ମୁଖ୍ୟ ଖବର

ସୋମବାର ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ସୋମବାର ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ...

Read more

ଟି-୨୦ରେ ଭାରତକୁ ହରାଇଲା ଜିମ୍ବାୱେ

ଟି-୨୦ରେ ଭାରତକୁ ହରାଇଲା ଜିମ୍ବାୱେ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ଟସ୍ ଜିତି ପ୍ରଥମେ ଭାରତୀୟ ଅଧିନାୟକ ଶୁଭମନ ଗିଲ ବୋଲିଂ ନିଷ୍ପତ୍ତି ନେଇଥିଲା ବେଳେ ବୋଲରମାନେ ତାଙ୍କ ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ...

Read more

ସିଂହଦ୍ୱାର ଆଗରେ ୩ରଥ

ସିଂହଦ୍ୱାର ଆଗରେ ୩ରଥ

ଭୁବନେଶ୍ବର: ସିଂହଦ୍ୱାର ଆଗରେରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

Read more

୨୦୨୩-୨୪ରେ ପ୍ରତିରକ୍ଷା ଉତ୍ପାଦନରେ ସର୍ବୋଚ୍ଚ ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

୨୦୨୩-୨୪ରେ ପ୍ରତିରକ୍ଷା ଉତ୍ପାଦନରେ ସର୍ବୋଚ୍ଚ ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରତିରକ୍ଷା ଉତ୍ପାଦନରେ ୨୦୨୩-୨୪ରେ ପଞ୍ଜୀକୃତ ହୋଇଥିବା ଭାରତର ସର୍ବୋଚ୍ଚ ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଗତ ଆର୍ଥିକ ବର୍ଷର ଉତ୍ପାଦନ ମୂଲ୍ୟ ତୁଳନାରେ ଚଳିତ ବର୍ଷ ଉତ୍ପାଦନ ୧୬.୮% ବୃଦ୍ଧି ପାଇ ୧,୨୬,୮୮୭ କୋଟି ଟଙ୍କା ହୋଇଛି।...

Read more

ରଥଯାତ୍ରାରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ

ରଥଯାତ୍ରାରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ ମଣ୍ଡଳୀ । ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ ସେବାୟତଙ୍କ ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଆସି ରଥଯାତ୍ରା...

Read more

ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଅଛି:ଜଷ୍ଟିସ ବିଶ୍ୱନାଥ ରଥ

ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଅଛି:ଜଷ୍ଟିସ ବିଶ୍ୱନାଥ ରଥ

ଭୁବନେଶ୍ୱର: କେବେ ରତ୍ନଭଣ୍ଡାର ଖୋଲାଯିବ ତାହା ଆସନ୍ତା ୯ ତାରିଖ ଦିନ ନିଷ୍ପତ୍ତି ନିଆଯିବ । ଆଜି ଅନୁଷ୍ଠିିତ ରତ୍ନଭଣ୍ଡାର କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି...

Read more

ଘୁଞ୍ଚିଲା ନିଟ ୟୁଜି କାଉନସେଲିଂ

ଘୁଞ୍ଚିଲା ନିଟ ୟୁଜି କାଉନସେଲିଂ

ନୂଆଦିଲ୍ଲୀ: ନିଟ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।  ଅଲ ଇଣ୍ଡିଆ କୋଟା ପାଇଁ ଆଜିଠାରୁ କାଉନସେଲିଂ ହେବାର ଥିଲା ।ଏଥର ପ୍ରଥମରୁ ହିଁ ବିବାଦରେ ରହିଆସିଛି ନିଟ୍ ପରୀକ୍ଷା...

Read more

ସମାଧାନ ହେଲା ସାମ୍ବାଦିକ ଓ ଜିଲ୍ଲାପାଳ ବିବାଦ

ସମାଧାନ ହେଲା ସାମ୍ବାଦିକ ଓ ଜିଲ୍ଲାପାଳ ବିବାଦ

ରଣପୁର (ଭିଓଭି)  : ଗତ ମାସରେ ବ୍ଲକ ସଭାଗୃହରେ ନୟାଗଡ ଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଅସମ୍ମାନ ଘଟଣା ଆଜି ସମାଧାନ ହୋଇଛି । ଆଜି ଅପରାହ୍ନରେ ନୟାଗଡ ଜିଲ୍ଲାପାଳ ସ୍ବେଧାଦେବ ସିଂ ରଣପୁର ବ୍ଲକ ବିଡ଼ିଓଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନଙ୍କୁ ଡାକି ଦୁଃଖ ପ୍ରକାଶ...

Read more

କେନ୍ଦ୍ରରେ ମୋଦୀ ସରକାରର ପତନ ହେବ, ‘ଇଣ୍ଡିଆ’ ମେଣ୍ଟ ସରକାର ଗଠନ ହେବ: ଲାଲୁ ଯାଦବ

କେନ୍ଦ୍ରରେ ମୋଦୀ ସରକାରର ପତନ ହେବ, ‘ଇଣ୍ଡିଆ’ ମେଣ୍ଟ ସରକାର ଗଠନ ହେବ: ଲାଲୁ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ରାଜଧାନୀ ପାଟନାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ମଧ୍ୟ ଭାଗ ନେଇଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ଲାଲୁ...

Read more

ଓଡିଶାର ଦୁଇ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବିଜେପି ଦେଲା ନୂଆ ଦାୟିତ୍ଵ

ଓଡିଶାର ଦୁଇ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବିଜେପି ଦେଲା ନୂଆ ଦାୟିତ୍ଵ

ଭୁବନେଶ୍ଵର: ଆଜି ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତି କରିଛି। ବିଜେପି ରାଷ୍ଟ୍ରୀୟ ଆଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିକ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ...

Read more
Page 565 of 720 1 564 565 566 720

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.