ଦେଶ ବିଦେଶ

ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ; ୪ ମୃତ

ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ; ୪ ମୃତ

ନୂଆଦିଲ୍ଲୀ: ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି। ଏହା ସହ ଜମ୍ମୁ-ପଠାନକୋଟ ଏନ୍‌ଏଚ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଘର ପୋତି ହୋଇଯାଇଥିବା ଅନୁମାନ କରାଯାଉଛି...

Read more

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ, ହେଲେ ଯୁଦ୍ଧ ଶେଷ କରିବା ପାଇଁ ବାହାରିପାରିଲାନି ନିଷ୍କର୍ସ

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ, ହେଲେ ଯୁଦ୍ଧ ଶେଷ କରିବା ପାଇଁ ବାହାରିପାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ...

Read more

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ଭାରତକୁ ସୁରକ୍ଷା ଦେବ ‘ସୁଦର୍ଶନ ଚକ୍ର’, ନିର୍ମାଣ କରିବେ ଯୁବପିଢି

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ଭାରତକୁ ସୁରକ୍ଷା ଦେବ ‘ସୁଦର୍ଶନ ଚକ୍ର’, ନିର୍ମାଣ କରିବେ ଯୁବପିଢି

ନୂଆଦିଲ୍ଲୀ: ଆଜି ଦେଶ ୭୯ତମ ଦିବସ ପାଳନ କରୁଛି । ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଲାଲକିଲ୍ଲାରରୁ ଆତଙ୍କବାଦକୁ ଟାର୍ଗେଟ କରିବା ସହିତ ଅପରେସନ ସିନ୍ଦୂର ବିଷୟରେ ବର୍ଣ୍ଣନା କରିଥିଲେ । ଦେଶର ଶତ୍ରୁକୁ ବୀର ଯବାନ କିଭଳି...

Read more

ପାକିସ୍ତାନରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ଏଯାଏଁ ୨୪ ମୃତ

ପାକିସ୍ତାନରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ଏଯାଏଁ ୨୪ ମୃତ

ପାକିସ୍ତାନ : ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଗତ ଦୁଇଦିନ ହେଲାଣି ଲଗାତାର ବର୍ଷା ହେବା କାରଣରୁ ବନ୍ୟା ଏବଂ ଭୂସ୍ଖଳନ ଘଟଣାରେ ଅତିକମରେ ୨୪ ଜଣଙ୍କର ମ୍ତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି ।...

Read more

ଓଟିପିସିଏଲର ପୂର୍ବତନ ନିର୍ଦ୍ଦେଶକ ସମୀର ସ୍ୱାଇଁଙ୍କ ବହିଷ୍କାର ଆଦେଶ ରଦ୍ଦ

ଓଟିପିସିଏଲର ପୂର୍ବତନ ନିର୍ଦ୍ଦେଶକ ସମୀର ସ୍ୱାଇଁଙ୍କ ବହିଷ୍କାର ଆଦେଶ ରଦ୍ଦ

କଟକ: ଓଟିପିସିଏଲର ଅର୍ଥ ବିଭାଗ ପୂର୍ବତନ ନିର୍ଦ୍ଦେଶକ ସମୀର ସ୍ୱାଇଁଙ୍କ ସେବାକୁ କୌଣସି କାରଣ ଉଲ୍ଲେଖ ନକରି, “ତାଙ୍କର ସେବାର ଅବ୍ୟାହତତା ସଂସ୍ଥାର ହିତପ୍ରତି କ୍ଷତିକାରକ ହେବ” ବୋଲି କହି, ତାଙ୍କୁ ତରବରିଆ ଭାବରେ ସେବା ନିବୃତ କରାଯାଇଥିଲା। ଏହି ବିଷୟକୁ...

Read more

ବୁଲା କୁକୁରଙ୍କୁ ହଟାଇବା ମାମଲା, ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ବୁଲା କୁକୁରଙ୍କୁ ହଟାଇବା ମାମଲା, ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବୁଲା କୁକୁର ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ୩ ଜଣିଆ ଖଣ୍ଡପୀଠ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହଟ୍ଟା ଓ ଜଷ୍ଟିସ...

Read more

ସ୍ବାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ପଦକ, ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ସ୍ବାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ପଦକ, ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧ହଜାର ୯୦ଙ୍କୁ ମିଳିବ ମେଡାଲ । ପୋଲିସ, ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ ।...

Read more

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ତାଣ୍ଡବ, ଆଗାମୀ ୩ ଦିନ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ବନ୍ଦ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ତାଣ୍ଡବ, ଆଗାମୀ ୩ ଦିନ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ବନ୍ଦ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍ ଆଲର୍ଟ ଜାରି କରିଛି । ଏହା ସହିତ ଅତ୍ୟାବଶ୍ୟକ ନହେଲେ ଘରୁ ନବାହାରିବାକୁ ଲୋକଙ୍କୁ...

Read more

ରୁଷରେ ଭୂମିକମ୍ପ ଅନୁଭୂତ, ତୀବ୍ରତା ୬.୦

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ନୂଆଦିଲ୍ଲୀ: ରୁଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । USGS ଭୂମିକମ୍ପ କହିଛି, ଗତକାଲି ରାତିରେ ରୁଷର ସେଭେରୋ-କୁରିଲସ୍କର ପୂର୍ବ ଦକ୍ଷିଣ-ପୂର୍ବରେ ୨୬୭ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ...

Read more

ଅପରେସନ ସିନ୍ଦୂର ପ୍ଲାନ କିପରି ହୋଇଥିଲା, ସ୍ପଷ୍ଟ କଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ

ଅପରେସନ ସିନ୍ଦୂର ପ୍ଲାନ କିପରି ହୋଇଥିଲା, ସ୍ପଷ୍ଟ କଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ

ନୂଆଦିଲ୍ଲୀ: ମୁକ୍ତ ହସ୍ତରେ ଅପରେସନ ସିନ୍ଦୂର ହୋଇଥିଲା । ବାୟୁସେନା ମୁଖ୍ୟଙ୍କ ପରେ ଏହା ସ୍ପଷ୍ଟ କଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ସେନାର ପଦକ୍ଷେପ ସମ୍ପର୍କରେ କହିଛନ୍ତି ସେନାମୁଖ୍ୟ...

Read more
Page 47 of 230 1 46 47 48 230

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.