ମୁଖ୍ୟ ଖବର

ଗଜାନନ ବେଶରେ ଦର୍ଶନ ଦେଲେ ବିଶ୍ୱନିୟନ୍ତା

ଗଜାନନ ବେଶରେ ଦର୍ଶନ ଦେଲେ ବିଶ୍ୱନିୟନ୍ତା

ଭୁବନେଶ୍ବର: ପୁରୀଠାରେ ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହୋଇଛି ଦେବସ୍ନାନ ପୁର୍ଣିମା । ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି...

Read more

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ବିଭିନ୍ନ ନିଗମର ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଦିଆଗଲା ଅବ୍ୟାହତି

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ବିଭିନ୍ନ ନିଗମର ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଦିଆଗଲା ଅବ୍ୟାହତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Read more

ଇଂଲଣ୍ଡ ଠାରୁ ବିଜୟ ପରେ ସେମିଫାଇନାଲର ନିକଟତର ହେଲା ଦକ୍ଷିଣ ଆଫ୍ରିକା

ଇଂଲଣ୍ଡ ଠାରୁ ବିଜୟ ପରେ ସେମିଫାଇନାଲର ନିକଟତର ହେଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଛି। ଏହିପରି ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର କ୍ରମାଗତ ଷଷ୍ଠ ବିଜୟ ପଞ୍ଜିକରଣ କରିଛି। ଏଥି ସହିତ, ଏହି ବିଜୟ ପରେ, ଆଡେନ ମାର୍କ୍ରାମଙ୍କ ଦ୍ୱାରା ପରିଚାଳିତ ଦକ୍ଷିଣ...

Read more

ରାମ ମନ୍ଦିରର ମୁଖ୍ୟ ପୁରୋହିତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ

ରାମ ମନ୍ଦିରର ମୁଖ୍ୟ ପୁରୋହିତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇ ୧୨୧ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା କାଶୀର ମୁଖ୍ୟ ପୁରୋହିତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ପାଇବା ପରେ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଜାନୁଆରୀରେ...

Read more

NEET ପରୀକ୍ଷା ଠକେଇ ମାମଲାରେ ଝାଡଖଣ୍ଡର ଦେଓଘର୍ ଠାରୁ ୫ ଅପରାଧୀ ଗିରଫ

NEET ପରୀକ୍ଷା ଠକେଇ ମାମଲାରେ ଝାଡଖଣ୍ଡର ଦେଓଘର୍ ଠାରୁ ୫ ଅପରାଧୀ ଗିରଫ

ନୂଆଦିଲ୍ଲୀ: NEET ପେପର ଲିକ୍ ମାମଲାକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ଝାଡଖଣ୍ଡରୁ ଏକ ବଡ ଅପଡେଟ୍ ଆସିଛି। ଝାଡ଼ଖଣ୍ଡର ଦେଓଘରରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଯାହାଙ୍କୁ ବର୍ତ୍ତମାନ ପଚରାଉଚରା କରାଯିବ। NEET ପରୀକ୍ଷା ପେପର...

Read more

ଇଡକୋକୁ ରିପୋର୍ଟ ତଲବ କଲେ ଶିଳ୍ପମନ୍ତ୍ରୀ

ଇଡକୋକୁ ରିପୋର୍ଟ ତଲବ କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି । ରାଜ୍ୟରେ ଶିଳ୍ପ କ୍ଷେତ୍ରର ଷ୍ଟାଟସ, କେତେ ଜମି ବିକାଶ ହୋିଛି ସେ ନେଇ ମନ୍ତ୍ରୀ ତଥ୍ୟ ମାଗିଛନ୍ତି । ଏହାଛଡ଼ା କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି, କେତେ...

Read more

ସବୁ ଜିଲାକୁ ଛୁଇଁଲା ମୌସୁମୀ

ସବୁ ଜିଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଶୁକ୍ରବାର ସୁଦ୍ଧା ସବୁ ଜିଲାକୁ ମୌସୁମୀ ଛୁଇଁବା ପରେ ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଫଳରେ ଗ୍ରୀଷ୍ମ ଲହରିରେ ବ୍ରେକ୍‌ ଲାଗିବା ସହ ଲୋକଙ୍କୁ ଆଶ୍ବସ୍ତି ମିଳିଛି। ଏ ନେଇ...

Read more

କାଶ୍ମୀରରେ ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କାଶ୍ମୀରରେ ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ ‘ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ପରିବର୍ତ୍ତନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ...

Read more

ଆସନ୍ତାକାଲି କେବଳ ସିଂହଦ୍ୱାରରେ ପ୍ରବେଶ

ଆସନ୍ତାକାଲି କେବଳ ସିଂହଦ୍ୱାରରେ ପ୍ରବେଶ

ଭୁବନେଶ୍ୱର: ଆସନ୍ତା କାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ପୁରୀରେ ପ୍ରବଳ ଗହଳି ହେବ । ତେଣୁ ଶୃଙ୍ଖଳିତ ଦର୍ଶନ ତଥା ଭିଡକୁ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ...

Read more

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳି ମାଡ ହୋଇଛି। ସେ ଆଜି କଂଗ୍ରେସ ଭବନ ଭିତରକୁ ଯିବା ବେଳେ କେତେକ ଦୁର୍ବୁର୍ତ୍ତ ତାଙ୍କ ମୁହଁକୁ କାଳି ଫୋପାଡିଛନ୍ତି। ଫଳରେ ସେ ଭୟରେ ଭିତରକୁ ପଳାଇଯାଇଛନ୍ତି। ଏହି...

Read more
Page 577 of 719 1 576 577 578 719

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.