ରାଜ୍ୟରେ ନିଯୁକ୍ତି ପାଇଲେ ୪୨୧ ନୂଆ ସିଭିଲ୍‌ ଅଫିସର୍‌

ରାଜ୍ୟରେ ନିଯୁକ୍ତି ପାଇଲେ ୪୨୧ ନୂଆ ସିଭିଲ୍‌ ଅଫିସର୍‌

ଭୁବନେଶ୍ବର: ଲୋକମାନେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର କେନ୍ଦ୍ରରେ ଅଛନ୍ତି। ତେଣୁ, ଆପଣଙ୍କର ପ୍ରତ୍ୟେକ ଚିନ୍ତାଧାରା ଏବଂ ପ୍ରତ୍ୟେକ କାର୍ଯ୍ୟ ଓଡ଼ିଶାବାସୀଙ୍କ ଉନ୍ନତି ତଥା କଲ୍ୟାଣ ଦିଗରେ ନିର୍ଦ୍ଦେଶିତ ହେବା ଉଚିତ ବୋଲି  ନୂତନ ଭାବେ ନିଯୁକ୍ତ ଓଡିଶା ନାଗରିକ ସେବା ଅଧିକାରୀଙ୍କ ପାଇଁ...

Read more

ଏଣିକି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର

ଏଣିକି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଯାଇଛି ନମୁନା ପ୍ରଶ୍ନପତ୍ର । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ...

Read more

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷଣା

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଓ ୨୦୨୨ ମସିହା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି।୨୦୨୧ ମସିହା ପାଇଁ ସମ୍ବଲପୁରର ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ପ୍ରଭାତ କୁମାର ମହାପାତ୍ର...

Read more

ବଢୁଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଓଡ଼ିଶା ଏକ ନମ୍ବର

ବଢୁଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର: ଦୁର୍ନୀତି ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କ୍ରମାଗତ ଭାବେ ବଢିଚାଲିଥିବା ବେଳେ ଓଡ଼ିଶାରେ ଏହା ସୀମା ଅତିକ୍ରମ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦେଶାଳୟ (ଭିଜିଲାନ୍ସ) ସମଗ୍ର ଦେଶରେ ଏକ...

Read more

ମୋଟର ଯାନରୁ ହେବ ବକେୟା ଟିକସ ଛାଡ଼

ମୋଟର ଯାନରୁ ହେବ ବକେୟା ଟିକସ ଛାଡ଼

ଭୁବନେଶ୍ୱର: ବିଭିନ୍ନ ମୋଟର ଯାନରୁ ସରକାର ବକେୟା ଟିକସ ଛାଡ଼ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନଜରକୁ ଆସିଛି ଯେ ୫୦,୦୦୦ରୁ ଉର୍ଦ୍ଧ୍ୱ ଗାଡି ମାଲିକଙ୍କ ଉପରେ ବକେୟା ମୋଟର ଯାନ ଟିକସ ଏବଂ ଜୋରିମାନା ଅନାଦେୟହୋଇ ପଡ଼ିରହିଛି...

Read more

ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଭୁବନେଶ୍ବର: ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ...

Read more

ଭୀଷଣ ରୂପ ନେଉଛି ’ମିଗଜୋମ୍‌‘

ଭୀଷଣ ରୂପ ନେଉଛି ’ମିଗଜୋମ୍‌‘

ଭୁବନେଶ୍ବର: ଶେଷରେ ବାତ୍ୟାରୁ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେଲା ‘ମିଗଜୋମ’। ଏ ନେଇ ଆଜି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ସ୍ଥଳଭାଗ ସ୍ପର୍ଶ କରିବ। ଏହି ସମୟରେ...

Read more

ବହୁଭାଷୀ ସାପ୍ତାହିକ ପତ୍ରିକା ‘ଭଏସ୍ ଅଫ୍ ଭିକ୍ଟିମ୍ସ’ ଉନ୍ମୋଚିତ

ବହୁଭାଷୀ ସାପ୍ତାହିକ ପତ୍ରିକା ‘ଭଏସ୍ ଅଫ୍ ଭିକ୍ଟିମ୍ସ’ ଉନ୍ମୋଚିତ

ଭୁବନେଶ୍ୱର: ପବିତ୍ର ଏକାମ୍ର କ୍ଷେତ୍ର ସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପରିସର ମଧ୍ୟରେ ବହୁଭାଷୀ ସାପ୍ତାହିକ ପତ୍ରିକା ‘ଭଏସ୍ ଅଫ୍ ଭିକ୍ଟିମ୍ସ’ର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ଆଡଭୋକେଟ୍ ଜ୍ଞାନ ରଞ୍ଜନ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାପ୍ରଭୁ...

Read more
Page 448 of 449 1 447 448 449

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.