ଦେଶ ବିଦେଶ

ମିଆଁମାର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା; ରହିଛି ୬.୦ ତୀବ୍ରତା

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ଆସିପାରେ ସୁନାମି

ଟୋକିଓ: ମିଆଁମାର ପରେ ଥରିଲା ଜାପାନ । ଆଜି (ମଙ୍ଗଳବାର) ସଂଧ୍ୟାରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମିଆଁମାର ପରେ ଜାପାନରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର୍‌...

Read more

ସଂସଦର ଅଧିବେଶନ ପରେ ନୂଆ ବିଜେପି ସଭାପତିଙ୍କ ନାମ ଘୋଷଣା

ଡବଲ୍ୟୁଏଚଓର ଦକ୍ଷିଣ ପୂର୍ବ ଏସିଆର ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଏପ୍ରିଲ ୪ରେ ସଂସଦର ଅଧିବେଶନ ଶେଷ ହେବ । ଏହା ପରେ ଆରମ୍ଭ ହେବ ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପାଇଁ ପ୍ରକ୍ରିୟା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏପ୍ରିଲର ତୃତୀୟ ସପ୍ତାହ...

Read more

ଡିଜେଲ ଦର ୨ ଟଙ୍କା ବୃଦ୍ଧି କଲେ ସରକାର, ବଢିବ ଅତ୍ୟାବଶ୍ୟକ ସାମଗ୍ରୀ ଦର

ଡିଜେଲ ଦର ୨ ଟଙ୍କା ବୃଦ୍ଧି କଲେ ସରକାର, ବଢିବ ଅତ୍ୟାବଶ୍ୟକ ସାମଗ୍ରୀ ଦର

ବେଙ୍ଗାଲୁରୁ: ଏପ୍ରିଲ ୧ ତାରିଖରୁ ଡିଜେଲ ଉପରେ ବିକ୍ରି କର (କେଏସଟି) ୧୮.୪%ରୁ ୨୧.୧୭%କୁ ବୃଦ୍ଧି କରିଛନ୍ତି ସରକାର। ଏହି ନିଷ୍ପତ୍ତି ଫଳରେ ଡିଜେଲର ଦର ପ୍ରତି ଲିଟରରେ ୨ରୁ ୨.୭୫ ଟଙ୍କା ବଢ଼ିଛି। କର୍ଣ୍ଣାଟକ ସରକାର ଏହିପରି ଏକ ନିଷ୍ପତ୍ତି ନେଇଛନ୍ତି...

Read more

ଓ୍ୱାକଫ୍‌ ବିଲକୁ ନେଇ କଣ ରହିଛି ବିବାଦ, ସରକାରକୁ କାହିଁକି ବିରୋଧ କରୁଛନ୍ତି ବିରୋଧୀ?

୨୫ରୁ ସଂସଦୀୟ ଶୀତ ଅଧିବେଶନ

ନୂଆଦିଲ୍ଲୀ: ଆଜି ୨ ଏପ୍ରିଲ୍‌ରେ ସଂସଦରେ ଓ୍ୱାକଫ୍‌ ସଂଶୋଧନ ବିଲ୍‌ ଆଗତ ହେବ। ସରକାର ପ୍ରଥମେ ଏହାକୁ ଲୋକସଭାରେ ଉପସ୍ଥାପନ କରିବେ। ଏହା ୪ ଏପ୍ରିଲ୍‌ ପର୍ଯ୍ୟନ୍ତ ଚାଲିବ। ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୨୯ରେ କହିଥିଲେ ଯେ ଏହି ବଜେଟ୍‌...

Read more

Ghibli ଆର୍ଟର ପ୍ରଭାବ, 40 ବିଲିୟନ ଡଲାର ରୋଜଗାର କଲା OpenAI, କମ୍ପାନୀର ମୂଲ୍ୟ ବୃଦ୍ଧି

Ghibli ଆର୍ଟର ପ୍ରଭାବ, 40 ବିଲିୟନ ଡଲାର ରୋଜଗାର କଲା OpenAI, କମ୍ପାନୀର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଗିବଲି ଆର୍ଟ ଚିତ୍ର ପାଇଁ ଏକ ଜବରଦସ୍ତ କ୍ରେଜ୍ ସାରା ବିଶ୍ୱରେ ଦେଖାଯାଉଛି। OpenAIର ଚାଟବଟ୍ ଚାଟ୍ ଜିପିଟିରେ ପ୍ରତିଛବି ଉତ୍ପାଦନ ବିକଳ୍ପରେ ଗିବଲି ଆର୍ଟର ଏକ ବୈଶିଷ୍ଟ୍ୟ ଅଛି। ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଓପନ୍...

