ମୁଖ୍ୟ ଖବର

ତୁରନ୍ତ ପଳାଅ…ଜେଲରେ ରଖି ପଇସା କାଇଁ ଖର୍ଚ୍ଚ କରିବୁ, ବାଂଲାଦେଶୀଙ୍କୁ ଶୁଭେନ୍ଦୁଙ୍କ ଚେତାବନୀ

ତୁରନ୍ତ ପଳାଅ…ଜେଲରେ ରଖି ପଇସା କାଇଁ ଖର୍ଚ୍ଚ କରିବୁ, ବାଂଲାଦେଶୀଙ୍କୁ ଶୁଭେନ୍ଦୁଙ୍କ ଚେତାବନୀ

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆକ୍ସନରେ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଏବଂ ଗାଇଡଲାଇନ ଜାରି କରିଛନ୍ତି । ସମସ୍ତ ଜିଲ୍ଲାଅଧିକାରୀ ନିଜ ନିଜ ଅଞ୍ଚଳରେ ହେଲ୍ଡିଂ ସେଣ୍ଟ ନିର୍ମାଣ କରି ଉଚିତ ଜାଗା ବାଛିବା...

Read more

ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ ? କାଲି ପିଏମ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ ? କାଲି ପିଏମ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ  ?  କାଲି ପିଏମ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଭେଟଘାଟ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବଢିଲା ଚର୍ଚ୍ଚା।...

Read more

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ପରୀକ୍ଷା ଫଳ : ବୁବୁନ ସାହୁ ଟପ୍ପର, ଦ୍ବିତୀୟରେ ଶୋଭନା ମହାନ୍ତି

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ପରୀକ୍ଷା ଫଳ : ବୁବୁନ ସାହୁ ଟପ୍ପର, ଦ୍ବିତୀୟରେ ଶୋଭନା ମହାନ୍ତି

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OPSC) -୨୦୨୪ ପରୀକ୍ଷା ଫଳ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଶହ କୃତକାର୍ଯ୍ୟ ହୋଇଛନ୍ତି । ୨ ଶହ ମଧ୍ୟରୁ ୭୮ ଜଣ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ବୁବୁନ ସାହୁ ହୋଇଛନ୍ତି ଟପ୍ପର...

Read more

ଯୁବ କଂଗ୍ରେସ ସିଜିମାଳି ବଞ୍ଚାଅ ପଦଯାତ୍ରାକୁ ପ୍ରବଳ ଜନ ସମର୍ଥନ, ପଦଯାତ୍ରାରେ ସାମିଲ ହେଲେ କୋରାପୁଟ ସାଂସଦ, କଂଗ୍ରେସ ବିଧାୟକ ଦଳର ନେତା ଏବଂ କଂଗ୍ରେସ ପ୍ରଭାରୀ

ଯୁବ କଂଗ୍ରେସ ସିଜିମାଳି ବଞ୍ଚାଅ ପଦଯାତ୍ରାକୁ ପ୍ରବଳ ଜନ ସମର୍ଥନ, ପଦଯାତ୍ରାରେ ସାମିଲ ହେଲେ କୋରାପୁଟ ସାଂସଦ, କଂଗ୍ରେସ ବିଧାୟକ ଦଳର ନେତା ଏବଂ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର ତା. ୨୬.୫.୨୬ ରିଖ: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଗତ ୫ ଦିନ ଧରି ସିଜିମାଳୀ ବିସ୍ଥାପିତ ଓ ପ୍ରଭାବିତ ମାନଙ୍କ ନ୍ୟାୟ ଦେବା ପାଇଁ ଯେଉଁ ପଦଯାତ୍ରା ଚାଲିଥିଲା ଆଜି ତାକୁ ସାମୁହିକ...

