ନୂଆଦିଲ୍ଲୀ: କେଉଁଠି ରାସ୍ତା ଭାଙ୍ଗି ଯାଇଛି ତ କେଉଁଠି ପୋଲ ଭାସି ଯାଇଛି ଏବଂ କେଉଁଠି ସମ୍ପୂର୍ଣ୍ଣ ଗାଁ ପାଣିରେ ବୁଡ଼ି ଯାଇଛି । ଜମ୍ମୁ କାଶ୍ମୀର କଟ୍ରାରେ ପ୍ରକୃତିର ଭୟଙ୍କର ତାଣ୍ଡବ । ପରିସ୍ଥିତି ଏପରି ହୋଇଛି କାରଣ ଜମ୍ମୁ...
Read moreସମ୍ବଲପୁର : ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା । ତାପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି ହୋଇଥିଲା । ଏହି ଅବସରରେ...
Read moreଭୁବନେଶ୍ୱର : ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ । ଅଗଷ୍ଟ ୨୯ ଏବଂ ୩୦ ରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୪ ପରେ ପ୍ରଥମ...
Read moreଆଫଗାନିସ୍ତାନ : ଆଫଗାନିସ୍ତାନ କାବୁଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁଁ ଅତିକମରେ ୨୫ ଜଣଙ୍କର ଜୀବନ ଚାଲିଯାଇଛି । ତାଲିବାନର ଜଣେ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଖବର ମୁତାବକ, ସକାଳ...
Read moreଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଲା । ଏହା ଉତ୍ତର ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ଭିତରେ ଅଧିକ ଶକ୍ତିଶାଳୀ ହେବ । ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଭୀଷଣ ବର୍ଷା...
Read moreକଟକ : କଟକ ରେଳ ଷ୍ଟେସନରେ ଅଘଟଣ । ଭୁଶୁଡ଼ିଲା ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ। ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ିପଡ଼ିଛି। ସେଡର କିଛି ଅଂଶ ଟ୍ରାକରେ ମଧ୍ୟ ପଡ଼ି ରହିଛି । ଯାହା...
Read moreଭୁବନେଶ୍ୱର : ଆସନ୍ତା ଡିସେମ୍ଵର ଶେଷ ସୁଦ୍ଧା ତହସିଲ, ପଞ୍ଚାୟତ, ରାଜସ୍ବଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ ସରିବ । ଏସମ୍ପର୍କରେ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଆଗକୁ ଜନଗଣନା ରହିଛି ।...
Read moreନୂଆଦିଲ୍ଲୀ: ଭାରତ ଦ୍ବାରା ରୁଷୀୟ ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବାରା ଲଗାଯାଇଥିବା ଅତିରିକ୍ତ ୨୫% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେଉଛି । ଭାରତ ଏବେ ସର୍ବାଧିକ ଆମେରିକା ଶୁଳ୍କ ବହନ କରୁଥିବା ଦୋ...
Read moreଭୁବନେଶ୍ୱର : ଆଜିଠୁ ବଢ଼ିବ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି...
Read moreଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘଟଗାଁ ମା ତାରିଣୀ ପୀଠ ସମନ୍ୱିତ ବିକାଶ କାର୍ଯ୍ୟର ସମୀକ୍ଷା । ଲୋକସେବା ଭବନରେ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ସହ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି...
Read moreCopyright © 2023.