Read more

SBI ଡିଜିଟାଲ ସେବା ୩ ଘଣ୍ଟା ପାଇଁ ବନ୍ଦ, ATM ବ୍ୟବହାର ପାଇଁ ପରାମର୍ଶ

SBI ଡିଜିଟାଲ ସେବା ୩ ଘଣ୍ଟା ପାଇଁ ବନ୍ଦ, ATM ବ୍ୟବହାର ପାଇଁ ପରାମର୍ଶ

ନୂଆଦିଲ୍ଲୀ: SBIର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହୋଇଛି ।  ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍ ସର୍ଭିସ ।...

Read more

ମିଆଁମାର ଭୂମିକମ୍ପ: ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି

ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା, ୧୦୦୦ ଟପିଲା

ନୂଆଦିଲ୍ଲୀ: ଗତ ଶୁକ୍ରବାର ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଲଗାତାର ତିନି ଥର ଭୟଙ୍କର ଭୂମିକମ୍ପ ଘଟିଛି । ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୭୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪୦୦ ଜଣ ହୋଇଥିବା ନେଇ ସୂଚନା ମିଳିଛି । ଏହି...

Read more

କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନ? କହିଲେ “ଗାଈ ଆମର ମା”….

ସୁରକ୍ଷିତ ନୁହଁନ୍ତି ସୁପରଷ୍ଟାର ସଲମାନ ଖାନ!: ହତ୍ୟା ଉଦ୍ୟମର ଆଉ ଏକ ଷଡଯନ୍ତ୍ର, ଚାରି ଗିରଫ

ନୂଆଦିଲ୍ଲୀ: ସଲମାନ ଖାନ ଏହି ନାଁ ହିଁ କାଫି ତାଙ୍କ ପରିଚୟ ପାଇଁ । ବଲିଉଡର ବଡ ବଡ ଷ୍ଟାର ମାନଙ୍କ ଭିତରୁ ସେ ଅନ୍ୟତମ । ତାଙ୍କର ୩୦ ବର୍ଷର କ୍ୟାରିଅରରେ ଏକ ବିଶାଳ ଫ୍ୟାନ୍ ବେସ୍ ହାସଲ କରିଛନ୍ତି...

Read more

‘ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ …’: ପଶ୍ଚିମବଙ୍ଗ ସିଏମଙ୍କୁ ଟାର୍ଗେଟ କରି କହିଲା ଶିବସେନା

‘ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ …’: ପଶ୍ଚିମବଙ୍ଗ ସିଏମଙ୍କୁ ଟାର୍ଗେଟ କରି କହିଲା ଶିବସେନା

ମୁମ୍ବାଇ: ଗୋଟିଏ ପଟେ ସମଗ୍ର ଦେଶରେ ଇଦ୍ ଉତ୍ସବ ପାଳନ କରାଯାଉଥିବାବେଳେ ଅନ୍ୟ ପଟେ ରାଜନୈତିକ ବିବୃତ୍ତି ଯୋଗୁଁ ପରିବେଶ ଉତ୍ତପ୍ତ ରହିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତ୍ତି ଉପରେ ଶିବସେନା ନେତା ମନୀଷା କାୟନ୍ଦେ କଡା ଆକ୍ରମଣ କରିଛନ୍ତି। ସେ...

Read more

ଆଜି ମୁମ୍ବାଇ ଇଣ୍ଡିଆନ୍ସଙ୍କ ସାମ୍ନାରେ କେକେଆରର କଡା ଚ୍ୟାଲେଞ୍ଜ, ଜାଣନ୍ତୁ ଉଭୟ ଦଳର ରେକର୍ଡ

ଆଜି ମୁମ୍ବାଇ ଇଣ୍ଡିଆନ୍ସଙ୍କ ସାମ୍ନାରେ କେକେଆରର କଡା ଚ୍ୟାଲେଞ୍ଜ, ଜାଣନ୍ତୁ ଉଭୟ ଦଳର ରେକର୍ଡ

ନୂଆଦିଲ୍ଲୀ: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର ଦଳ ମୁହାଁମୁହିଁ ହେବେ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଉଭୟ ଦଳ ମୁକାବିଲା କରିବେ। ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7.30 ରେ ଆରମ୍ଭ ହେବ। ହାର୍ଦ୍ଦିକ...

Read more
Page 118 of 258 1 117 118 119 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.