ସମସ୍ୟା

ସମାକୋଇ ନଦୀରେ ବନ୍ୟାଜଳ, ତେଲକୋଇରେ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ

ସମାକୋଇ ନଦୀରେ ବନ୍ୟାଜଳ, ତେଲକୋଇରେ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ

ବାଂଶପାଳ : କେନ୍ଦୁଝର ସମାକୋଇ ନଦୀରେ ବନ୍ୟାଜଳ । ତେଲକୋଇରେ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ । ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ସମାକୋଇ ନଦୀ ସହିତ ଅନ୍ୟ ନାଳରେ...

Read more

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ, ବାମପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ୧ଟି ଖୋଲା

ଖୋଲିଲା ହୀରାକୁଦ ଗେଟ୍, ଜଳଭଣ୍ଡାରରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର : ପୁଣି ଖୋଲିଲା ସମ୍ବଲପୁର ହୀରାକୁଦ ଡ୍ୟାମର ୪ଟି ଗେଟ । ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ ଖୋଲା ଯାଇଛି । ଜଳଭଣ୍ଡାର ବାମପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର...

Read more

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସୂଚନା ମୁତାବକ ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ...

Read more

ଓଡିଶା ସିଭିଲ ସର୍ଭିସ ୨୦୨୩ ଲିଖିତ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୮୦୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଓଡିଶା ସିଭିଲ ସର୍ଭିସ ୨୦୨୩ ଲିଖିତ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୮୦୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ

କଟକ : ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସେସ୍ – ୨୦୨୩ର ମେନ୍ ଏଗଜାମ ରେଜଲ୍ଟ । ୮୦୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୨୯୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଓପିଏସସି ୱେବସାଇଟରେ ରେଜଲ୍ଟ ଉପଲବ୍ଧ...

Read more

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ଅନ୍ତଜାତୀୟ ଆଲୋଚନା ଚକ୍ର; ପାରମ୍ପରିକ ଗଣମାଧ୍ୟମ ହେଉଛି ଅପପ୍ରଚାର ଏବଂ ଅଗଣତାନ୍ତ୍ରିକ ସମାଜ ବିରୁଦ୍ଧରେ ଲଢ଼ିବାର ଚାବିକାଠି

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ଅନ୍ତଜାତୀୟ ଆଲୋଚନା ଚକ୍ର; ପାରମ୍ପରିକ ଗଣମାଧ୍ୟମ ହେଉଛି ଅପପ୍ରଚାର ଏବଂ ଅଗଣତାନ୍ତ୍ରିକ ସମାଜ ବିରୁଦ୍ଧରେ ଲଢ଼ିବାର ଚାବିକାଠି

ଭୁବନେଶ୍ୱର ତା 19/8/25: ଏଆଇ ଏବଂ ସୋସିଆଲ ମିଡ଼ିଆର ଅପପ୍ରଚାର ଯୁଗରେ ସାମ୍ବାଦିକତା ସାରା ବିଶ୍ୱରେ ଗୁରୁତର ବିପଦ ଦେଇ ଗତି କରୁଛି. ଏକବିଂଶ ଶତାବ୍ଦୀରେ ଆମକୁ ସାମ୍ବାଦିକତା ପେଶାର ମୌଳିକତା ଦିଗକୁ ଫେରିବାକୁ ପଡିବ। ସାମାଜିକ ଗଣମାଧ୍ୟମର କ୍ରମ ବର୍ଦ୍ଧିଷ୍ଣୁ...

Read more

ବିପଦ ଶଙ୍କୁଳ ଅବସ୍ଥାରେ ଅର୍ଦ୍ଧ ନିର୍ମିତ ଘରବାଲି

ବିପଦ ଶଙ୍କୁଳ ଅବସ୍ଥାରେ ଅର୍ଦ୍ଧ ନିର୍ମିତ ଘରବାଲି

ପାଟଣା, ୨୦ | ୦୮ - ବିପଦ ସାଜିଛି ଅର୍ଦ୍ଧ ନିର୍ମିତ ଘର । ବାଲିପାଟଣା ଶିକ୍ଷା ମଣ୍ଡଳ ଓଡ଼ଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଦ୍ଧ ନିର୍ମିତ ଶ୍ରେଣୀ ଗୃହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବିପଦ ସାଜିଛି |...

Read more

ବାଲେଶ୍ୱରର ସ୍ୱାର୍ଥ ପ୍ରସଙ୍ଗ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା

ବାଲେଶ୍ୱରର ସ୍ୱାର୍ଥ ପ୍ରସଙ୍ଗ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା

ବାଲେଶ୍ବର (ଭିଓଭି); ୨୧/୮ - କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚାଷୀଙ୍କ ଦ୍ବାରା ଉତ୍ପନ୍ନ ମିଲେଟରୁ ସମବାୟ ସମିତି ପ୍ରସ୍ତୁତ କରୁଥିବା ବିସ୍କୁଟ, କେକ, ନୁଡଲସ, ମଲ୍ଟି ମିଲେଟ ମଲଟ,...

Read more

ଓଏସଏମ୍ ସି ଦ୍ଵାରା ଏକ୍ସପାରୀ ଔଷଧ ବଣ୍ଟନ ଅଭିଯୋଗ

ଓଏସଏମ୍ ସି ଦ୍ଵାରା ଏକ୍ସପାରୀ ଔଷଧ ବଣ୍ଟନ ଅଭିଯୋଗ

ବାଲେଶ୍ଵର (ଭିଓଭି); ୨୧/୧ - ସୋରୋ ବ୍ଲକ ଅନ୍ତର୍ଗତ ପାଖରର ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାକୁ ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପାଣିଗ୍ରାହୀ । ଅଗଷ୍ଟ ୨୦୨୫...

Read more

ଆସନ୍ତା ୨୫ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଆଜି ୭ ଜିଲ୍ଲାରେ ବର୍ଷିବ

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।...

Read more

ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ୨୫ ଯାଏଁ ଚାଲିବ

ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ୨୫ ଯାଏଁ ଚାଲିବ

ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି । ଚଳିତ ବିଧାନସଭାରେ ବିଭିନ୍ନ...

Read more
Page 187 of 499 1 186 187 188 499

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.