ଦେଶ ବିଦେଶ

ବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ; ଜାଣନ୍ତୁ କ’ଣ କହିଲା IMD?

ବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ; ଜାଣନ୍ତୁ କ’ଣ କହିଲା IMD?

ଭୁବନେଶ୍ଵର: ବାତ୍ୟା ଖବରକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଏବେ ବାତ୍ୟାର ସୂଚନା ନଥିବା ବିଭାଗ ସ୍ପଷ୍ଟ କରିଛି। ମେ’ ୨୩ରୁ ୨୮ ମଧ୍ୟରେ ‘ବାତ୍ୟା ଶକ୍ତି’ ହେବା ନେଇ କେତେକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଇଏମଡି ଦୃଢ ଭାବରେ...

Read more

ଭାରତରେ ବ୍ୟାନ୍‌ ହେଲା ଚୀନ୍‌ର ‘ଗ୍ଲୋବାଲ୍‌ ଟାଇମ୍ସ’

ଭାରତରେ ବ୍ୟାନ୍‌ ହେଲା ଚୀନ୍‌ର ‘ଗ୍ଲୋବାଲ୍‌ ଟାଇମ୍ସ’

ନୂଆଦିଲ୍ଲୀ:  ଭାରତ-ପାକିସ୍ତାନକୁ ନେଇ ଚୀନ୍ ପ୍ରଚାର ପ୍ରସାର କରିବାରୁ ବିରତ ହେଉନାହିଁ ଚୀନ୍‌ । ଭାରତ ବିରୋଧରେ ପ୍ରଚାର ପାଇଁ ଚୀନ୍ ଗ୍ଲୋବାଲ୍ ଟାଇମ୍ସକୁ ବ୍ୟବହାର କରୁଥିଲା । ସେଥିପାଇଁ ଭାରତରେ ବ୍ୟାନ୍‌ ହେଲା ଗ୍ଲୋବାଲ୍‌ ଟାଇମ୍ସ । ଗ୍ଲୋବାଲ୍‌ ଟାଇମ୍ସର...

Read more

ଫେରିଲେ ବିଏସ୍‌ଏଫ୍‌ ଯବାନ; ୨୧ ଦିନ ଅଟକ ରଖିବା ପରେ ଛାଡ଼ିଲା ପାକ୍‌

ଫେରିଲେ ବିଏସ୍‌ଏଫ୍‌ ଯବାନ; ୨୧ ଦିନ ଅଟକ ରଖିବା ପରେ ଛାଡ଼ିଲା ପାକ୍‌

ନୂଆଦିଲ୍ଲୀ: ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ । ଅଟ୍ଟାରୀ-ୱାଘା ସୀମା ଦେଇ ଫେରିଲେ ଭାରତ । ୨୧ ଦିନ ପାକିସ୍ତାନ କବ୍‌ଜାରେ ରହିବା ପରେ ଘରକୁ ଫେରିଲେ ପୂର୍ଣ୍ଣମ କୁମାର । ଭୁଲବଶତଃ ସୀମା ଅତିକ୍ରମ କରିଥିବାରୁ ଏପ୍ରିଲ ୨୩ରୁ ପାକିସ୍ତାନରେ...

Read more

ଇଣ୍ଡିଗୋ ବିମାନକୁ ବୋମା ଧମକ, କୋଲକାତା ବିମାନବନ୍ଦରରେ ଓହ୍ଲାଇଲେ ଯାତ୍ରୀ

ଇଣ୍ଡିଗୋ ବିମାନକୁ ବୋମା ଧମକ, କୋଲକାତା ବିମାନବନ୍ଦରରେ ଓହ୍ଲାଇଲେ ଯାତ୍ରୀ

କୋଲକାତା: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିଛି। କୋଲକାତାରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ ୬ଇ୫୨୨୭ ଉଡ଼ାଣ ପୂର୍ବରୁ ବୋମା ଧମକ ପାଇଥିଲା। ଇଣ୍ଡିଗୋ କହିଛି ଯେ, “ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ, ବିମାନଟିକୁ କୋଲକାତା ବିମାନବନ୍ଦରରେ ଏକ ପୃଥକୀକରଣ ପଥକୁ...

Read more

‘କାଶ୍ମୀର ଉପରେ ଅନ୍ୟ ଦେଶର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ’, ଟ୍ରମ୍ପଙ୍କୁ ଭାରତର ସିଧାସଳଖ ଜବାବ

‘କାଶ୍ମୀର ଉପରେ ଅନ୍ୟ ଦେଶର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ’, ଟ୍ରମ୍ପଙ୍କୁ ଭାରତର ସିଧାସଳଖ ଜବାବ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ଉପରେ ବୟାନ ଉପରେ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି। ଆଜି ବହୁ ପ୍ରସଙ୍ଗରେ ଭାରତର ମତ ସ୍ପଷ୍ଟ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀର...

Read more

ଆତଙ୍କବାଦୀଙ୍କ ଘରେ ପଶି ତାଙ୍କୁ ମାରିବାର କ୍ଷମତା ଭାରତର ଅଛି, ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଆତଙ୍କବାଦୀଙ୍କ ଘରେ ପଶି ତାଙ୍କୁ ମାରିବାର କ୍ଷମତା ଭାରତର ଅଛି, ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ପାକିସ୍ତାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଆତଙ୍କବାଦୀମାନେ ଶାନ୍ତିରେ ନିଶ୍ୱାସ ନେଇପାରିବେ। ସେ କହିଛନ୍ତି, ଭାରତ ଆତଙ୍କବାଦୀମାନଙ୍କ ଘରେ ପଶି ତାଙ୍କୁ ନିପାତ କରିବାର...

Read more

ପହଲଗାମ ଆକ୍ରମଣରେ ସାମିଲ ଥିବା ୩ ଆତଙ୍କୀ ପୋଷ୍ଟର ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା

ପହଲଗାମ ଆକ୍ରମଣରେ ସାମିଲ ଥିବା ୩ ଆତଙ୍କୀ ପୋଷ୍ଟର ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି । ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଳାର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି । ଆତଙ୍କୀଙ୍କ...

Read more

ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ଆତଙ୍କୀ ନିହତ

ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ । ଜମ୍ମୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟର ସକାଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ  ଆଉ ୩ ଆତଙ୍କୀ ଟଳିଥିବା...

Read more

ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ପାସ୍ ହାର ୮୮.୩୯ %

ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ପାସ୍ ହାର ୮୮.୩୯ %

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ପାସ୍ ହାର ୮୮.୩୯ % ରହିଛି । results.cbse.gov.in କୁ ଯାଇ ପିଲାମାନେ ରେଜଲ୍ଟ ଚେକ୍ କରିପାରିବେ । ପୁଅଙ୍କ ତୁଳନାରେ...

Read more

ପାକିସ୍ଥାନ ଓ ଆତଙ୍କୀ ସଂଗଠନକୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆଉ ହାମଲା କଲେ ଦେଖିବ…….

ପାକିସ୍ଥାନ ଓ ଆତଙ୍କୀ ସଂଗଠନକୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆଉ ହାମଲା କଲେ ଦେଖିବ…….

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଆଜି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ବେଳେ ସେ ଉଭୟ ଆତଙ୍କବାଦୀ ସଂଗଠନ ଆଉ ପାକିସ୍ଥାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆତଙ୍କବାଦୀମାନେ କେବେ ଭାରତରେ...

Read more
Page 74 of 230 1 73 74 75 230

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.