ଦେଶ ବିଦେଶ

ଝାଡଖଣ୍ଡର ବିଜେପି ଲଢିବ ୬୮ଟି ଆସନ

ଝାଡଖଣ୍ଡର ବିଜେପି ଲଢିବ ୬୮ଟି ଆସନ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଛି। ଆଜି ବିଜେପି ଏବଂ ଆଜସୁ ରାଞ୍ଚିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବାଣ୍ଟିବା ଘୋଷଣା କରିଛନ୍ତି। ଝାଡ଼ଖଣ୍ଡର ଏନଡିଏ ମଧ୍ୟରେ ବିଜେପି...

Read more

ପୁଣି ସଲମାନଙ୍କୁ ହତ୍ୟା ଧମକ

ପୁଣି ସଲମାନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ:ନିକଟରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କର ଜୀବନ ପ୍ରତି ରହିଛି ଘୋର ବିପଦ। ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ ଚାଲିଛି ଲରେନ୍ସ ଗ୍ୟାଙ୍ଗ। ଏବେ ପୁଣି ସଲମାନଙ୍କୁ ହତ୍ୟା କରିବାକୁ ମିଳିଛି...

Read more

ଇସ୍ରାଏଲ ଆକ୍ରମଣରେ ହମାସ ନେତା ୟାହିୟା ସିନୱାର ନିହତ

ଇସ୍ରାଏଲ ଆକ୍ରମଣରେ ହମାସ ନେତା ୟାହିୟା ସିନୱାର ନିହତ

ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ହମାସ ବିପକ୍ଷରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବହୁତ ସଫଳତା ହାସଲ କରିଛି। ଗୁରୁବାର ଦିନ ହମାସ ନେତା ୟାହିୟା ସିନୱାରଙ୍କ ହତ୍ୟାକୁ ଇସ୍ରାଏଲ ନିଶ୍ଚିତ କରିଛି। ଆଇଡିଏଫ୍ ସୂଚନା ଦେଇଛି ଯେ, ସେମାନେ ହମାସ...

Read more

୨ ମାସ ପୂର୍ବରୁ ଟ୍ରେନ ଟିକେଟ ବୁକିଂ

୨ ମାସ ପୂର୍ବରୁ ଟ୍ରେନ ଟିକେଟ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ରେଳ ଟିକେଟ୍ ବୁକିଂର ନିୟମ ପରିବର୍ତ୍ତନ କରିଛି। ବର୍ତ୍ତମାନ 120 ଦିନ ପରିବର୍ତ୍ତେ, ଆପଣ 60 ଦିନ ପୂର୍ବରୁ ଟିକେଟ୍ ବୁକ୍ କରିପାରିବେ। ଆଜି ରେଳ ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଅଗ୍ରୀମ ସଂରକ୍ଷଣର ସମୟସୀମା...

Read more

ଜଷ୍ଟିସ ସଞ୍ଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ସଞ୍ଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅବସର ପରେ ସେ ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି...

Read more

ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ରାଜନୀତିରେ ପ୍ରବେଶ

ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ରାଜନୀତିରେ ପ୍ରବେଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଆରଏସ ଅଧିକାରୀ ସମୀର ୱାନଖେଡେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ସମୀର ଶିବସେନା ଏକନାଥ ସିନ୍ଦେ ଦଳରେ ଯୋଗଦେବେ। ସମୀର ୱାନଖେଡେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି। ବାସ୍ତବରେ, ରାଜନୀତିରେ ପ୍ରବେଶ କରିବା...

Read more

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାୟବ ସିଂ ସୈନି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାୟବ ସିଂ ସୈନି

ନୂଆଦିଲ୍ଲୀ: ବିଜେପି ନେତା ନାୟବ ସିଂ ସୈନି ହରିୟଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ନାୟବ ସିଂଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଏବଂ ଏନଡିଏର ବରିଷ୍ଠ...

Read more

ଭାରତ ୪୬ରନରେ ଅଲଆଉଟ

ଭାରତ ୪୬ରନରେ ଅଲଆଉଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ଭାରତୀୟ ଟିମ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ କୌଣସି ରନ ନକରି ଅର୍ଥାତ ଶୂନରେ ମୋଟ ୫...

Read more
Page 139 of 229 1 138 139 140 229

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.