Read more

ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି, ଫସିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର କରୁଛି ସେନା

ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି, ଫସିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର କରୁଛି ସେନା

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ଲୋକପ୍ରିୟ ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଫସିଛନ୍ତି ଅନେକ ପର୍ଯ୍ୟଟକ । ପାଖାପାଖି ୩୦୦ ଲୋକ ରୋପୱେ କ୍ୟାବିନରେ ଫସିଥିବା ଆଶଙ୍କା କରାଯାଉଛି । ରୋପୱେ କ୍ୟାବିନରେ ହଠାତ୍ ରହିଯିବା ଯୋଗୁଁ...

Read more

ସସପେନ୍ସ ବଢ଼ାଇଲା ମୋହନଙ୍କ ଦିଲ୍ଲୀ ଗସ୍ତ, ଓଡ଼ିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋରଦାର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଏବେ ପୁରୀ ପୌରପାଳିକା ହେବ ମହାନଗର ନିଗମ

ଭୁବନେଶ୍ୱର : ସସପେନ୍ସ ବଢ଼ାଇଲା ମୋହନଙ୍କ ଦିଲ୍ଲୀ ଗସ୍ତ, ଓଡ଼ିଶା ବିଜେପିରେ ହଲଚଲ, କିଏ ହେବେ ନୂଆ ମନ୍ତ୍ରୀ? ଦିଲ୍ଲୀରେ ପ୍ରସ୍ତୁତି । ଓଡ଼ିଶାରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆସନ୍ତା ମାସରେ ଦୁଇ ବର୍ଷ ପୂରଣ କରିବାକୁ ଯାଉଛନ୍ତି...

Read more

୨୯ ଯାଏଁ ତାତିରୁ ନିସ୍ତାର ନାହିଁ, ଆଉ ୫ ଦିନ ତତଲା ତାୱାରେ ଭାଜି ହେବ ଓଡ଼ିଶା

ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି

ଭୁବନେଶ୍ୱର : ୨୯ ଯାଏଁ ତାତିରୁ ନିସ୍ତାର ନାହିଁ । ଆଉ ୫ ଦିନ ତତଲା ତାୱାରେ ଭାଜି ହେବ ଓଡ଼ିଶା । ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଏବଂ ୟେଲୋ ଆଲର୍ଟ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା ଜାରି...

Read more

ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ଦଳ ଭିତରେ ଉପେକ୍ଷା କରାଯାଉଥିଲା ଅଭିଯୋଗ

ବିଜେଡି ସାଂସଦଙ୍କ ବିସ୍ପୋରକ ସୂଚନା: କହିଲେ ଖୁବ ଶିଘ୍ର ନବୀନ ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ସହ ଗଢିବୁ ସରକାର

କଟକ : ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ । ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ​ଚିଠିରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ବ୍ୟକ୍ତ...

Read more

ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ

ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ । ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ସୁରକ୍ଷା ବଳୟ ନିକଟରେ ଏକ ସାଂଘାତିକ ଘଟଣା ଘଟିଯାଇଛି । ଜଣେ ସଶସ୍ତ୍ର ବନ୍ଧୁକଧାରୀ ହ୍ୱାଇଟ୍ ହାଉସ୍ ପରିସରକୁ ଗୁଳି ଚଳାଇବା ପରେ ଆମେରିକା...

Read more

GST ପରିସରରେ ଆସିବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ ଏହା କେତେ ଶସ୍ତା ହେବ?

GST ପରିସରରେ ଆସିବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ ଏହା କେତେ ଶସ୍ତା ହେବ?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ମୂଲ୍ୟ ସାଧାରଣ ଲୋକଙ୍କ ବଜେଟକୁ ଖରାପ କରିଦେଇଛି। କ୍ରମାଗତ ଭାବରେ ବଢ଼ୁଥିବା ମୂଲ୍ୟ ମଧ୍ୟରେ, ଏବେ ତେଲକୁ GST ପରିସରକୁ ଆଣିବା ପାଇଁ ଚାହିଦା ବୃଦ୍ଧି ପାଉଛି। ଯଦି ଏହା ହୁଏ, ତେବେ ଇନ୍ଧନ...

Read more
Page 58 of 730 1 57 58 59 730

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.