ଦେଶ ବିଦେଶ

ମହାକାଶରୁ ଫେରି ଜନ୍ମମାଟିରେ ପାଦ ରଖିଲେ ଶୁଭାଂଶୁ ଶୁକ୍ଳା, କରାଗଲା ଭବ୍ୟ ସ୍ବାଗତ

ମହାକାଶରୁ ଫେରି ଜନ୍ମମାଟିରେ ପାଦ ରଖିଲେ ଶୁଭାଂଶୁ ଶୁକ୍ଳା, କରାଗଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ମହାକାଶରୁ ଫେରିବା ପରେ ଜନ୍ମମାଟି ଲକ୍ଷ୍ନୌରେ ଆଜି ପହଞ୍ଚିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସେଠାରେ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାବ୍ୟତୀତ...

Read more

ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ, ବୋମା ବିସ୍ଫୋରଣରେ ୩ ସାମ୍ବାଦିକ ସମେତ ୧୫ ମୃତ

ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ, ବୋମା ବିସ୍ଫୋରଣରେ ୩ ସାମ୍ବାଦିକ ସମେତ ୧୫ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ । ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାର ସୂଚନା...

Read more

ଖୁବଶୀଘ୍ର ଭାରତ ଆସିପାରନ୍ତି ଜେଲେନସ୍କି ଏବଂ ପୁଟିନ୍, ବାହାରିପାରେ ଶାନ୍ତିର ରାସ୍ତା !

ଖୁବଶୀଘ୍ର ଭାରତ ଆସିପାରନ୍ତି ଜେଲେନସ୍କି ଏବଂ ପୁଟିନ୍, ବାହାରିପାରେ ଶାନ୍ତିର ରାସ୍ତା !

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସତ ଚେଷ୍ଟା ପରେ ମଧ୍ୟ ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡିପାରିନାହିଁ ପୂର୍ଣ୍ଣଚ୍ଛେଦ । ବାରମ୍ବାର ବୈଠକ ସତ୍ତ୍ବେ ସମାଧାନ ମିଳିପାରିନାହିଁ । ଏହାରି ମଧ୍ୟରେ ଜେଲେନସ୍କିଙ୍କ ଭାରତ ଗସ୍ତ ଖବରକୁ ତୀବ୍ର କରିଛି । ପୁଟିନ୍ ମଧ୍ୟ ଚଳିତ ବର୍ଷ...

Read more

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ BCCIର ବଡ଼ ବୟାନ, ODI ଖେଳିବେ ଉଭୟ ଖେଳାଳି

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ BCCIର ବଡ଼ ବୟାନ, ODI ଖେଳିବେ ଉଭୟ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସରକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିରାଟ କୋହଲି ଏବଂ ରୋହିତ ଟେଷ୍ଟ ଏବଂ ଟି-୨୦ରୁ ବାହାରେ ଅଛନ୍ତି । କିନ୍ତୁ...

Read more

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ‘ସର୍ଗିଓ ଗୋର’, ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ହେବେ ନିଯୁକ୍ତ

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ‘ସର୍ଗିଓ ଗୋର’, ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ହେବେ ନିଯୁକ୍ତ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି । ସେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ମଧ୍ୟ ହେବେ । ଟ୍ରମ୍ପ...

Read more

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର । ଆକ୍ରମଣ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଲା ଗୃହ ମନ୍ତ୍ରଣାଳୟ । କାଲି ଜନଶୁଣାଣି ବେଳେ...

Read more

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ବି.ସୁଦର୍ଶନ ରେଡ୍ଡୀ, ଆସନ୍ତା ୯ରେ ହେବ ନିର୍ବାଚନ

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ବି.ସୁଦର୍ଶନ ରେଡ୍ଡୀ, ଆସନ୍ତା ୯ରେ ହେବ ନିର୍ବାଚନ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ । ଦିଲ୍ଲୀ ସଂସଦ ଭବନ ପରିସରରେ ନାମାଙ୍କନ ଭରିଛନ୍ତି । ୪ ସେଟ ନୋମିନେସନ ଫାଇଲ କରିଛନ୍ତି । ନାମାଙ୍କନ ଭରିବା ସମୟରେ AICC...

Read more

ନବୀନଙ୍କ ସହ କଥାହେଲେ ଓ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, ଆଜି ହସ୍ପିଟାଲରୁ ହେବେ ଡିସଚାର୍ଜ

ଭୁବନେଶ୍ୱର : ନବୀନଙ୍କ ସହ କଥାହେଲେ ମୋଦି ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।  କିଛି...

Read more

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ: ଘଟଣାକୁ ନେଇ ବିଭିନ୍ନ ଦଳର ଘୋର ନିନ୍ଦା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ: ଘଟଣାକୁ ନେଇ ବିଭିନ୍ନ ଦଳର ଘୋର ନିନ୍ଦା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ । ଜନଶୁଣାଣି ବେଳେ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଲା ଯୁବକ । ପ୍ରଥମେ ଅଭିଯୋଗ ନେଇ ଆସିଲେ, ତାପରେ ଜୋରରେ ଚିଲେଇଲେ, ଆଉ ଶେଷରେ ଚାପୁଡ଼ା ମାରିଲେ ।...

Read more
Page 73 of 258 1 72 73 74 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.