ଦେଶ ବିଦେଶ

୮ କୋଟିରୁ ଉର୍ଦ୍ଧ୍ଵ ଡ୍ରଗ୍ସ ଜବତ, ଅମୃତସର ବିମାନ ବନ୍ଦରରେ ଧରା ପଡିଲେ ମାଲେସିଆର ଯାତ୍ରୀ

୮ କୋଟିରୁ ଉର୍ଦ୍ଧ୍ଵ ଡ୍ରଗ୍ସ ଜବତ, ଅମୃତସର ବିମାନ ବନ୍ଦରରେ ଧରା ପଡିଲେ ମାଲେସିଆର ଯାତ୍ରୀ

ନୂଆଦିଲ୍ଲୀ : ଅମୃତସର ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ପ୍ରାୟ ୮ କୋଟି ଟଙ୍କା ମୂଲ୍ୟର ନିଶା ଦ୍ରବ୍ୟ ମାମଲାରେ ଗିରଫ କରାଯାଇଛି। କଷ୍ଟମ୍ସ ଅଧିକାରୀମାନେ ଆଜି ଏହି ସୂଚନା ଦେଇଛନ୍ତି। ଗିରଫ ଯାତ୍ରୀଙ୍କ ନାମ ମନଦୀପ ସିଂ। ଅଧିକାରୀ କହିଛନ୍ତି ଯେ,...

Read more

ପାକିସ୍ତାନ ନମ୍ବରରୁ ମହାରାଷ୍ଟ୍ର ସିଏମ କାର୍ଯ୍ୟାଳୟ ଉପରେ ଆକ୍ରମଣର ଧମକ

ପାକିସ୍ତାନ ନମ୍ବରରୁ ମହାରାଷ୍ଟ୍ର ସିଏମ କାର୍ଯ୍ୟାଳୟ ଉପରେ ଆକ୍ରମଣର ଧମକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇ ଟ୍ରାଫିକ୍ ପୋଲିସ ହ୍ଵାଟସ୍ ଆପ୍ ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଏହି ବିପଦ ସମ୍ପର୍କରେ ସୂଚନା ପାଇବା ପରେ ମୁମ୍ବାଇର ୱର୍ଲି ପୋଲିସ ଏକ ମାମଲା ରୁଜୁ...

Read more

ତୁହିନ କାନ୍ତ ପାଣ୍ଡେ SEBI ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ

ତୁହିନ କାନ୍ତ ପାଣ୍ଡେ SEBI ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଛନ୍ତି । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ । ତାଙ୍କର କାର୍ଯ୍ୟକାଳ ଏହି...

Read more

ଦିଲ୍ଲୀ ବିଧାନସଭା ପରିସରରେ ଏଏପି ର ବିଧାୟକମାନଙ୍କୁ ମିଳିଲାନି ପ୍ରବେଶ

ଦିଲ୍ଲୀ ବିଧାନସଭା ପରିସରରେ ଏଏପି ର ବିଧାୟକମାନଙ୍କୁ ମିଳିଲାନି ପ୍ରବେଶ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଅଧିବେଶନର ତୃତୀୟ ଦିନ। ଏହି ସମୟରେ ବିରୋଧୀ ଦଳ ଆମ୍ ଆଦମୀ ପାର୍ଟି (ଏଏପି) ର ବିଧାୟକମାନଙ୍କୁ ଦିଲ୍ଲୀ ବିଧାନସଭା ପରିସରରେ ପ୍ରବେଶ ବନ୍ଦ କରାଯାଇଛି। ଅଧିବେଶନର ଦ୍ୱିତୀୟ ଦିନରେ ୨୧ ଜଣ AAP ବିଧାୟକଙ୍କୁ...

Read more

ଭୂକମ୍ପରେ ଥରିଲା ଆସାମ, ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ

ଭୂକମ୍ପରେ ଥରିଲା ଆସାମ, ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆସାମ । ଆସାମ ମୋରିଗାଓଁରେ ଭୂକମ୍ପ। ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ...

Read more

ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ମୋଦୀ

ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ମୋଦୀ

ନୂଆଦିଲ୍ଲୀ: ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ଭାବେ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ସେ କହିଛନ୍ତି ଯେ ଏହା ହେଉଛି ପରିବର୍ତ୍ତନର...

Read more

ସୁଦାନରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୧୯ ମୃତ

ସୁଦାନରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୧୯ ମୃତ

ନୂଆଦିଲ୍ଲୀ: ଓମଡୁରମାନ ସହରରେ ସୁଦାନର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସାମରିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସେନାରେ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି...

Read more
Page 126 of 257 1 125 126 127 257

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.