ଦେଶ ବିଦେଶ

କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୨ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ବିଗତ ୪୩ ବର୍ଷ ମଧ୍ୟରେ ଗଲ୍‌ଫ ଦେଶକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ୧୯୮୧ରେ ଶେଷ ଥର ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କୁଏତ...

Read more

କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନଙ୍କ ବାସଭବନରେ କ୍ରିଷ୍ଟମାସ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନଙ୍କ ବାସଭବନରେ କ୍ରିଷ୍ଟମାସ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନଙ୍କ ବାସଭବନରେ ଅନୁଷ୍ଠିତ କ୍ରିଷ୍ଟମାସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବା ସହ ଖ୍ରୀଷ୍ଟିଆନ ସମୁଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଭାବ ବିନିମୟ କରିଥିଲେ। ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି: “କେନ୍ଦ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିଏନ ଜୀଙ୍କ ବାସଭବନରେ କ୍ରିଷ୍ଟମାସ ଉତ୍ସବରେ...

Read more

ଗ୍ୟାସ ଟ୍ୟାଙ୍କରରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ: ୮ ମୃତ, ୩୫ ଆହତ

ଗ୍ୟାସ ଟ୍ୟାଙ୍କରରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ: ୮ ମୃତ, ୩୫ ଆହତ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରର ଭାଙ୍କରୋଟା ପେଟ୍ରୋଲ ପମ୍ପ ନିକଟରେ ଏକ ଗ୍ୟାସ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି। ଯାହା ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।ବହୁ...

Read more

ଇତିହାସ ରଚିଲେ ଭାରତୀୟ ମହିଳା ଦଳ: ରେକର୍ଡ ଟି -20 ର ସର୍ବାଧିକ ସ୍କୋରର ରେକର୍ଡ

ଇତିହାସ ରଚିଲେ ଭାରତୀୟ ମହିଳା ଦଳ: ରେକର୍ଡ ଟି -20 ର ସର୍ବାଧିକ ସ୍କୋରର ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜରେ ୱେଷ୍ଟଇଣ୍ଡିଜକୁ 2-1ରେ ପରାସ୍ତ କରିଛି। ଭାରତ ସିରିଜର ଶେଷ ମ୍ୟାଚକୁ 60 ରନ୍ ରେ ଜିତିଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ବଡ଼ ରେକର୍ଡ ସୃଷ୍ଟି...

Read more

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ପରଲୋକ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଆଜି ପରଲୋକ ହୋଇଯିୟାଇଛି। ସେ ତାଙ୍କ ଗୁରୁଗ୍ରାମ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।...

Read more

ମୋ ଆଣ୍ଠୁରେ ଆଘାତ ଲାଗିଛି:ଖଡ଼ଗେ

ମୋ ଆଣ୍ଠୁରେ ଆଘାତ ଲାଗିଛି:ଖଡ଼ଗେ

ନୂଆଦିଲ୍ଲୀ: ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ...

Read more

କେରଳରେ ପୁଣି ମଙ୍କିପକ୍ସ ଆତଙ୍କ

କେରଳରେ ପୁଣି ମଙ୍କିପକ୍ସ ଆତଙ୍କ

ନୂଆଦିଲ୍ଲୀ: କେରଳରେ ପୁଣି ଥରେ ମଙ୍କିପକ୍ସ (ଏମ୍‌ପକ୍ସ) ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ୟୁଏଇରୁ ଫେରିଥିବା ଜଣାପଡ଼ିଛି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରେ ୨ଟି ମଙ୍କିପକ୍ସ ମାମଲା ସାମ୍ନାକୁ...

Read more

ବାବା ସାହେବଙ୍କ ଉପରେ ଅମିତ ଶାହାଙ୍କ ବିବୃତ୍ତି ମାମଲା: ଜେଡିୟୁ ପରେ ନିଜର ମତ ରଖିଲେ ଚିରାଗ

ବାବା ସାହେବଙ୍କ ଉପରେ ଅମିତ ଶାହାଙ୍କ ବିବୃତ୍ତି ମାମଲା: ଜେଡିୟୁ ପରେ ନିଜର ମତ ରଖିଲେ ଚିରାଗ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କହିଥିଲେ ଯେ “ବର୍ତ୍ତମାନ ଆମ୍ବେଦକରଙ୍କ ନାମ ନେବା ଏକ ଫ୍ୟାଶନରେ ପରିଣତ ହୋଇଛି। ଯଦି ଆପଣ ଭଗବାନଙ୍କ ନାମ ନେଇଥାନ୍ତେ, ତେବେ ଆପଣ ସାତୋଟି ଜନ୍ମ ପାଇଁ ସ୍ୱର୍ଗକୁ ଯାଇଥାନ୍ତେ।” ଏବେ ଏହି...

Read more
Page 119 of 229 1 118 119 120 229

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.