିତ ବଡ ସୂଚନା ସାମ୍ନାକୁ ଆସୁଛି। ତୃତୀୟ...

Read more
Page 454 of 722 1 453 454 455 722

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.