ବ୍ରହ୍ମପୁରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ

ବ୍ରହ୍ମପୁରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ଫୁଟିଲା ଗୁ ଳି। ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ଆହତ  ହୋଇଛି  । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ନକିଟରେ ଏନକାଉଣ୍ଟର ହୋଇଛି । ସୁନୀଲ ନହାକ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଥିଲା ପୋଲିସ...

Read more

ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା, ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାରେ

ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା, ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାରେ

ଭୁବନେଶ୍ବର : ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ...

Read more

ଭାରତର ଅର୍ଥନୀତି ମୃତ ନୁହେଁ… : ରାହୁଲ ଗାନ୍ଧୀ ଓ ଟ୍ରମ୍ଫଙ୍କୁ ଜବାବ ଦେଲେ ଦୁଇ କଂଗ୍ରେସ ସାଂସଦ

ଭାରତର ଅର୍ଥନୀତି ମୃତ ନୁହେଁ… : ରାହୁଲ ଗାନ୍ଧୀ ଓ ଟ୍ରମ୍ଫଙ୍କୁ ଜବାବ ଦେଲେ ଦୁଇ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ପାର୍ଟି ନେତା ରାହୁଲ ଗାନ୍ଧୀଙ୍କୁ ଉତ୍ତର ଦେଇଛନ୍ତି, ଯିଏ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ଅର୍ଥନୀତିକୁ ମୃତ ବୋଲି କହିବାର ବିବୃତ୍ତିକୁ ସମର୍ଥନ କରିଛନ୍ତି। ଥରୁର କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ମୃତ ନୁହେଁ...

Read more

ଓଡିଆ ଚଳଚ୍ଚିତ୍ର ପୁଷ୍କରାକୁ ମିଳିଲା ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ପୁରସ୍କାର

ଓଡିଆ ଚଳଚ୍ଚିତ୍ର ପୁଷ୍କରାକୁ ମିଳିଲା ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ପୁରସ୍କାର

ଭୁବନେଶ୍ବର: ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଶ୍ରେଷ୍ଠ ଆଞ୍ଚଳିକ ଭାଷା ପୁରସ୍କାର ଭାବେ ଓଡିଆ ସିନେମା ‘ପୁଷ୍କରା’ ମନୋନିତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଭାରତର ବିଭିନ୍ନ ଭାଷାର ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପାଇଁ ମନୋନିତ କରାଯାଇଛି।...

Read more

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ରହିଛି ସଂପୃକ୍ତି , ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIGଙ୍କ ସୂଚନା

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ରହିଛି ସଂପୃକ୍ତି , ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIGଙ୍କ ସୂଚନା

କଟକ : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା...

Read more

ସୁଭଦ୍ରା ଯୋଜନା ନେଇ ବଡ ଖବର, ଏହି ତାରିଖରେ ଆସିବ ତୃତୀୟ କିସ୍ତି, ପୁଣି ଖୋଲିବ ପୋର୍ଟାଲ

ସୁଭଦ୍ରା ଯୋଜନା ନେଇ ବଡ ଖବର, ଏହି ତାରିଖରେ ଆସିବ ତୃତୀୟ କିସ୍ତି, ପୁଣି ଖୋଲିବ ପୋର୍ଟାଲ

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ରାଜ୍ୟ ସରକାର ତୃତୀୟ କିସ୍ତି ପ୍ରଦାନ କରିବା ପାଇଁ ତାରିଖ ଘୋଷଣା କରିଛନ୍ତି। ତାହା ହେଲା ଯେଉଁମାନେ ଆଗର ଦୁଇ କିସ୍ତି ପାଇଛନ୍ତି ସେମାନଙ୍କୁ ତୃତୀୟ କିସ୍ତି ପ୍ରଦାନ...

Read more

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ତିନୋଟି ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ, କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ଦେବାକୁ ନିର୍ଦ୍ଦେଶ 

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ତିନୋଟି ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ, କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ଦେବାକୁ ନିର୍ଦ୍ଦେଶ 

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ...

Read more

ଲଗାଣ ବର୍ଷା, ଭଦ୍ରକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା

ଲଗାଣ ବର୍ଷା, ଭଦ୍ରକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ଲଗାଣ ବର୍ଷା ପାଇଁ ସ୍କୁଲ ଛୁଟି ।  ଭଦ୍ରକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ୩ଟି ବ୍ଲକରେ ଦିନକ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ତିହିଡ଼ି, ଧାମନଗର ଓ ବାସୁଦେବପୁର...

Read more

ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା

ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା

ଭୁବନେଶ୍ୱର : ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ  ? ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ବଢ଼ିଛି ଗିରଫଦାରୀ ସମ୍ଭାବନା । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ...

Read more

ଅପରେସନ ସିନ୍ଦୂରକୁ ନେଇ ମହାବିତର୍କ : ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ, ଫରେନ୍ସିକ ଲ୍ୟାବ ରିପୋର୍ଟରୁ ହେଲା ସ୍ପଷ୍ଟ

ଅପରେସନ ସିନ୍ଦୂରକୁ ନେଇ ମହାବିତର୍କ : ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ, ଫରେନ୍ସିକ ଲ୍ୟାବ ରିପୋର୍ଟରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ଅପରେସନ ମହାଦେବରେ ୩ ପହଲଗାମ ଆତଙ୍କବାଦୀ ମୃତ । ଲୋକସଭାରେ ଅପରେସନ ସିନ୍ଦୁର ନେଇ ଚର୍ଚ୍ଚା ବେଳେ ସ୍ପଷ୍ଟ କଲେ ଗୃହମନ୍ତ୍ରୀ ଅମିତ ଶାହ । ମୃତ ସମସ୍ତ ଆତଙ୍କବାଦୀ ଲସ୍କର ଏ ତୋଏବାର ସଦସ୍ୟ । ଅପରେସନ ସିନ୍ଦୂରକୁ...

Read more
Page 132 of 432 1 131 132 133 432

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.