ଦେଶ ବିଦେଶ

ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାପ କମାଇବା ପାଇଁ ସୁପ୍ରିମକୋର୍ଟ ଆଣିଲେ ଗାଇଡଲାଇନ

ନିର୍ବାଚନ କମିଶନଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ଇଭିଏମ୍ ତଥ୍ୟ ଡିଲିଟ୍ ନକରୁ ଆୟୋଗ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବା ଏକ ବ୍ୟବସ୍ଥାପକ ବିଫଳତା ବୋଲି ସୁପ୍ରିମକୋର୍ଟ ମତପ୍ରକାଶ କରିବା ସହିତ ଜୀବନ ହାରିବା ରୋକିବାକୁ ୧୫ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଦେଶର ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ...

Read more

ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନସନ୍, ଏହି ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନସନ୍, ଏହି ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନସନ୍ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଏହାର...

Read more

ଜମ୍ମୁ କଶ୍ମୀର ଡୋଡାରେ ଭୂକମ୍ପ ଝଟକା, ତୀବ୍ରତା ୪.୧

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୧ ରହିଛି । ସୂଚନା ମୁତାବକ, ଭୂକମ୍ପ ଯୋଗୁଁ ଏଯାଏଁ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ । ଭୂକମ୍ପର କେନ୍ଦ୍ର ୫ କିମି ଗଭୀରତା ଜଣାପଡିଛି ।...

Read more

ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୨୫ଟି OTT ପ୍ଲାଟଫର୍ମ ଏବଂ ୱେବସାଇଟ୍ ବ୍ୟାନ୍

ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୨୫ଟି OTT ପ୍ଲାଟଫର୍ମ ଏବଂ ୱେବସାଇଟ୍ ବ୍ୟାନ୍

ନୂଆଦିଲ୍ଲୀ: ୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ULLU, ALTT, Desiflix, Big Shots ଭଳି ଅନେକ ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ...

Read more

ରାଜ୍ୟସଭାରେ ଅମିତ ଶାହଙ୍କ ପ୍ରସ୍ତାବ ପାସ୍, ମଣିପୁରରେ ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି

ରାଜ୍ୟସଭାରେ ଅମିତ ଶାହଙ୍କ ପ୍ରସ୍ତାବ ପାସ୍, ମଣିପୁରରେ ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟସଭାରୁ ମଣିପୁରରେ ରାଷ୍ଟ୍ରପତି ଶାସନକୁ ୬ମାସ ପାଇଁ ବଢାଇ ଦିଆଯାଇଛି । ଏହି ଶାସନ ଅଗଷ୍ଟ ୧୩, ୨୦୨୫ ରୁ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ଏବଂ ରାଜନୈତିକ...

Read more

ଆଜି ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓ୍ବାର ୨’ ର ଟ୍ରେଲର

ଆଜି ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓ୍ବାର ୨’ ର ଟ୍ରେଲର

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି । ହ୍ରିତ୍ବିକ ରୋଶନ ,ଜୁନିୟର ଏନଟିଆର ଏବଂ କିଆରା ଆଡଭାନୀ ଅଭିନୀତ ୱାର ୨ ର ବହୁ ପ୍ରତିକ୍ଷୀତ ଟ୍ରେଲର ରିଲିଜ୍ ହୋଇଛି । ଯେଉଁ ସମୟରୁ ଏହାର ଟ୍ରେଲର ରିଲିଜ ହୋଇଛି ସେହି...

Read more

ଭାରତ-ବ୍ରିଟେନ ମଧ୍ୟରେ ଚୁକ୍ତି… ପୋଷାକ, ଜୋତା ଓ ଏହି ସବୁ ଜିନିଷ ହୋଇଯିବ ଶସ୍ତା

ଭାରତ-ବ୍ରିଟେନ ମଧ୍ୟରେ ଚୁକ୍ତି… ପୋଷାକ, ଜୋତା ଓ ଏହି ସବୁ ଜିନିଷ ହୋଇଯିବ ଶସ୍ତା

ନୂଆଦିଲ୍ଲୀ: ବହୁ ବର୍ଷର ପରିଶ୍ରମ ପରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ସ୍ବାକ୍ଷରିକ ଚୁକ୍ତି ହୋଇଛି । ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କିଏର ଷ୍ଟରମୋରଙ୍କ ସହ ଲଣ୍ଡନରେ ସାକ୍ଷାତ ହୋଇଛି । ପରସ୍ପର...

Read more

୪ର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ୬ ସପ୍ତାହ ବିଶ୍ରାମ ନେବାକୁ କହିଲେ ଡାକ୍ତର

୪ର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ୬ ସପ୍ତାହ ବିଶ୍ରାମ ନେବାକୁ କହିଲେ ଡାକ୍ତର

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆକୁ ୪ର୍ଥ ଟେଷ୍ଟରେ ବଡ଼ ଝଟକା ଳାଗିଛି । ଟିମର ଷ୍ଟାର ବ୍ୟାଟର ତଥା ଉପ ଅଧିନାୟକ ରିଷଭ ପନ୍ତ ଆହତ ଜନିତ ସମସ୍ୟା ଯୋଗୁଁ ବାକି ଥିବା ମ୍ୟାଚରେ ୱିକେଟ କିପିଂ କରିବେ ନାହିଁ ।...

Read more

ମିଳିବ ପିଏମ କିଷାନର ୨୦ତମ କିସ୍ତି : ଜାଣନ୍ତୁ କେବେ ମିଳିବ?

୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର: ୨୪ରେ ଆସିବ ପିଏମ୍ କିଷାନ୍ ଟଙ୍କା

ନୂଆଦିଲ୍ଲୀ: ଚାରି ମାସ ପୂରଣ ହେବାକୁ ଯାଉଛି, କିନ୍ତୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ନାହିଁ । ୨୦ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ଗସ୍ତରେ ଯାଇଥିବା ବେଳେ,  ଆଶା...

Read more

ଟେକଅପ୍ ପୂର୍ବରୁ ବିମାନରେ ବ୍ରେକ୍ ଲଗାଇଲେ ପାଇଲଟ, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା

ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍, ଦିଲ୍ଲୀ-ପ୍ୟାରିସ ରୁଟ୍ ଯାତ୍ରୀ ହନ୍ତସନ୍ତ

ଦିଲ୍ଲୀ : ଅଳ୍ପକେ ଟଳିଲା ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରାଯାଇଛି । ତେଣୁ ପାଇଲଟମାନେ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁଯାୟୀ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ସତର୍କତାର...

Read more
Page 52 of 230 1 51 52 53 230

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.